Latest Odisha News

BREAKING NEWS

Browsing Category

ଫିଚର

ବାହାନଗା ଟ୍ରେନ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ, ‘ସର୍ଟକର୍ଟ’ଠୁ ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରେଳବାଇ ବୋର୍ଡ ମୁଖ୍ୟ ବରିଷ୍ଠ ରେଳ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରି ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରୋଟୋକଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ନିର୍ଦ୍ଦେଶରେ "ସର୍ଟକଟ" ନେବା ଠାରୁ ଦୂରେଇ ରହିବାର ଆବଶ୍ୟକତା ଉପରେ…

ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି; ଶବକୁ କାଟି ପ୍ରେସରକୁକରରେ ରାନ୍ଧିଲେ ପ୍ରେମିକ

ମୁମ୍ବାଇ:  ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି ।  ଶ୍ରଦ୍ଧାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବା ପରେ ଟିକି ଟିକି କାଟି ଫିଙ୍ଗିଥିଲେ । ହେଲେ ଏ ପ୍ରେମିକ ଆହୁରି ନିର୍ଦ୍ଦୟ । ଏ ନରରାକ୍ଷାସ ପ୍ରେମିକାଙ୍କୁ ତ ହତ୍ୟା କଲେ  । ହତ୍ୟା ପରେ  ଶବଠାରୁ ବି…

ବ୍ରାଉନସୁଗାର ମାଫିଆ ସୋମନାଥକୁ ୫ ରାଉଣ୍ଡ ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳକୁ ଗୁଳିମାଡ଼। ରାତିରେ ପିକ୍ଅପ୍ ଭ୍ୟାନରେ ଆସି ୫ ରାଉଣ୍ଡ ଗୁଳି ଫୁଟାଇଲେ ଅଜଣା ଦୁର୍ବୃତ୍ତ। ଘଟଣାସ୍ଥଳରୁ ତିନିଟି ଖୋକା ଜବତ କରିଛି ପୋଲିସ। ତେବେ ସୋମନାଥକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା…

ବାହାନଗା ଟ୍ରେନ ଦୁର୍ଘଟଣା, ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କା କ୍ଷତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୨୫ କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟ ଆସିଛି। ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା…

ମାଲଗାଡି ଟ୍ରେନ ତଳେ ଚାପି ହୋଇ ୬ ଶ୍ରମିକଙ୍କ ମୃତ୍ଯୁ ଘଟଣାରେ ଖୋର୍ଦ୍ଧା ଡିଆରଏମଙ୍କ ତଦନ୍ତ ଜାରି

ଯାଜପୁର: ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଏକ ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ୍ ଚକା ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ଜୀବନ ଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ଡିଭିଜନାଲ ରେଲଓ୍ୱେ ମ୍ୟାନେଜର (ଡିଆରଏମ)ଙ୍କ ନେତୃତ୍ୱରେ ରେଳବାଇର ଏକ ଟିମ୍ ବିନା ଇଞ୍ଜିନରେ ଟ୍ରେନ କିପରି ଗଡିଲା…

ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆଉ ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବ ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ୱୟ ବୈଠକ। ପ୍ରତିବର୍ଷ ଭଳି ଚଳିତବର୍ଷ ଏହି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି…

କଟକ ସହରରେ ସିରିଜ୍‌ ଦୁର୍ଘଟଣା, ବେପରୁଆ ଗାଡି ଚାଳକ ଅଟକ

କଟକ: ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ବାରବାଟୀ ଷ୍ଟାଡିୟମ, ଯୋବ୍ରା, ଓ ଚାଉଳିଆଗଞ୍ଜ ନିକଟରେ ଜଣେ ନିଶାସକ୍ତ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏକ କାର୍ ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ କଟକରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି। ବେପରୁଆ ଡ୍ରାଇଭର ଜଣଙ୍କୁ ପରେ ସ୍ଥାନୀୟ ଲୋକେ କାବୁ…

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି, ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଉପଚାର

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ।…

ସ୍କୁଲ ଛୁଟି ଖୋଲିବା ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ; ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ବାହାନଗା: ଗ୍ରୀଷ୍ମ ଛଟି ଶେଷ ହେବାକୁ ଯାଉଛି। ଖୋଲିବାକୁ ଯାଉଛି ସ୍କୁଲ। ହେଲେ ବାହାନଗା ବଜାର ହାଇସ୍କୁଲରେ ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀମାନେ ଆସିବାକୁ କେତେ ପ୍ରସ୍ତୁତ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏପରି ଆଲୋଚନାର କାରଣ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ…

ମାଲଗାଡି ଓ୍ବାଗନ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାଲଗାଡି ଓ୍ବାଗନ ତଳେ ଚାପି ହୋଇଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଇଷ୍ଟକୋଷ୍ଟ ରେଲଓ୍ବେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସୁନିଶ୍ଚିତ କରି କହିଛି ଯେ ପୀଡ଼ିତମାନେ ଠିକା ଶ୍ରମିକ ଥିଲେ ଯେଉଁମାନେ ଯାଜପୁର-କେନ୍ଦୁଝର ରୋଡ୍…