Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦରେ ଅନାସ୍ଥା ପ୍ରସ୍ତାବ: ବିଜେଡ଼ି ମତଦାନରୁ ବିରତ ରହି କକ୍ଷତ୍ୟାଗ କଲା, ୭ଘଣ୍ଟାର ଆଲୋଚନା ଆରମ୍ଭ ହେଲା

ନୂଆଦିଲ୍ଲୀ : କୁହାଯାଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ଚାଣକ୍ୟ ନୀତି ଅବଲମ୍ବନ କରିଥାନ୍ତି, ଏବଂ ତାହା ଆଜି ମଧ୍ୟ ଲୋକସଭାରେ ପ୍ରମାଣିତ ହେଲା । ଅତୀତରେ ବାଡ଼ି ଭାଙ୍ଗିବନି କି ସାପ ମରିବନି ନୀତିରେ ରାଜ୍ୟ ରାଜନୀତିରେ ପୋଖତ ଖେଳ ପ୍ରଦର୍ଶନ କରିଥିବା ନବୀନଙ୍କ ଚାଲକୁ…

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ବିଜେଡ଼ି ସଂସଦୀୟ ଦଳର ବୈଠକ: ଆଲୋଚନା ବେଳେ ଗୃହରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ହ୍ୱିପ…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ବିରୋଧ କରି ଲୋକସଭାରେ ଆଜି ଆଗତ ହେଉଛି ଅନାସ୍ଥା ପ୍ରସ୍ତାବ । ଦେଲୁଗୁ ଦେଶମ ପାର୍ଟି ଏହି ଅନାସ୍ଥା ପ୍ରସ୍ତାବ ଆଣିଛି । ତେବେ ଆଜିର ଏହି ଅନାସ୍ଥା ପ୍ରସ୍ତାବରେ ବିଜେଡ଼ିର ପ୍ରମୁଖ ଭୁମିକା ମଧ୍ୟ ରହିଛି । କେନ୍ଦ୍ରରେ ଶାସକ ଏନିଡ଼ିଏ ସରକାର ବିଜେଡ଼ିର…

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ: ଚର୍ଚ୍ଚାରେ ଭାଗନେବେ ଦେଶର ପ୍ରମୁଖ ରାଜନୈତିକ ଦଳ, ଚର୍ଚ୍ଚାରେ କହିବାକୁ ବିଜେଡ଼ିକୁ…

ନୂଆଦିଲ୍ଲୀ : ଆଜି ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଚର୍ଚ୍ଚାହେବ । ବିରୋଧି ଦଳ ପକ୍ଷରୁ ଆଗତ ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେଉଁ ଦଳମାନେ ମତ ରଖିବେ ଏବଂ କେଉଁ ଦଳ ମାନେ ଶାସକ ଏନଡ଼ିଏ ସରକାରକୁ ସମର୍ଥନ କରି ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ମତ ରଖିବେ ତାହା…

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ ଦୁର୍ଘଟଣା: ବସ ପାହାଡ଼ ଖାତରେ ଖସି ୧୪ ମୃତ, ୧୮ ଆହତ

ଋଷିକେଶ : ଉତ୍ତରାଖଣ୍ଡର ସୂର୍ଯ୍ୟଧାମ ନିକଟରେ ଗୁରୁବାର ସକାଳେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଯାତ୍ରୀ ମୃତ ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଉତ୍ତରାଖଣ୍ଡ ଟ୍ରାନପୋର୍ଟ କର୍ପୋରେସନ ବସ ଉତ୍ତତରକାଶୀରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ହରିଦ୍ୱାର ଯିବା ବେଳେ…

ନିରାପତ୍ତା ବାହିନୀ ଏନକାଉଣ୍ଟରରେ ୭ ମାଓବାଦୀ ନିହତ, ମୃତାହତଙ୍କ ମଧ୍ୟରେ ୩ ମହିଳା ମାଓବାଦୀ

ମାଲକାନଗିରି/ଭୁବନେଶ୍ୱର : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ମଧ୍ୟରେ ରହିଥିବା ଜଙ୍ଗଲରେ ଗତରାତିରେ ପୋଲସି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୭ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲପନ୍ଥୀ ରହିଥିବାର ସୂଚନା…

ବିଶ୍ୱ ପାଳିଲା ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ, ବାଲୁକାକଳାରେ ସୁଦର୍ଶନ ଦେଲେ ଶ୍ରଦ୍ଧାଞ୍ଜଳି

ପୁରୀ/ଭୁବନେଶ୍ୱର: ସାରା ବିଶ୍ୱ ପାଳନ କରିଛି ଦିବଂଗତ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ । ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ ନେଲସନ୍ । ଅକଥନୀୟ ଅତ୍ୟାଚାର ସହି ଲଢି ଚାଲିଥିଲେ ମାଣ୍ଡେଲା । ଶେଷରେ ସତ୍ୟର ବିଜୟ ହେଲା । ପୁରୀ…

ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପ୍ରସଙ୍ଗ : ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ

ନୂଆଦିଲ୍ଲୀ : ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ବାଚସ୍ପତିଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସାଂସଦ ପଣ୍ଡା ବାଚସ୍ପତିଙ୍କୁ ଭେଟି ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ବୋଲି ଟ୍ୱିଟ୍ କରି…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧିଙ୍କ ତତ୍ପରତା

ନୂଆଦିଲ୍ଲୀ : ବୁଧବାର ଆରମ୍ଭ ହେଉଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ଏହି ଅଧିବେଶନ । ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ଏହି ଅଧିବେଶନର ସ୍ୱାଭାବିକ ଚାଲିବା…

ତୃତୀୟ ଦିନିକିଆ: ଇଂଲଣ୍ଡ ଜିତିଲା, ଭାରତ ୨-୧ରେ ସିରିଜ ହାରିଲା

ଲିଡସ୍ : ଉଭୟ ବ୍ୟାଟିଂ ଓ ବୋଲିଂରେ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ତୃତୀୟ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରି ସିରିଜ ବିଜୟୀ ହୋଇଛି । ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଦଳୀୟ ସ୍କୋର ମାତ୍ର ୧୩ ରନ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ଭାରତ ।…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂରତି, ରଥରୁ ପହଣ୍ଡିରେ ଝୁଲି ଝୁଲି ଗଲେ ମହାପ୍ରଭୁ

ପୁରୀ : ମହାପ୍ରଭୁ ବଡ଼ଭାଇ ଓ ସାନଭଉଣୀ ସହିତ ରଥରେ ବୁଲୁଛନ୍ତି । ଶନିବାର ଦିନ ରତ୍ନବେଦୀରୁ ବାହାରି ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ଶ୍ରୀଜଗନ୍ନାଥ । ଭାଇ ଭଉଣୀ ଗୁଣ୍ଡିଚା ମନ୍ଦିର ସହଳ ପହଞ୍ଚି ଯାଇଥିଲେ ମଧ୍ୟ ସାନଭାଇ ଶ୍ରୀଜଗନ୍ନାଥ ବଳଗଣ୍ଡି ଛକରେ…