Latest Odisha News

BREAKING NEWS

Browsing Category

ତାମିଲନାଡୁ

Tamilnadu

ଫେସ୍‌ବୁକ୍ ଫ୍ରେଣ୍ଡ ପାଇଁ ଘରେ କଳାକନା ବୁଲାଇଲେ ବିବାହିତା ମହିଳା

ଚେନ୍ନାଇ: ଘରୁ ୪୩.୦୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପୋଲିସରେ ଏତଲା ଦେଇଥିଲେ ଚେନ୍ନାଇର ଜଣେ ବ୍ୟବସାୟୀ । ହେଲେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା, ତାହା ପୋଲିସ ନୁହେଁ ବରଂ ଅଭିଯୋଗକାରୀଙ୍କୁ ତାଜୁବ କରିଥିଲା । ନଭେମ୍ବର ୨୪'ରେ ମାଣ୍ଡଭେଲୀ ଅଂଚଳର ଥମିମ୍ ଅନସାରୀ ନାମକ ଜଣେ…

ସାଉଥ୍ ସୁପରଷ୍ଟାର ବିକ୍ରମ୍‌ଙ୍କୁ ବୋମାମାଡ ଧମକ !

ଚେନ୍ନାଇ: ରିଲ୍ ଲାଇଫ୍‌ରେ ବଡବଡ ବିସ୍ଫୋରଣ କରୁଥିବା ଅଭିନେତା ବିକ୍ରମ ଚିୟାଁଙ୍କୁ ମିଳିଛି ରିୟଲ୍ ଲାଇଫରେ ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ବୋମାମାଡରେ ଉଡାଇଦେବା ଭଳି ଧମକ ଦେବା ପରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ବିକ୍ରମଙ୍କ ଘରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି…

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି…

ପିମ୍ପୁଡି ବସାରେ ନିଆଁ ଲଗାଇବାକୁ ଯାଇ ଜଳିଗଲେ ଯୁବତୀ

ଚେନ୍ନାଇ: ପିମ୍ପୁଡିଙ୍କୁ ତଡିବାକୁ ଯାଇ ପ୍ରାଣ ହରାଇଲେ ଜଣେ ସଫ୍ଟୱେୟାର ଇଂଜିନିଅର । ମହଙ୍ଗା ପଡିଥିଲା ପିମ୍ପୁଡି ବସାରେ ନିଆଁ ଲଗାଇବା । ପିମ୍ପୁଡି ତ ଗଲେନି ବରଂ ଅବେଳାରେ ଉଡିଗଲା ଜଣେ ୨୭ ବର୍ଷୀୟ ଯୁବତୀଙ୍କ ପ୍ରାଣବାୟୁ । ଚେନ୍ନାଇର ସୋଲିଙ୍ଗାନାଲୁରର ଏକ ଆଇଟି ସଂସ୍ଥାରେ କାମ…

ତାମିଲନାଡୁରେ ଜାରି ରହିବ AIADMK-BJP ମେଣ୍ଟ । ଅମିତ ଶାହଙ୍କ ଉପସ୍ଥିତିରେ ଘୋଷଣା କଲେ ପନିରସେଲଭମ୍

ବିହାର ପରେ ଏବେ ବିଜେପିର ମିଶନ ତାମିଲନାଡୁ । ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବ AIADMK-BJP ମେଣ୍ଟ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିରସେଲଭମ୍ । ତାମିଲନାଡୁ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କରିବ…

[ଭିଡିଓ] ଜମି ବିବାଦକୁ ନେଇ ୮୦ ବର୍ଷୀୟଙ୍କ ଉନ୍ମକ୍ତ କାଣ୍ଡ !

ତାମିଲନାଡୁ: ବୟସ ୮୦, ହେଲେ ତାଙ୍କ କାରନାମା ସାଧାରଣ ଲୋକଙ୍କ ସମେତ ପୋଲିସକୁ ବି ତାଜୁବ କରିଛି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ୩ ଜଣଙ୍କୁୁ ଗୁଳିମାଡ କରୁଥିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତକାଲି ଏହି ଘଟଣା ସକାଳ ପ୍ରାୟ ୧୦ଟା…

ଫିଲ୍ମ ନିର୍ମାଣ ପାଇଁ ଛେଳି ଚୋରି !

