Latest Odisha News

BREAKING NEWS

Browsing Category

ଫିଚର

ପୋଲର ପିଲରରେ ଫସିଛି ୧୧ ବର୍ଷର ଛୁଆ, ୨୦ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ପାଟଣା: ୧୧ ବର୍ଷର ରଞ୍ଜନ । ପିଲାଟି ଦିନରୁ ରହିଛି ମାନସିକ ବିକୃତି । ରଞ୍ଜନ କଣ କରେ, କଣ କୁହେ ସେ ନିଜେ ବି ଜାଣି ପାରେନି । ବୁଧବାର ସକାଳୁ ରଞ୍ଜନ କେଉଁ ଆଡ଼େ ଗାଏବ ହୋଇ ଯାଇଥିବା ବେଳେ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ହଠାତ୍ ବ୍ରିଜ୍ ନିକଟରେ ଜଣେ ମହିଳା…

ନର୍ସିଂ ଗ୍ରାଜୁଏଟଙ୍କୁ ଜୁନିଅର ଡାକ୍ତର ମାନ୍ୟତା ଖବର ଉପରେ ସ୍ପଷ୍ଟୀକରଣ ରଖିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଏସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ନର୍ସିଂ ଅଫିସର ଏବଂ ଜୁନିଅର ଡାକ୍ତର କୁହାଯିବା ନେଇ ଏକ ପ୍ରଚାରିତ ଖବରକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ମନ୍ତ୍ରାଳୟର ଟୁଇଟର ହାଣ୍ଡେଲରେ ଏ ନେଇ ସୂଚନା ଦିଆ ଯାଇଛି । ବିଏସସି ନର୍ସମାନଙ୍କୁ ନର୍ସିଂ ଅଫିସର…

ଭଙ୍ଗା ଯାଇପାରେ ବାହାନଗା ସ୍କୁଲରେ ମୃତଦେହ ରଖା ଯାଇଥିବା କୋଠରୀ, ଡରୁଛନ୍ତି ପିଲା !

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ବାହାନଗା ବଜାର ହାଇସ୍କୁଲର କୋଠରୀ ଭଙ୍ଗା ଯାଇପାରେ । ଆଜି ବାଲେଶ୍ୱର ଜିଲ୍ଲାପାଳ ହାଇସ୍କୁଲ୍ ପରିଦର୍ଶନ ପରେ ଏ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ମୃତଦେହ ରଖାଯାଇଥିବା…

ଏପିଜେ କଲାମ ଦ୍ୱୀପରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଡିଆରଡିଓ ପକ୍ଷରୁ ଡକ୍ଟର ଏପିଜେ ଅବ୍ଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ କରାଯାଇଛି । ବିମାନରୁ ରାତିରେ ହୋଇଥିବା ପରୀକ୍ଷଣରେ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ସମସ୍ତ ଟାର୍ଗେଟକୁ ଧ୍ୱଂସ କରି ଦେଇଛି । ତିନିଥର ସଫଳ ପରୀକ୍ଷଣ…

କେରଳ ଛୁଇଁଲା ମୌସୁମୀ; ଓଡ଼ିଶା ଆସିବାକୁ ବିଳମ୍ବ

 ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ସୂଚନା ଦେଇଛି ଆଇଏମଡି । ଆଜି  ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ମୌସୁମୀ ଦକ୍ଷିଣ-ପଶ୍ଚିମ ଅଭିମୁଖେ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି ।  ବୁଧବାର କେରଳରେ…

ଅନଲାଇନ ଗେମ ନାଁରେ ପିଲାଙ୍କୁ କରାଯାଉଛି ଧର୍ମାନ୍ତର-ଗାଜିଆବାଦ ପୋଲିସର ବଡ ସୂଚନା

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ନାବାଳକଙ୍କ ଧର୍ମାନ୍ତର ସମ୍ପର୍କିତ ନୂଆ ନୂଆ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏ ସଂକ୍ରାନ୍ତରେ ପୁଣି ଏକ ନୂଆ ମାମଲା ଶୁଣିବାକୁ ମିଳିଛି । ଗାଜିଆବାଦ ସିଟି ଡିସିପି ନିପୁଣ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ତାଙ୍କର ପାଖରେ ସୂଚନା ରହିଛି ଯେ,…

ଜଲି ଏଲଏଲବି ୩ରେ ସାମ୍ନା ସାମ୍ନି ହେବେ ଅକ୍ଷୟ କୁମାର, ଅର୍ଶାଦ ୱାର୍ସି

ମୁମ୍ବାଇ: ବଲିଉଡର ଏ ଭଳି କେତେକ ଫିଲ୍ମ ଅଛି ଯାହାର ସିକ୍ୱେଲକୁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏ ଭଳି ଏକ ଫିଲ୍ମ ହେଲା ଜଲି ଏଲଏଲବି । ଏହାର ତୃତୀୟ ସଂସ୍କରଣରେ ଅକ୍ଷୟ କୁମାର ଏବଂ ଅର୍ଶାଦ ୱାର୍ସି ଏକତ୍ର ଅଭିନୟ କରିବେ ଜଣାପଡିଛି । ସୂଚନାଯୋଗ୍ୟ ୨୦୧୩ରେ ରିଲିଜ ପ୍ରଥମ…

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ: ଦେଶରେ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ପ୍ରତିବର୍ଷ ଜୁନ ୮ ତାରିଖ ଦିନ ପାଳନ କରାଯାଏ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଏକ ମାତ୍ର ଉଦ୍ଦେଶ୍ୟ। ବ୍ରେନ ଟ୍ୟୁମର ଏକ ଗୁରୁତର ରୋଗ। ବିଭିନ୍ନ କାରଣରୁ ଏହି ରୋଗ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ୱିକେଟ ସନ୍ଧାନରେ ଭାରତ, ଅଷ୍ଟ୍ରେଲିଆ ୩୨୭/୩

ଲଣ୍ଡନ: ଓଭାଲରେ ଚାଲିଥିବା ଭାରତ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାମରେ ରହିଛି । ଟ୍ରେଭିସ ହେଡଙ୍କ ଶତକ ଏବଂ ଷ୍ଟିଭ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ବିନିମୟରେ ୩୨୭ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ…

ବାହାନଗା ଟ୍ରେନ ଦୁର୍ଘଟଣା: ଏମ୍ସରେ ଏବେ ବି ୮୨ ଶବ ରହିଛି କହିଲେ ବିଏମସି କମିଶନର କୁଲାଙ୍ଗେ

ଭୁବନେଶ୍ୱର: ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧୧ ଜଣ ମୃତକଙ୍କ ଶବ ପଠାଯାଇଛି, ଅନ୍ୟ ୮୨ରୁ ଅଧିକ ଶବ ବର୍ତ୍ତମାନ ଏମ୍ସ-ଭୁବନେଶ୍ୱରରେ ରହିଛି ଏବଂ ଦାବିଦାରଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଡିଏନଏ ଟେଷ୍ଟ ଅପେକ୍ଷାରେ ଅଛନ୍ତି। ସେଥି…