Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିମଲା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ମୃତ, ଦୁଇ ଗୁରୁତର

ଶିମଲା : ହିମାଚଳ ପ୍ରଦେଶ ଅନ୍ତର୍ଗତ ଶିମଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଜୁବଲର କୁଡୁ ଅଞ୍ଚଳରେ ଏକ ଜିପ୍ କୌଣସିବଶତଃ ଭାରସାମ୍ୟ ହରାଇ ଏକ ଖାଇକୁ ଖସିପଡିଛି । ଅନ୍ୟପକ୍ଷରେ ଏହି ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି ।…

ଦକ୍ଷିଣ ଏସିଆରେ ‘ଓଡ଼ିଶା ଟୁରିଜିମ୍’ ପକ୍ଷରୁ ରୋଡ୍ ଶୋ’

ଭୁବନେଶ୍ୱର/ବ୍ୟାଂକକ୍ : ଓଡ଼ିଶା ଟୁରିଜିମ୍ ପକ୍ଷରୁ ଥାଇଲାଣ୍ଡର ବ୍ୟାକକ୍ ଠାରେ ଦ୍ୱିତୀୟ ରୋଡ୍ ଶୋ’ ଆୟୋଜନ ହୋଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଥାଇଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏବଂ ଫିସି (ଏଫଆଇସିସିଆଇ)ର ମିଳିତ ସହଯୋଗରେ ବ୍ୟାଂକକ୍ ର ହୋଟେଲ୍ ଅନନ୍ତରାଠାରେ ଏହି ରୋଡ୍ ଶୋ’ ଆୟୋଜନ କରିଛି…

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିସମୟ ପୂର୍ବରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆଜି ମଧ୍ୟ ମୋଦି ଓଡ଼ିଶାର ତାଳଚେରଠାରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶୁଭାରମ୍ଭ କରିବେ…

୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଓ ଛତିଶଗଡ଼ ଗସ୍ତ, ଶୁଭାରମ୍ଭ କରିବେ ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ତାରିଖରେ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରୁଛନ୍ତି । ଓଡ଼ିଶାର ଝାରସୁଗୁଡ଼ାଠାରେ ବିମାନ ବନ୍ଦର ଉଦଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଓଡ଼ିଶାର ତାଳଚେରଠାରେ…

ଗୁଲଜାରଙ୍କ ରଚନାରେ ‘ବିଶ୍ୱକପ ହକି’ର ଟାଇଟଲ୍ ଗୀତ ଗାଇବେ ଏ ଆର୍ ରେହମାନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ୧୪ତମ ‘ବିଶ୍ୱକପ ହକି’ ପ୍ରତିଯୋଗିତା ଆରମ୍ଭ ହେଉଛି । ତୃତୀୟଥର ଲାଗି ଭାରତରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ୧୯୮୨ ମସିହାରେ ମୁମ୍ବାଇ ଠାରେ ବିଶ୍ୱକପ ହକି ଅନୁଷ୍ଠିତ…

ଶ୍ରୀନଗର: ୩ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସୋପିଆନରୁ ଆତଙ୍କବାଦୀ ମାନେ ଅପରହଣ କରିନେଇଥିବା ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳୁ ଆତଙ୍କବାଦୀ ମାନେ ଦକ୍ଷିଣ କାଶ୍ମୀରର ସୋପିଆନରୁ ସ୍ପେଶାଲ ପୋଲିସ ଫୋର୍ସର ୩ ଜଣ ପୋଲିସ ଅଫିସର ସମେତ ଜଣେ…

ଏସିଆ କପ କ୍ରିକେଟ: ଆଜି ଭାରତ-ବାଙ୍ଗଲାଦେଶ ମ୍ୟାଚ, ପାଣ୍ଡ୍ୟା ଦଳରୁ ବାଦ

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୁହାଁମୁହିଁ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ଲଗାତାର ବିଜୟ ପରେ ବାଙ୍ଗଲାଦେଶ ବିପକ୍ଷ ମ୍ୟାଚ ଜିତିବା ପାଇଁ ଖେଳାଳୀ ମାନଙ୍କ ମନୋବଳ ଦୃଢ ହୋଇଛି ।…

ଶ୍ରୀନଗରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୁଲଗାମ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିôବା ନେଇ…

ସୋଆରେ ଇଣ୍ଡିଷ୍ଟ୍ରୀ ୪.୦ ସମ୍ମିଳନୀରେ ବିଶ୍ୱର ବିଶିଷ୍ଟ ଗବେଷକ ଏକାଠି ହେବେ

ଭୁବନେଶ୍ୱର, ୧୪/୯: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ରୋଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଇନ୍ ଇଣ୍ଡଷ୍ଟ୍ରି ୪.୦ ପାରାଡାଇମ’ ଶୀର୍ଷକ କର୍ମଶାଳାରେ ଯୋଗ ଦେବେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ତଥା ଆମେରିକାର ସିନ୍ସିନ୍ନାଟି…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଆଶୁ ମହାରାଜଙ୍କୁ ପୋଲିସ ଗତରାତିରେ ଗିରଫ କରିଛି । ବାବାଙ୍କ ନାମରେ ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗ ରହିଛି । ଜଣେ ମହିଳା ଏବଂ ତାଙ୍କର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗତ ରାତିରେ ଦିଲ୍ଲୀ ପୋଲିସ ଗିରଫ କରିଥିବା କଥା ଗଣମାଧ୍ୟମକୁ…