Latest Odisha News

BREAKING NEWS

Browsing Category

ଫିଚର

ଅଦ୍ଭୁତ ଶିଶୁ କନ୍ୟା: ଯାହାର ରହିଛି ୪ ହାତ, ୪ ଗୋଡ ଏବଂ ୪ କାନ

ବିହାର: ବିହାରର ସରାନ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା ଏକ ଅଦ୍ଭୁତ ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଶିଶୁ କନ୍ୟାର ୪ ହାତ,୪ ଗୋଡ଼, ୪ କାନ ଥିବା ବେଳେ ଅଦ୍ଭୁତ ମୁଣ୍ଡ ରହିଛି । ଏହି ଅଦ୍ଭୁତ ଶିଶୁକୁ ଦେଖି ପରିବାର ଲୋକେ ଓ ଡ଼ାକ୍ତରମାନେ ତାଜୁବ ହୋଇଯାଇଥିଲେ । ଦୁଃଖର ବିଷୟ ଜନ୍ମର…

ଏନସିଏରେ ପ୍ରଶିକ୍ଷଣ ନେବେ ଅର୍ଜୁନଙ୍କ ସମେତ ୨୦ ଅଲରାଉଣ୍ଡର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାଜିତ ହେବା ପରେ ବିସିସିଆଇ ଯତ୍ନବାନ ହୋଇ ଉଠିଛି । ୩ଟି ଯାକ ଫର୍ମାଟ ପାଇଁ ଅଲଗା ଅଲଗା ଟିମ ପ୍ରସ୍ତୁତ ନେଇ ବିିସିସିଆଇ ରଣନୀତି ଆରମ୍ଭ କରିଛି । ଇତି ମଧ୍ୟରେ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ ସମେତ…

ରାହୁଲଙ୍କ ପିଛା ଛାଡୁନି କର୍ଣ୍ଣାଟକ

ଭୁବନେଶ୍ୱର: ପୁଣିଥରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା। ତାହା ପୁଣି ସେହି କର୍ଣ୍ଣାଟକରେ ଓ କର୍ଣ୍ଣାଟକ ପାଇଁ। ସଦ୍ୟ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୂର୍ବ ବିଜେପି ସରକାର ୪୦ ପ୍ରତିଶତ କମିଶନ ସରକାର ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହାକୁ ନେଇ ବ୍ୟାପକ ପ୍ରଚାର…

ଦିଲ୍ଲୀରେ ନୋ ପାୱାରକଟ, ୨୪ ଘଣ୍ଟା ମାଗଣା ବିଜୁଳି ଆଉ ଓଡ଼ିଶାରେ?

ଭୁବନେଶ୍ୱର: ଗୋଟିଏ ପଟେ ବିଜୁଳି ବଳକା ରାଜ୍ୟ କହୁଥିବା ଓଡିଶାରେ ବାରମ୍ବାର ବିଜୁଳି କାଟ ଓ ବିଜୁଳି ବିଭ୍ରାଟକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଦିଲ୍ଲୀର ଏକ ପ୍ରସଙ୍ଗ ରାଜ୍ୟର ବିଜୁଳି ପ୍ରସଙ୍ଗକୁ ନେଇ ହେଉଥିବା ରାଜନୀତିକୁ ଆହୁରି ତୀଵ୍ର କରିଛି। ଦିଲ୍ଲୀରେ…

ଦିଲ୍ଲୀରୁ ଚାଲୁଛି କର୍ଣ୍ଣାଟକ ସରକାର !

ଭୁବନେଶ୍ୱର: କର୍ଣ୍ଣାଟକ ସରକାର ମଧ୍ୟରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବର ହସ୍ତକ୍ଷେପକୁ ନେଇ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସରକାରୀ ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲାଙ୍କ ଅଧ୍ୟକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ଓ ଜେଡିଏସ।…

କଂଗ୍ରେସର ନୂଆ ନିର୍ବାଚନୀ ଫର୍ମୁଲା, ଦଳ ସାଜିଛି ଅନାଥର ନାଥ !

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ପ୍ରଚାରକୁ ଜୋରଦାର କରିଛି। ଯେଉଁଠି ଦଳର ସରକାର ଅଛି ସେସବୁ ସ୍ଥାନରେ କିଭଳି ଦଳ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରୁଛି ଓ ଆଗକୁ ଅନ୍ୟ ରାଜ୍ୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ତୁରନ୍ତ ପୂରଣ ହେବ ବୋଲି ପ୍ରଚାର ମାଧ୍ୟମରେ…

ଅଧିନାୟକ ଭାବେ କୋହଲି, ଧୋନୀଙ୍କଠାରୁ ଆଗରେ ଅଛନ୍ତି ରୋହିତ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହେବା ପରେ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ତାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଦାବୀ ହେଉଛି । ତେବେ ଆମେ ଯଦି ରେକର୍ଡ ଉପରେ ଆଖି ପକାଇବା ତେବେ ରୋହିତ…

ଚାକିିରି ଆଶାୟୀଙ୍କଠୁ ଠକେଇ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ୱର: ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଚାକିରି ଦେବାକୁ କହି ଦୁହେଁ ଠକେଇ କରିଥିବା ଠକେଇର ଶିକାର ବ୍ୟକ୍ତି ଜଣକ ଅଭିଯୋଗ କରିବା ପରେ ଏହି…

ଔଷଧ ଦୋକାନ ସଟର ଭାଙ୍ଗି ଲୁଟ ଘଟଣାରେ ତିନି ଗିରଫ

ବଲାଙ୍ଗୀର: ନିକଟରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ଏକ ମେଡିସିନ୍ ଷ୍ଟୋରରୁ ଲୁଟ୍ ଘଟଣାରେ ବଲାଙ୍ଗୀର ଜିଲ୍ଲା ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ତିନି ଦିନ ତଳେ ହୋଇଥିବା ଏହି ଲୁଟରେ ଷ୍ଟୋର ପରିସରରୁ ଚୋରି ହୋଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଲେଦାପଦର ଗାଁର ସୁବୋଧ…

ଟିମ ଇଣ୍ଡିଆର ୨୦୨୫ ଇଂଲଣ୍ଡ ଗସ୍ତ ପାଇଁ ଭେନ୍ୟୁ ଘୋଷିତ

ନୂଆଦିଲ୍ଲୀ: ୨୦୨୫ରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର କେଉଁ କେଉଁ ଭେନ୍ୟୁରେ ମ୍ୟାଚ ଖେଳାଯିବ ତାହା ସ୍ପଷ୍ଟ କରିଛି । ୨୦୨୫ରୁ ୨୦୩୧ ପର୍ଯ୍ୟନ୍ତ ଇସିବି ଉଭୟ ପୁରୁଷ ଓ ମହିଳା ଟିମର କାର୍ଯ୍ୟସୂଚୀ ଘୋଷିତ କରିଛି ।…