ତାମିଲନାଡୁ: ଆଜିକାଲି ବାସ୍ତବ ଜୀବନର ଅନେକ ଘଟଣାକୁ ଫିଲ୍ମରେ ରୂପାନ୍ତରିତ କରାଯାଉଛି । ଠିକ୍ ଏହିପରି ଏକ ଘଟଣା ଘଟିଛି ତାମିଲନାଡୁରେ । ଯେଉଁଠି ଦୁଇ ଭାଇ ଚୋରି କରି ନିଜ ବାପାର ଫିଲ୍ମ ନିର୍ମାଣ କରିବା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ । ଏପରିକି ସେହି ଫିଲ୍ମରେ ଦୁହେଁ ଅଭିନେତା…

ନିଜ ଜନ୍ମଦିନରେ ବିକ୍ରମ୍ ପାଲଟିଲେ କମଲ ହାସନ୍

ତାମିଲନାଡୁ: ବେଶ ନିଆରା ଅନ୍ଦାଜରେ ନିଜ ୬୬ତମ ଜନ୍ମଦିନ ପାଳିଛନ୍ତି ଲିଜେଣ୍ଡାରୀ ଆକ୍ଟର କମଲ ହାସନ୍ । ଆଜିର ଦିନରେ ସେ ନିଜର ୨୩୨ତମ ଫିଲ୍ମର ଟିଜର୍ ରିଲିଜ୍ କରିଛନ୍ତି । ଫିଲ୍ମର ଟାଇଟଲ ବିକ୍ରମ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଲୋକେଶ କନଗରାଜ । ସରକାରୀ କରୋନା ନିୟମ ଅନୁଯାୟୀ…

ସର୍ବାଧିକ କାର୍ଟୁନ୍ ଚରିତ୍ର ଚିହ୍ନି ବିଶ୍ୱ ରେକର୍ଡ କଲେ ୫ ବର୍ଷୀୟ !

ଭୁବନେଶ୍ୱର: କାର୍ଟୁନ୍ କଥା ପଡିଲେ ମନେପଡିଯାଏ ଆମ ପିଲାଦିନ କଥା । ହେଲେ କିଛି ବଛାବଛା କାର୍ଟୁନ୍ ଚରିତ୍ର ଛଡା ଅଧିକାଂଶ ଚରିତ୍ରଙ୍କୁ ଆମ ମାନସପଟରେ ନଥାଏ । ହେଲେ ମାତ୍ର ଗୋଟିଏ ମିନିଟ୍‌ରେ ସର୍ବାଧିକ କାର୍ଟୁନ୍ କ୍ୟାରେକ୍ଟର ଚିହ୍ନି ଜଣେ ୫ ବର୍ଷୀୟ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ…

ବିରାଟ୍ କୋହଲି ଓ ଗାଙ୍ଗୁଲିଙ୍କୁ କୋର୍ଟର ନୋଟିସ୍ !

ତାମିଲନାଡୁ: ଆଇପିଏଲ ମ୍ୟାଚ୍ ଦେଖୁଥିବାବେଳେ ଏକାଧିକ ବିଜ୍ଞାପନ ଟିଭି ପରଦାରେ ଆସିବା କିଛି ନୂଆ କଥା ନୁହେଁ । ବିଜ୍ଞାପନରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ସିନେ ତାରକା ମଧ୍ୟ ନଜର ଆସିଥାନ୍ତି । ଏହି ତାଲିକାରେ ନିକଟରେ ଗାଙ୍ଗୁଲି ଓ ବିରାଟ କୋହଲିଙ୍କୁ ଏକ ଅନ୍‌ଲାଇନ୍ ସ୍ପୋର୍ଟସ୍…