Latest Odisha News

BREAKING NEWS

Browsing Category

ଫିଚର

ଏଚ୍ଆରଏସପି ଲଗାଇ ନଥିଲେ ଜୁନ୍ ୨୩ରୁ ଜରିମାନା

ଭୁବନେଶ୍ୱର: ଗାଡ଼ି ଚାଳକ ସାବଧାନ । ଆପଣଙ୍କ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇଛନ୍ତି ତ ? ନଚେତ୍ ଜରିମାନା ଦେବେ । ଜୁନ୍ ୨୩ରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଚ୍ଆରଏସପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ଲଗାଇ ନଥିଲେ ଜରିମାନା ଆଦାୟ କରିବେ । ଆସନ୍ତା ୨୩ରୁ ଆରମ୍ଭ ହେବ…

ଭୁବନେଶ୍ୱର, କଟକରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ଅନୁଭୂତ ହୋଇଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ…

ପିତା ଆର ମାଧବନଙ୍କଠାରୁ ଅଧିକ ପ୍ରଶଂସା ସାଉଁଟୁଛନ୍ତି ପୁଅ ବେଦାନ୍ତ

ନୂଆଦିଲ୍ଲୀ: କୌଣସି ଚଳଚ୍ଚିତ୍ରରେ ଡେବ୍ୟୁ ନକରି ବଲିଉଡ ଷ୍ଟାରକିଡମାନେ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଆମ ନିକଟରେ ଏମିତି ଜଣେ ଷ୍ଚାରକିଡ ଅଛନ୍ତି ଯିଏ ୧୭ ବର୍ଷ ବୟସରେ ସାରା ଦେଶ ତଥା ବିଦେଶରେ ନିଜର କଳା ଦ୍ୱାରା ସୁନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ବଲିଉଡ ଅଭିନେତା ଆର…

‘ଦ କେରଳ ଷ୍ଟୋରି’ ପରେ ହଙ୍ଗାମା ସୃଷ୍ଟି କରିବ ଏହି ତିନି ଫିଲ୍ମ; ଖୁବ ଶୀଘ୍ର ମୁକ୍ତିଲାଭ

ମୁମ୍ବାଇ: ଆଜିକାଲି ବକ୍ସ ଅଫିସରେ ବୋବାଲ କରୁଛି କମ ବଜେଟ ଫିଲ୍ମ  ।  ୧୫ରୁ ୨୦ କୋଟି ବଜେଟରେ ନିର୍ମିତି ଫିଲ୍ମ ‘ଦ କେରଳ ଷ୍ଟୋରି’ ବର୍ତ୍ତମାନ ସୁଦ୍ଧା ୨୮୭.୭୯ କୋଟି ଆୟ କରିସାରିଲାଣି । କେରଳ ଷ୍ଟୋରି ପରେ ଆସୁଛି ଆହୁରି ତିନୋଟି ଫିଲ୍ମ । ଅଳ୍ପ ବଜେଟର ଏହି ଫିଲ୍ମ କେରଳା ଷ୍ଟୋରିର…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ; ପାସ ହାର ୭୮.୮୮%

ଭୁବନେଶ୍ୱର: ପ୍ରକାଶ ପାଇଲା  +୨ କଳା ପରୀକ୍ଷା ଫଳ ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି ।  ଛାତ୍ରଛାତ୍ରୀମାନେ -www.orissaresults.nic.inରେ   ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର  ପାସ ହାର ୭୮.୮୮ ପ୍ରତିଶତ…

୧୬ ଦିନରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ୫୦% ୨ ହଜାର ନୋଟ୍

ମୁମ୍ବାଇ: ୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇ ଘୋଷଣାର ୧୬ ଦିନ ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧.୮୦ ଲକ୍ଷ କୋଟି ମୂଲ୍ୟର ୨ ହଜାରର ନୋଟ୍ ଫେରିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ଥିବା ମୋଟ୍ ୨ ହଜାର ନୋଟର ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା କହିଛନ୍ତି…

ଅଣସର ସମୟରେ ସମସ୍ତ ନୈବେଦ୍ୟ ସମର୍ପଣ କରନ୍ତି ପତିମହାପାତ୍ର

ପୁରୀ: ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବା ପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ…

ଭାରତ ଠାରୁ ଦୂରରେ ଯିବ ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ଛୁଇଁବନି ଉପକୂଳ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବେ ବାତ୍ୟା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ ଗୋଆ ଠାରୁ…

କମିପାରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ, ଡିଜେଲ ଦର ।  ତୈଳ ବିତରକ କମ୍ପାନୀ ବିପିସିଏଲ, ଏଚପିସିଏଲ ଏବଂ ଇଣ୍ଡିଆନ ଅଏଲ ପରି କମ୍ପାନୀ ତୈଳ ଦର ହ୍ରାସ କରିପାରନ୍ତି । ଏ ନେଇ ନିଉଜ ଏଜେନ୍ସ ଏଏନଆଇ ପକ୍ଷରୁ ସୂଚନା ମିଳିଛି । ସରକାରୀ ସୂଚନାକୁ ଆଧାର କରି ଏଏନଆଇ ପକ୍ଷରୁ କୁହାଯାଇଛି, ଏହି କମ୍ପାନୀ…

ଆମୀରଙ୍କ ଘରେ କପିଲ ଶର୍ମା ଗୀତ ଗାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କପିଲ ଶର୍ମା ତାଙ୍କ ଟିଭି ଶୋ ଦ୍ୱାରା ନିଜର ପ୍ରଶଂସକଙ୍କ ଲଗାତାର ମନ ଜିତି ଆସୁଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆମୀର ଖାନ ଅଛନ୍ତି। ଏହି ଭିଡିଓଟି କୌଣସି ଟିଭି ଶୋ'ର ନୁହେଁ ବରଂ ଆମୀର ଖାନଙ୍କ ଘରର ଭିଡିଓ। ଏଥିରେ 'କ୍ୟାରି…