Latest Odisha News

BREAKING NEWS

Browsing Category

ଫିଚର

ବାହାନଗା ଟ୍ରେନ ଦୁର୍ଘଟଣା: ଜିଆରପି ଥାନାରେ ଏତଲା ରୁଜୁ, ସିବିଆଇ ତଦନ୍ତ ପାଇଁ ସୁପାରିଶ ହୋଇଛି

ବାହାନଗା: ବାଲେଶ୍ୱର ରେଳବାଇ ପୋଲିସ ଷ୍ଟେସନରେ ଗତ ସପ୍ତାହରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି ମାମଲା ଭାରତୀୟ ପିଙ୍ଗଳ କୋଡ୍ ଏବଂ ରେଳ ଆଇନର ବିଭିନ୍ନ ଧାରାରେ ଦାୟର କରାଯାଇଛି। ଯେଉଁଥିରେ ଅବହେଳା, ସୁରକ୍ଷାକୁ ବିପଦରେ ପକାଇବା ଏବଂ ମୃତ୍ୟୁ…

ବାହନଗା ଟ୍ରେନ ଦୁର୍ଘଟଣା ପଛରେ ‘ଅନ୍ତର୍ଘାତୀ’ ଉଦ୍ଦେଶ୍ୟ କଥା କାହିଁକି ଭାବୁଛି ରେଲଓ୍ବେ ବୋର୍ଡ?

ବାଲେଶ୍ୱର: ଶୁକ୍ରବାର ରାତିରେ ବାଲେଶ୍ୱର ବାହାନହାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି। ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଥିବାରୁ ଏହି ଘଟଣା ପଛରେ "ଅନ୍ତର୍ଘାତୀ" ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି।…

ଲମ୍ବା ଜିଭ ପାଇଁ କୁକୁର କଲା ବିଶ୍ୱ ରେକର୍ଡ଼

ନ୍ୟୁୟର୍କ: ଦୁନିଆର ଲମ୍ବା ଜିଭ ଥିବା ବ୍ୟକ୍ତିଙ୍କ ବିଷୟରେ ଶୁଣିଥିବେ । କାଲିଫର୍ଣ୍ଣିଆରେ ରହୁଥିବା ନିକ୍ ଷ୍ଟୋବରଙ୍କ ଜିଭ ହେଉଛି ଦୁନିଆର ଦୀର୍ଘତମ ଜିଭ । ତାଙ୍କ ଜିଭର ଲମ୍ବ ହେଉଛି ୧୦.୧ ସେମି ଅର୍ଥାତ୍ ୩.୯୭ ଇଞ୍ଚ । କିନ୍ତୁ ଏମିତି ଏକ କୁକୁର ଅଛି, ଯାହାର ଜିଭ ଲମ୍ବା ଯୋଗୁ ଗିନିଜ୍…

ଆରମ୍ଭରୁ ଚାଳ ବାଜିଲାଣି, ସ୍ଥଗିତ ରହିଲା ବିରୋଧୀଙ୍କ ପାଟନା ବୈଠକ !

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପାଟନାରେ ହେବାକୁ ଥିବା ବିରୋଧୀ ଦଳ ଗୁଡ଼ିକର ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରା ଦେଶର ବିଭିନ୍ନ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏପରିକି ଚଳିତ ମାସ ୧୨ ତାରିଖରେ ପାଟନାରେ…

ଆସନ୍ତାକାଲି କଟକ ଆସିବେ ମମତା ବାନାର୍ଜୀ, ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠାଇଲେ ପ୍ରଶ୍ନ

କୋଲକାତା: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତାକାଲି କଟକ ଗସ୍ତ କରିବେ ବୋଲି ଆଜି ସେ କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏହି ଗସ୍ତ ସମୟରେ ଏସସିବି ମେଡିକାଲରେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ୫୫ ରନ କଲେ କୋହଲି ରଚିବେ ଆଉ ଏକ କୀର୍ତିମାନ

ଦି ଓଭାଲ: ଜୁନ ୭ରୁ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆୟୋଜିତ ହେବ । ଫାଇନାଲରେ ଭାରତର ବିରାଟ କୋହଲି ୫୫ ରନ କଲେ ଆଉ ଏକ କୀର୍ତିମାନ ସ୍ଥାପନ କରିବେ । ଆଇପିଏଲରେ ଭଲ ଫର୍ମରେ ଥିବାରୁ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ଭଲ ଇନିଂସ ଆଶାରେ ରହିଛନ୍ତି…

ଶବ ଚିହ୍ନଟରେ ଦ୍ୱନ୍ଦ୍ବ ହେଲେ ଡିଏନଏ ଟେଷ୍ଟ ଉପରେ ଗୁରୁତ୍ୱ, ମର ଶରୀର ରଖିବାକୁ ଆସୁଛି କଣ୍ଟେନର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ପ୍ରିୟଜନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ବିବ୍ରତ ବ୍ୟକ୍ତିମାନେ ଖୋଜାଖୋଜି ଜାରି ରଖିଥିବା ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଏକ କଷ୍ଟସାଧ୍ୟ କାର୍ଯ୍ୟ…

କର୍ଣ୍ଣାଟକରେ ବିଜୁଳି ରାଜନୀତି, ଗୋଟିଏ ପଟେ ଦେଲେ ଆରପଟେ ନେଲେ!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବା ପାଇଁ ମାଗଣା ବିଜୁଳି ପ୍ରସଙ୍ଗ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। କିନ୍ତୁ ଏବେ କର୍ଣ୍ଣାଟକରେ…

ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର: ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଥିବାରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସନ୍ଧ୍ୟାରେ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ…

ବାହାନଗା ଦୁର୍ଘଟଣା: ଦୁଇଟି ଟ୍ରେନର ଲୋକପାଇଲଟ ସୁରକ୍ଷିତ, ପରିବାର ମଣୁଛନ୍ତି ଅସୁରକ୍ଷିତ

ଭୁବନେଶ୍ୱର: ଯେତେୂବେଳେ ଭାଗ୍ୟ ଓ ଭଗବାନ ସାଥ ଦେବେ ସେତେବେଳେ ଚମତ୍କାର ହଁ ହୁଏ। ସେ ଯେତେବଡ ଦୁର୍ଘଟଣା ହେଉ ନା କାହିଁକି ଏଠି ଜିତାପଟ ତାର ହୁଏ ଯାହା ଉପରେ ଭଗବାନଙ୍କ ଆଶୀର୍ବାଦ ଥାଏ। ଏଭଳି କିଛି ଘଟିଛି କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ଲୋକପାଇଲଟ ଓ ସହଯୋଗୀ ଲୋକପାଇଲଟଙ୍କ ସହ। ଏତେ…