Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ: ଏକାଧିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ରେ ଦ୍ୱିତିୟୀ ପାଳି ଖେଳି ଏକାଧିକ ରେକର୍ଡ କରି ବିରାଟ କୋହଲି। ପ୍ରଥମ ପାଳିରେ ଶୀଘ୍ର ଆଉଟ୍ ହୋଇଯାଇଥିଲେ ବି ଦ୍ୱିତୀୟ ପାଳିରେ ଭଲ ବ୍ୟାଟିଂ କରୁଛନ୍ତି। ୪୪୪…

ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ: ଆସନ୍ତା ୪ ଦିନ ଅସମ୍ଭାଳ ହେବ ତାତି

ଭୁବନେଶ୍ୱର: ଓଡ଼ିଶାରେ ରଜ ପରେ ମୌସୁମୀ ଛୁଇଁବ। ହେଲେ ସେପର୍ଯ୍ୟନ୍ତ ରାଜ୍ୟରେ ଏମିତି ଅସହ୍ୟ ଖରା ଓ ଗୁଳୁଗୁଳି ଜାରି ରହିବ। ଜୁନ ୧୫ ତାରିଖ ପରେ ଓଡ଼ିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ରାଜ୍ୟରେ…

ପଡ଼ୋଶୀଙ୍କ ବିବାହରେ ନାଚିଲେ ବୋଲି ସ୍ତ୍ରୀକୁ ଶାବଳରେ ପିଟି ମାରି ଦେଲା ସ୍ୱାମୀ

ବାଲେଶ୍ୱର: ସ୍ତ୍ରୀ ଖୁସିରେ ନାଚିବାରୁ ଜୀବନ ନେଇଗଲା ସ୍ୱାମୀ। ପୋଡ଼ୋଶୀ ବିବାହ ଉତ୍ସବରେ ନାଚିବାରୁ ସ୍ତ୍ରୀକୁ ଶାବଳରେ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ। ମିଳିଥିବା ସୂଚନା ଅନୁସାରେ, ପାଇକପଡ଼ା…

ପତଞ୍ଜଳି ଲେହେଙ୍ଗା: ଗଛ ଡ଼ାଳରେ ପ୍ରସ୍ତୁତ ଲେହେଙ୍ଗା ପିନ୍ଧି ଯୁବକ କଲେ ଡ଼୍ୟାନ୍ସ

ପୂର୍ବରୁ ସାଧାରଣତଃ ଲୋକମାନେ ପ୍ରତିଭା ଆଧାରରେ ପ୍ରସିଦ୍ଧ ହେଉଥିଲେ । କିନ୍ତୁ ଏବେ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ, ଯେଉଁଠି ସାଧାରଣ ଲୋକଟିଏ ବି ରାତାରାତି ପ୍ରସିଦ୍ଧ ହୋଇପାରୁଛନ୍ତି । ଅନେକ ଲୋକ ସେମାନଙ୍କର ଅଜବ ଆଚରଣ ଯୋଗୁଁ ଭାଇରାଲ ହେଉଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି…

ସତରେ ଗିଲ ଆଉଟ ଥିଲେ !

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସଂଘର୍ଷ ଜାରି ରଖିଛି । ତେବେ ଏହି ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତି ନେଇ ଭାରତୀୟ କ୍ରିକେଟପ୍ରେମୀ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ଲାଗୁଛି ସତେ ଯେପରି ଭାରତକୁ ହରାଇବା ପାଇଁ ଏ ଭଳି ଯୋଜନା ଚାଲିଛି । ଏହା…

ପାଟି ବଦଳରେ ନାକରେ ବଂଶୀ ବଜାନ୍ତି ବସନ୍ତ କୁମାର

ରାଜସ୍ଥାନ: ଦୁନିଆରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ ଚମତ୍କାର କଳା ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଅନେକ କଳାକାର ସେମାନଙ୍କ ପାଟିରେ ବଂଶୀ ବଜାଉଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି, କିଏ ନାକରେ ବଂଶୀ ବଜାଇବା ? କିନ୍ତୁ ଏମିତି ଜଣେ ବ୍ୟକ୍ତି…

ଯୁବକଙ୍କ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ: ବିନା ସହାୟତାରେ ସିଡ଼ି ଛିଡା କରି ଚଢିଲେ

ଆଜିକାଲି ସୋସିଆଲ ମିଡିଆରେ ଆମେ ଅଜବ ଭିଡ଼ିଓ ଦେଖିବାକୁ ପାଇଥାଉ,ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ନିକଟରେ ଏମିିତି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିନା ସହାୟତାରେ ସିଡ଼ିକୁ ଠିଆ କରି ଚମତ୍କାର ଭାବେ ଚଢୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଏହି…

କମଳା ରଙ୍ଗର କୁମ୍ଭୀର ଠାପ: ଦେଖିବାକୁ ବହୁତ ସୁନ୍ଦର, ବୈଜ୍ଞାନିକଙ୍କୁ କଲା ଆଶ୍ଚର୍ଯ୍ୟ

ନେପାଳ: ସାଧାରଣତଃ ଲୋକେ କୁମ୍ଭୀରକୁ ଦେଖିଲେ ଭୟ କରନ୍ତି । ଏମାନଙ୍କର ରୂପ ଏତେ ଭୟଙ୍କର ଯେ, ପାଖରେ କିମ୍ବା ଫଟୋରେ ଲୋକେ ଦେଖିଲେ ବି ଭୟ କରନ୍ତି । ଏମାନେ ସାଧାରଣତଃ ମାଟିଆ ରଙ୍ଗର ହୋଇଥାନ୍ତି । କିନ୍ତୁ ଏବେ ନେପାଳରେ କମଳା ରଙ୍ଗର କୁମ୍ଭୀର ଠାବ କରାଯାଇଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର…

ତୃତୀୟ ଥର ପାଇଁ ଫ୍ରେଂଚ ଓପନ ଟାଇଟଲ ହାସଲ କଲେ ଇଗା ସ୍ୱିଟେକ

ପ୍ୟାରିସ: ପୋଲାଣ୍ଡର ଇଗା ସ୍ୱିଟେକା କ୍ୟାରିୟରରେ ତୃତୀୟ ଥର ପାଇଁ ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଶନିବାର ଅନୁଷ୍ଠିତ ଫାଇନାଲରେ ଇଗା ଚେକ ରିପବ୍ଲିକର ୪୩ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ମୁଚୋଭାଙ୍କୁ ୬-୨, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ । ୨୨ ବର୍ଷୀୟା…