Latest Odisha News

BREAKING NEWS

Browsing Category

ଫିଚର

ଡବ୍ଲ୍ୟୁଏଫଆଇର ସମସ୍ତ ପଦାଧିକାରୀଙ୍କ ଉପରେ ଆଇଓଏ ଲଗାଇଲା ପ୍ରତିବନ୍ଧ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶନିବାର ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ସମସ୍ତ ପଦାଧିକାରୀଙ୍କ ଉପରେ ପ୍ରତିବନ୍ଧ ଲଗାଇଛି । ଏହା ବ୍ୟତୀତ ସମସ୍ତ ଡକ୍ୟୁମେଂଟ, ଆକାଂଉଟସ, ଟୁର୍ଣ୍ଣାମେଂଟର ଲଗଇନ ୱେବସାଇଟ ଏବଂ ଅନ୍ୟ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ହସ୍ତାନ୍ତର କରିବାକୁ…

ଝାରସୁଗୁଡ଼ା ବିଜୟ ପରେ ବର୍ଷିଲେ ନବୀନ, କହିଲେ ସିଙ୍ଗଲ୍ କି ଡବଲ୍ ଇଞ୍ଜିନ୍ ନୁହଁ…

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଜିତିବା ପରେ ବର୍ଷିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଆୟୋଜନ କରିଥିବା ବିଜୟ ଉତ୍ସବରେ ନବୀନ ଜୋରଦାର୍ ବର୍ଷିଛନ୍ତି । ନବୀନ କହିଛନ୍ତି, ପଦ୍ମପୁରରେ ବି ବିରୋଧୀ ଦଳ…

୬ ବର୍ଷ ପରେ ଫ୍ଲାଟରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ କଙ୍କାଳ : ଅଟୋ ଡେବିଟ୍ ମାଧ୍ୟମରେ ନିୟମିତ ଦେଉଥିଲେ ଘର ଭଡା

ବ୍ରିଟେନ: ଆଜିକାଲି ମଣିଷ ବହୁତ ବ୍ୟସ୍ତ ହୋଇପଡିଛି । ତାଙ୍କର ପ୍ରିୟ ଲୋକଙ୍କ ପାଇଁ ଟିକେ ବି ସମୟ ନାହିଁ । ଏପରି ପରିସ୍ଥିତିରେ, ଘର ମାଲିକମାନେ ସେମାନଙ୍କର ଭଡ଼ାଟିଆମାନଙ୍କୁ କିପରି ବା ଜାଣିବେ । ଯେପର୍ଯ୍ୟନ୍ତ ଆକାଉଣ୍ଟରେ ଭଡା ଆସୁଛି, ସେ ପର୍ଯ୍ୟନ୍ତ ମାଲିକମାନେ ଭଡ଼ାଟିଆମାନଙ୍କୁ ଦେଖା…

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଖାଲି ପାଦରେ ଚାଲି ଚାଲି ଆସିଲେ ଭକ୍ତ

ସୁବର୍ଣ୍ଣପୁର: ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ବନ୍ଧନ । ଭକ୍ତର ଭାବ ଡୋରିରେ ବନ୍ଧା ମହାପ୍ରଭୁ । ସେହି ଭାବ ଡୋରିକୁ କେହି କାଟି ପାରିବେନି । ସେ ପବନ ହେଉ କି ଝାଞ୍ଜି ଖରା । ଲକ୍ଷେ ପ୍ରତିବନ୍ଧକ ସାଜିଲେ ବି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅଟାକାