Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶତାବ୍ଦୀର ବିରଳ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଲା, ଲୋହିତ ରଙ୍ଗରେ ରଙ୍ଗୀନ ହେଲା ଚନ୍ଦ୍ର

ଭୁବନେଶ୍ୱର : ଶୁକ୍ରବାର ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ତଥା ବିରଳ ଚନ୍ଦ୍ରଗ୍ରହଣ ଦେଖିପାରିଛନ୍ତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ସାଧାରଣ ଜନତା । ଭାରତୀୟ ସମୟ ଠିକ ରାତି ୧୧ଟା ୫୪ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଥିଲା । ଆରମ୍ଭରୁ ଚନ୍ଦ୍ର ଆଂଶିକ ଭାବେ ଦୃଶ୍ୟମାନ ହୋଇ…

ଆଜି ଶତାବ୍ଦୀର ବୃହତ୍ ଚନ୍ଦ୍ର ଗ୍ରହଣ, ଦୃଶ୍ୟ ହେବେ ଲୋହିତ ଚନ୍ଦ୍ର

ଭୁବନେଶ୍ୱର : ଆଜି ଆକାଶରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସାଙ୍ଗକୁ ପୃଥିବୀକୁ ଦୃଶ୍ୟମାନ ହେବ ଏକ ବିରାଟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ । ଖୁସିର କଥା ହେଲା ଏହା ଭାରତ ସମେତ ଅନ୍ୟକିଛି ଦେଶରେ ସ୍ପଷ୍ଟ ଦୃଶ୍ୟମାନ ହେବ । ଏହା ପ୍ରତି ଶହେ ୪…

ପାକିସ୍ତାନ ନିର୍ବାଚନ: ଇମ୍ରାନ ହେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପାକିସ୍ତାନରେ ଚାଲିଛି ଗଣତାନ୍ତ୍ରିକ ଉପାୟରେ ସାଧାରଣ ନିର୍ବାଚନ । ଗତକାଲି ମତଦାନ ଶେଷହେବା ପରେ ଆଜି ଚୂଡ଼ାନ୍ତ ରୂପରେଖ ନେଇଛି ନିର୍ବାଚନ ଫଳାଫଳ । ନିର୍ବାଚନରେ ଆଗୁଆ ରହି ଇମ୍ରାନ ଖାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ସଜବାଜ ହେଲେଣି । କିଛି ନିର୍ବାଚନ ମଣ୍ଡଳୀର ଫଳାଫଳ…

ପାକିସ୍ତାନ: ବନ୍ଧୁକ ଛାଇରେ ଚାଲିଛି ସାଧାରଣ ନିର୍ବାଚନ, ଆତ୍ମଘାତୀ ବିସ୍ଫୋରଣରେ ୩୧ ମୃତ

ନୂଆଦିଲ୍ଲୀ : ନୂଆ ସରକାର ଗଠନ ଲାଗି ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ । କ୍ୱେଟା ସହରରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଏକ ପୋଲିଂ ବୁଥ ନିକଟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣରେ ଆଇ.ଏସ.ଆଇ.ଏସ ନିଜକୁ ଦାୟୀ…

ରୱାଣ୍ଡାରେ ଭାରତୀୟ ଗୋଧନ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ…

ରାହୁଲ ମତେ ଆଲିଙ୍ଗନ କରିବା ପୂର୍ବରୁ ୧୦ ଥର ଚିନ୍ତା କରିବେ: ଯୋଗୀ ଆଦିତ୍ୟନାଥ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି “ରାହୁଲ ଗାନ୍ଧୀ ତାଙ୍କୁ ଆଲିଙ୍ଗନ କରିବାକୁ ୧୦ ଥର ଚିନ୍ତା କରିବେ ।” ଘଟଣାକୁ ରାଜନୈତିକ…

ଗୁରୁପ୍ରିୟା ସେତୁ: ୨୬ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୬ ତାରିଖରେ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ଉଦଘାଟନ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୬ ତାରିଖ ଦିନ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରୀୟା ସେତୁକୁ ଲୋକାର୍ପିତ କରିବେ ।…

ମହିଳା ବିଶ୍ୱକପ ହକି: ଉଦଘାଟନୀ ମ୍ୟାଚରେ ଭାରତ-ଇଂଲଣ୍ଡ ୧-୧ରେ ଡ୍ର ରଖିଲେ

ଲଣ୍ଡନ : ମହିଳା ବିଶ୍ୱକପର ୧୪ତମ ସଂସ୍କରଣ ଇଂଲଣ୍ଡର ଲଣ୍ଡନଠାରେ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ରାଣୀ ରାମପାଲଙ୍କ ନେତୃତରେ ବିଶ୍ୱକପ ଖେଳୁଥିବା ଭାରତୀୟ ହକିଦଳ ଇଂଲଣ୍ଡ ସହିତ ୧-୧ରେ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହେଲା । ମ୍ୟାଚର ୨୫ ମିନିଟରେ ଭାରତୀୟ ସ୍କୋରର ନେହା ଗୋୟଲ ଏକ…

ଆଜିଠୁ ମହିଳା ବିଶ୍ୱକପ ହକି: ଭାରତ ଭେଟୁଛି ଇଂଲଣ୍ଡକୁ, ଦଳରେ ୪ ଜଣ ଓଡ଼ିଆ ଝିଅ

ଲଣ୍ଡନ : ଆଜିଠୁ ଲଣ୍ଡନରେ ଆରମ୍ଭ ହେଉଛି ୧୪ତମ ମହିଳା ବିଶ୍ୱକପ ହକି ପ୍ରତିଯୋଗିତା । ଭାରତ ଆଜିର ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ଭେଟୁଛି । ଭାରତୀୟ ଦଳରେ ୪ଜଣ ଓଡ଼ିଆ ଝିଅ ସାମିଲ ହୋଇଛନ୍ତି । ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳିମାନେ ହେଲେ ଦୀପ ଗ୍ରେସ ଏକ୍କା,…

ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା: ଆସ୍ଥା ଭୋଟରେ ମୋଦିଙ୍କ ସରକାର ଜିତିଲା, ସରକାରଙ୍କ ସପକ୍ଷରେ ୩୨୫,…

ନୂଆଦିଲ୍ଲୀ : କେନ୍ଦ୍ରର ଏନଡ଼ିଏ ସରକାର ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ମତଦାନରେ ସଂସଦର ଆସ୍ଥା ଭାଜନ ହୋଇ ବିଜୟ ଲାଭ କରିଛି । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ଟି ଭୋଟ ମିଳିଥିବା ବେଳେ ଅନାସ୍ଥା ବିରୋଧରେ ୩୨୫ ଖଣ୍ଡ ଭୋଟ ମିଳିଛି । ସଂସଦର ଲୋକସଭା ସଦନରେ ଦୀର୍ଘ ୧୨ ଘଣ୍ଟାର ଆଲୋଚନାର…