Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁରରେ ପାରଦ ଛୁଇଁଲା ୪୬.୧ ଡିଗ୍ରୀ, ରାଜଧାନୀରେ ସ୍ବାଭାବିକଠୁ ୮ ଡିଗ୍ରୀ ଅଧିକ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକଠାରୁ ୮ ଡିଗ୍ରୀରୁ ଅଧିକ ତାପମାତ୍ରା ବୃଦ୍ଧି ପାଇଛି। ସାରା ଓଡ଼ିଶାରେ ୩୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଛି। ଆଜି ସକାଳେ ରାଜଧାନୀରେ ତାପମାତ୍ରା ସ୍ବାଭାବିକଠାରୁ ୬…

ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ପ୍ରାରମ୍ଭରେ ଓଡ଼ିଶା ସରକାରଙ୍କ ଅର୍ଥରେ ପରିଚାଳିତ କଲ୍ୟାଣ ବୋର୍ଡ…

ଟୁ ହ୍ୱିଲର ଟ୍ୟାକ୍ସି ଏବେ ଦିଲ୍ଲୀରେ ଗଡିବନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟୁ ହ୍ୱିଲର ଟ୍ୟାକ୍ସି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତିକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ଦିଲ୍ଲୀରେ ବାଇକ ଟ୍ୟାକ୍ସି ଗଡିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ଦିଲ୍ଲୀରେ ବାଇକ ଟ୍ୟାକ୍ସି ଯୋଗାଉଥିଲେ ।…

ମହାରାଷ୍ଟ୍ରରେ ସ୍ଥିତି ଟଳମଳ, ସେପଟେ ଦେଶର ସଂଗଠନ ସଜାଡୁଛନ୍ତି ସିନ୍ଦେ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ, ଦଳୀୟ ଚିହ୍ନ ଓ ମୂଳ ଶିବସେନାକୁ ନିଜ ଆଡକୁ ଆଣିବାକୁ ସମର୍ଥ ହୋଇଥିବା ଏକନାଥ ସିନ୍ଦେ ଏବେ ଦେଶବ୍ୟାପୀ ଦଳକୁ ସୁଦୃଢ଼ କରିବାକୁ ଲାଗି ପଡିଛନ୍ତି। ଦେଶର ୧୫ ଟି ରାଜ୍ୟର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କ ସହ କାଶ୍ମୀରର ଶ୍ରୀନଗରରେ ବୈଠକ କରିଛନ୍ତି ସିନ୍ଦେ।…

୨୦୨୪ ରେ ବିଜେପିକୁ ଜିତାଇବ କି ରାମମନ୍ଦିର?

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନଗୁଡିକ ପାଇଁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ଆଗଉଥିବା ବେଳେ ବିଜେପି ପାଇଁ ଏହା ଚିନ୍ତାର କାରଣ ସାଜିଥିବା କୁହାଯାଉଛି। ଦରଦାମ ବୃଦ୍ଧି ଉପରେ ରୋକ ଲାଗୁ ନ ଥିବାବେଳେ କଂଗ୍ରେସ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍କିମ ଦ୍ୱାରା ଲୋକଙ୍କୁ…

ଜୁଲାଇ ୪ରେ ହେବ କୁସ୍ତି ମହାସଂଘର ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଜୁଲାଇ ୪ରେ ହେବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ କହିଛି । ଏଥିନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ସ୍ୱଚ୍ଛତାର ସହ କରିବା ପାଇଁ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୂଖ୍ୟ ବିଚାରପତି ମହେଶ ମିତଲଙ୍କୁ ରିଟର୍ଣ୍ଣିଂ…

କୋୱିନ ପୋର୍ଟାଲ ସମ୍ପୂର୍ଣ୍ଣ ସୁରକ୍ଷିତ, କୋଭିଡ ଜନିତ କୌଣସି ତଥ୍ୟ ଲିକ ହୋଇନି-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଲିକ ହେଉଛି କୋଭିଡ ଟିକା ଜନିତ ତଥ୍ୟ । ଟେଲିଗ୍ରାମ୍‌ ବୋଟ୍‌ ଦ୍ୱାରା ଡାଟା ଏପଟସେପଟ ହୋଇଥିବା କୁହାଯାଇଛି । ଏମିତି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । କୋଭିଡ ଜନିତ କୌଣସି  ତଥ୍ୟ ଲିକ୍‌ କରାଯାଇ ନାହିଁ ଏବଂ ଏପରି ଅଭିଯୋଗକୁ  ସରକାରଙ୍କ ପକ୍ଷରୁ ଖଣ୍ଡନ…

୪ର୍ଥ ଥର ପାଇଁ ବାପା ହେଲେ ପ୍ରଭୂ ଦେବା

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ପ୍ରଭୂ ଦେବା ୪ର୍ଥ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୨୦ରେ ହିମାନୀଙ୍କ ସହ ପ୍ରଭୂଦେବା ଦ୍ୱିତୀୟ ବିବାହ କରିଥିଲେ । ଏବେ ସେମାନଙ୍କ କନ୍ୟା ସନ୍ତାନ ହୋଇଛି । ପ୍ରଥମ ପତ୍ନୀଙ୍କ ଆଡୁ ତାଙ୍କର ୩ଟି ସନ୍ତାନ ଅଛନ୍ତି । ୧୯୯୫ରେ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ କୋଟିର ସ୍ୱାସ୍ଥ୍ୟବୀମା

ପୁରୀ:  ଆଉ ମାତ୍ର ୭ ଦିନ ପରେ ରଥଯାତ୍ରା  ।  ରଥଯାତ୍ରା ସୁପରିଚାଳନା ପାଇଁ ଆଜି ନୀଳାଦ୍ରୀ ଭକ୍ତନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ…

ଶାସନ ସଚିବଙ୍କ ନିର୍ଦ୍ଦେଶ: ଫୋନ ଏବଂ ସୋସିଆଲ ମିଡିଆରେ ଆସୁଥିବା ସମସ୍ୟା ପ୍ରତି ଧ୍ୟାନ ଦିଅ, ବିଦ୍ୟତକାଟ ସମସ୍ୟାର…

ଭୁବନେଶ୍ୱର: ବିଜୁଳିକାଟ ସମସ୍ୟାର ତୁରନ୍ତ ସମାଧାନ କର । ଖରା ଏବଂ ଗୁଳୁଗୁଳି ଅସହ୍ୟ ହେଉଥିବାବେଳେ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ଆବଶ୍ୟକ । ତେଣୁ ଫୋନ ଏବଂ ସୋସିଆଲ ମିଡିଆରେ ଆସୁ୍‌ଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ସୋମବାର କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ…