Latest Odisha News

BREAKING NEWS

Browsing Category

ଫିଚର

ନିଆରା ବିଦାୟ ସମ୍ବର୍ଦ୍ଧନା: ବାଜା ବଜାଇ, ବାଣ ଫୁଟାଇ ଘୋଡ଼ାରେ ଆସିଲେ କର୍ମଚାରୀ

ଇନ୍ଦୋର: ବାଜା ବଜାଇ, ନାଚି ନାଚି ଘୋଡ଼ା ଉପରେ ବସି ଆସିଲେ ବ୍ୟକ୍ତି । ତାଙ୍କ ସହିତ ଆଉ କିଛି ଲୋକ ନାଚରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଆସି ପହଞ୍ôଚଥିଲା ଇନ୍ଦୋରର ଦେବୀ ଅହିଲିଆ ବିଶ୍ୱବିଦ୍ୟାଳୟରେ । ବାଣ ଓ ନାଚ ଗୀତରେ ପରିବେଶ ପୂରା ବଦଳିଗଲା । ହେଲେ ବିଶ୍ୱବିଦ୍ୟାଳୟ ଭିତରେ ଏ କି…

ଅଘୋଷିତ ବିଦ୍ୟୁତ କାଟ: କଂଗ୍ରେସ ପରେ ବିଜେପି ଲଣ୍ଠନ ଜାଳି କଲା ପ୍ରତିବାଦ

ଭୁବନେଶ୍ୱର: ବାରମ୍ବାର ଅଘୋଷିତ ବିଜୁଳା କାଟ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ପାରା ତେଜିଛି। ସୋମବାର ଛାତ୍ର କଂଗ୍ରେସ ପରେ ବିଜେପି ମଧ୍ୟ ବିଜୁଳ କାଟକୁ ବିରୋଧ କରି ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସର ଛାତ୍ର ସଙ୍ଗଠନର ସଦସ୍ୟ ଆଜି ସକାଳେ ଶକ୍ତିମନ୍ତ୍ରୀ ପ୍ରତାପ…

ଟ୍ରେନ୍ ଦୁର୍ଘଟଣା: ମୃତାହତଙ୍କ ଶବ ଚିହ୍ନଟ ନହେବା ଯାଏଁ ଏମ୍ସରେ ସଂରକ୍ଷିତ ରହିବ

ଭୁବନେଶ୍ୱର: ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ସ୍ପଷ୍ଟ କରିଛନ୍ତି ଯେ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ନମିଳିବା ଯାଏ ସେମାନଙ୍କ ଶବ ସତ୍କାର କରାଯିବ ନାହିଁ। ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ଘଟିଥିବା ଦୁର୍ଘଟଣାକୁ ଦଶ ଦିନ ବିତିଛି।…

୧୫୦ ବର୍ଷ ପୁରୁଣା ଖଟ: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ରାଜସ୍ଥାନ: ରାଜସ୍ଥାନସ୍ଥିତ ବିକାନେର୍ ଅଞ୍ଚଳ ତାହାର କଳା ସଂସ୍କୃତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଖଟ ସଂସ୍କୃତି ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିଛି । କିଛି କିଛି ସ୍ଥାନରେ ଚାରି ଗୋଡ଼ ଖଟ ତ ଆଉ କେଉଁଠି ସାତ ଗୋଡ ବିଶିଷ୍ଟ ଖଟ ଦେଖିବାକୁ ମିଳିଥାଏ । ବିକାନେରରେ ଏପରି ଏକ ଖଟ…

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରେ ବିରୋଧୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବିରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ସମ୍ମୁଖରେ ୧୨ଟି ବିରୋଧୀ ଦଳ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ରେଳବାଇ ଅଧିକାରୀଙ୍କ ଅବହେଳା…

ଆୟୁବ ଖାଁ ମଲଟି ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ ମଲଟି ସ୍ପେଶାଲଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର…

ପାରଳାଖେମୁଣ୍ଡି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡ଼ା ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରାଇତାଙ୍କ ଘରକୁ ସୋମବାର କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଗସ୍ତ କରିଛନ୍ତି।…

ଏନଜିଟିର ନିର୍ଦ୍ଦେଶ: ପରବର୍ତ୍ତୀ ଶୁଣାଣି ଯାଏ ଶିଖରଚଣ୍ଡୀ ପାହାଡରେ ହୋଇପାରିବନି କୌଣସି ନିର୍ମାଣ କାମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ କାମ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ହସ୍ତକ୍ଷେପ କରିଛନ୍ତି। ଏନଜିଟିର ଚାରି ଜଣିଆ ଖଣ୍ଡପୀଠ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ୧୨ ଜୁଲାଇରୁ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ୨୦ ଜୁଲାଇରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଜୁଲାଇର ପ୍ରଥମ ସପ୍ତାହରେ ଟିମ ୱେଷ୍ଟଇଣ୍ଡିଜ ଯିବ । ୱିଣ୍ଡସର ପାର୍କରେ ପ୍ରଥମ…

ଆକାଶରୁ ଅଗ୍ନିବର୍ଷା ବେଳେ ସୁନ୍ଦରଗଡ ସହରରେ ଜଳ ଯୋଗାଣ ବ୍ୟବସ୍ଥା ଠପ୍

ସୁନ୍ଦରଗଡ଼: ସାରା ରାଜ୍ୟ ଯେତେବେଳେ ଚତଲା କଢେଇରେ ଭାଜି ହେଉଛି ସେହି ସମୟରେ ସୁନ୍ଦରଗଡ ସହରରେ ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ପ୍ରଚଣ୍ଡ ଖରାରେ ଲୋକେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି। ଗତ କିଛି ଦିନ ହେବ ସମଗ୍ର ପଶ୍ଚିମ ଓଡ଼ିଶାରେ…