Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସର ନିର୍ବାଚନ ବାର୍ତ୍ତା, ଦଳକୁ ଆସିଲେ ମିଳିବ ପଦ ଆଉ ସମ୍ମାନ!

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ଣ୍ଣାଟକରେ କଂଗ୍ରେସ ବଡ଼ ଚାଲ ଖେଳିଥିବା ଆଲୋଚନା ହେଉଛି। ଅନ୍ୟ ପ୍ରମୁଖ ଦଳ ଦ୍ୱାରା ଅପଚରା ପ୍ରମୁଖ ନେତାଙ୍କୁ ସମ୍ମାନ ଦେବା ସହ ପ୍ରମୁଖ ପଦ ଦେଇ ଦେଶବ୍ୟାପି ଏକ ବାର୍ତ୍ତା ଦେବାକୁ ଦଳ ଉଦ୍ୟମ କରିଛି।…

କଂଗ୍ରେସର କର୍ଣ୍ଣାଟକ ଫଣ୍ଡା ମଧ୍ୟପ୍ରଦେଶରେ ଆପଣାଉଛି ବିଜେପି!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ରାଜନୈତିକ ଲଢେଇ ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। କର୍ଣ୍ଣାଟକ ଢାଞ୍ଚାରେ ରାଜ୍ୟରେ ମାହୋଲ ତିଆରି କରିବା ସହ ରାଜ୍ୟବାସୀଙ୍କୁ ୫ ଟି ଗ୍ୟାରେଣ୍ଟି ଦିଆଯାଇଛି। ଏଭଳି ସ୍ଥିତିରେ…

ମୋଦିଙ୍କୁ ଟି-ସର୍ଟ ଉପହାର ଦେଲେ ବାଇଡେନ, ଲେଖାଥିଲା ସ୍ୱତନ୍ତ୍ର ବାର୍ତ୍ତା

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବିଶେଷ ଟି-ସର୍ଟ ଉପହାର ଦେଇଛନ୍ତି । ଏହି ଟି ସର୍ଟ ଉପରେ ଏକ ବିଶେଷ ବାର୍ତ୍ତା ଲେଖା ଯାଇଛି । ଏଥିରେ ଉଲ୍ଲେଖ ରହିଛି, ଆମେରିକା ଓ ଭାରତ (AI) ହିଁ ଭବିଷ୍ୟତ ଅଟେ’  । ପରବର୍ତ୍ତୀ ସମୟରେ…

ମୋଦିଙ୍କ ହାଇଟେକ ହାଣ୍ଡସେକ ପରେ କ’ଣ ଘୋଷଣା କଲେ ଗୁଗୁଲ, ଆମାଜନ ଏବଂ ମାଇକ୍ରୋସପ୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ ହାଉସରେ ସିଲିକନ ଭାଲିର ସବୁଠାରୁ କ୍ଷମତାଶାଳୀ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି  ଏବଂ ଅତ୍ୟଧୁନିକ…

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ଓ୍ବାଗନର ଗୋଷ୍ଠୀର ମୁଖିଆ ଏକଦା ଘନିଷ୍ଠ ବନ୍ଧୁ ଥିଲେ

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଦେଢ ବର୍ଷ ବିତିଗଲାଣି। କେହି ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଗୋଟିଏ ପଟେ ଯେଉଁଠାରେ ୟୁକ୍ରେନ ଆମେରିକା ଏବଂ ଅନେକ ୟୁରୋପୀୟ ଦେଶ ସହାୟତାରେ ଋଷ ସହିତ ଲଢୁଛି, ଅନ୍ୟପଟେ ଋଷ ଏହାର ସେନା ତଥା ବେସରକାରୀ ସେନା ଗୋଷ୍ଠୀ…

ରାହୁଲଙ୍କୁ ପରାମର୍ଶ ଦେଲେ ଲାଲୁ- ‘ବାହା ହୋଇଯାଅ, ଦାଢି ବଢାଅନି’

