Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ !

ଭୁବନେଶ୍ୱର: ଭୋଟରଙ୍କୁ ଖୋଲା ଧମକ ଦେଉଛନ୍ତି କି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମହିଳା ପ୍ରାର୍ଥୀ କୌସନି ମୁଖାର୍ଜୀ ? କେତେ ସତ ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ? ଏକ ଭିଡିଓକୁ ନେଇ ଘଟଣା ଘନେଇଥିଲାବେଳେ ଯାଂଚ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ଶେଷରେ ସାମ୍ନାକୁ ଆସିଥିଲା…

ନନ୍ଦିଗ୍ରାମରେ ୧୪୪ ଧାରା ଜାରୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଦ୍ୱିତୀୟ ପର୍ଯାୟ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ରାଜ୍ୟର ଗୁଣ୍ଡା ଆସି ଧମକାଉଥିବା ଅଭିଯୋଗ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ମତଦାନ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପ୍ରଚାର ମୈଦାନରେ କାହିଁକି ଦୌଡିଲେ ସାୟୋନୀ ଘୋଷ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ସାୟୋନୀ ଘୋଷଙ୍କ ଭାଇରାଲ୍ ଭିଡିଓ ଘୁରିବୁଲୁଛି । ଭିଡିଓ ଦେଖିଲେ ଘଟଣା ସତ ଲାଗୁଛି । ହେଲେ କ୍ୟାପ୍ସନ୍ ସହ ଘଟଣାର ସତ୍ୟତାକୁ ନେଇ ମନ ବୁଝୁନି । କାହିଁକି ନା ତୃଣମୂଳ କଂଗ୍ରେସର ଗଡ ବୋଲାଉଥିବା ରାଜ୍ୟରେ କେତେଦୂର ସମ୍ଭବ ସାୟୋନୀଙ୍କୁ ଅଶାଳୀନ ବ୍ୟବହାର ?

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡିଲା ଇଭିଏମ୍ ଜବତ ମାମଲା

ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନ ତାତିକୁ ଆହୁରି ଉତ୍ତପ୍ତ କରିଛି ଇଭିଏମ୍ ଜବତ ମାମଲା । ଦାବି ହୋଇଛି ବିଜେପି ନେତାଙ୍କ ଘରେ ପୋଲିସ ଚଢାଉ କରିଥିଲା । ଚଢାଉରେ ଗୋଟିଏ କି ଦୁଇଟି ନୁହେଁ ୬୬ଟି ଇଭିଏମ୍ ଜବତ ହୋଇଥିଲା । ସୋସିଆଲ ମିଡିଆରେ ଏ ନେଇ ହଟଚମଟ ସୃଷ୍ଟି ହୋଇଥିଲାବେଳେ ଘଟଣା କିନ୍ତୁ…

କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ବିରାଟ ରାଲି, ସାମିଲ ହେବେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଛି ନିର୍ବାଚନ ଉଷ୍ଣତା । ଟିଏମସି-ବିଜେପିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଆଜି ବିଜେପିର ପ୍ରଚାର ଅଭିଯାନରେ ଶକ୍ତି ଯୋଗାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ବିରାଟ ରାଲି କରିବେ । ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା…

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ରାଜ୍ୟର ଅଧିକାରୀ ଏନେଇ ଆଲୋଚନା ଜାରି ରଖିଛନ୍ତି । ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଳା କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ ବାଲେଶ୍ୱର ଏଡିଏମ, ଉପ-ଜିଲ୍ଲାପାଳ, ସହକାରୀ ଉପ-ଜିଲ୍ଲାପାଳ,…

ପଶ୍ଚିମବଙ୍ଗରେ ୧ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍, ଦିଦିଙ୍କ ବଡ଼ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା । ସରକାର ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏକ ଟଙ୍କାରେ ହ୍ରାସ କରିଦେଇଛନ୍ତି । ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଇନ୍ଧନର ମୂଲ୍ୟକୁ ନେଇ ରବିବାର ସୂଚନା ଦେଇଛନ୍ତି । କୋଲକାତାରେ ରବିବାର ପେଟ୍ରୋଲ ମୂଲ୍ୟ ୯୧.୭୮ ଟଙ୍କା…

ଅମିତ ଶାହାଙ୍କ ବିରୋଧରେ ମାନହାନୀ କେସ୍‌ କଲେ ମମତାଙ୍କ ପୁତୁରା

କୋଲକାତା: ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମମତା​‌ ବାନାର୍ଜୀଙ୍କ ପୁତୁରା ମାନହାନୀ ମକଦ୍ଦମା କରିଛନ୍ତି । ଏହି ମାମଲାରେ ଶୁଣାଣି କରିବା ସହ ଏମପି-ଏମଏଲଏଙ୍କ ସ୍ବତନ୍ତ୍ର କୋର୍ଟ ଅମିତ ଶାହାଙ୍କୁ ୨୨ ଫେବୃଆରୀରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।…

ମମତାଙ୍କୁ ଦ୍ବିତୀୟ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

କୋଲକାତା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଜାରି ରହିଛି । ଜଣେ ପରେ ଜଣେ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହେଉଥିବା ବେଳେ ପୁଣି ଜଣେ ଟିଏମସି ବିଧାୟକ ଦଳ…

ପୁଣି ବିଗିଡିଲା ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା, ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଡାକ୍ତରଖାନାରେ ଭର୍ତ୍ତି 

କୋଲକାତା : ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ । ବିସିସିଆଇର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ସେ ଛାତିରେ ଯନ୍ତ୍ରଣା ଅନୁଭବ…