ପାଟନା: ପାଟନାରେ ବିରୋଧୀଙ୍କ ମହାମେଳି ଗତକାଲି ଶେଷ ହୋଇଛି । ୧୬ଟି ଦଳର ୩୦ରୁ ଅଧିକ ନେତା ଏଥିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ବୈଠକ ଜୁଲାଇ ୧୦ରୁ ୧୨ ମଧ୍ୟରେ ସିମଲାରେ ହେବ ବୋଲି ସ୍ଥିର ହୋଇଛି । ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ବେଶ ସରଗରମ ଆଲୋଚନା ହେବା ସହ  ଥଟ୍ଟାମଜା ବି…

ଚାଇନାର ଉହାନରୁ କରୋନା ଉତ୍ପତ୍ତି ହୋଇଥିବାର ପ୍ରତ୍ୟକ୍ଷ ପ୍ରମାଣ ନାହିଁ: ଆମେରିକା

ନୂଆଦିଲ୍ଲୀ: ଶୁକ୍ରବାର ଆମେରିକାର ଗୁଇନ୍ଦା ସଂସ୍ଥାର ରିପୋର୍ଟରେ କୁହାଯାଇଛି ଯେ ସେମାନେ ଚାଇନାର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କୋଭିଡ୍-୧୯ ମହାମାରୀ ଉତ୍ପତ୍ତି ହୋଇଥିବାର ବା ସୃଷ୍ଟି ହୋଇଥିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ପାଇନାହାନ୍ତି। ତଥାପି, ଜାତୀୟ ଗୁଇନ୍ଦା…

ଋଷରେ ବିଦ୍ରୋହ: ପୁଟିନ କହିଲେ ପିଠି ପଛରେ ଛୁରୀ ମାଡ଼, ଦିଆଯିବ କଡ଼ା ଜବାବ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ଋଷର ବେସରକାରୀ ସେନା ବା ଓ୍ୱାଗନର୍ ଗ୍ରୁପ ମୁହାଁମୁହିଁ ହୋଇଛି। ପୁଟିନ କହିଛନ୍ତି ଯେ ୱାଗନର୍ ଋଷର ଲୋକଙ୍କୁ ପିଠି ପଛ ପଟେ ଛୁରୀ ମାରିଛି। ଋଷର ସେନାକୁ ଚ୍ୟାଲେଞ୍ଜ କରାଯାଇଛି। ଜନସାଧାରଣଙ୍କୁ ପ୍ରତାରଣା କରାଯାଇଛି। ଖୁବ ଶୀଘ୍ର…

ବିବାହ ପାଇଁ କନ୍ୟା ନ ମିଳିବାରୁ ନିରାଶ ହୋଇ ଆତ୍ମହତ୍ୟା କଲେ ଯୁବକ; ଚିଠିରେ ଲେଖିଛନ୍ତି…

ହାଭେରୀ: ଦୀର୍ଘ ୮ ବର୍ଷା ହେଲା ପୁଅ ପାଇଁ ଖୋଜା ଚାଲିଥିଲା କନିଆଁ। ଆଉ ୪ ବର୍ଷ ପରେ ବୟସ ୪୦ ଛୁଇଁଥାନ୍ତା। କନିଆ ଖୋଜି ଖୋଜି ନିରାଶା ବାପାମାଙ୍କ ଦୁଃଖ ସହିପାରିଲେନି ପୁଅ। ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ। କର୍ଣ୍ଣଟକ ହାଭେରି ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। କନ୍ୟା…

ଏଚ୍-ଓ୍ୱାନ ବି ଭିସା ପାଇଁ ଆମେରିକା ଛାଡିବାକୁ ପଡ଼ିବ ନାହିଁ: ପ୍ରଧାନମନ୍ତ୍ରୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓ୍ୱାଶିଂଟନର ରୋନାଲ୍ଡ ରେଗନ ବିଲଡିଂରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ନୂଆ କନସୁଲେଟ ବା ବାଣିଜ୍ଯ ଦୂତାବାସ ଖୋଲିବ। "ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ"…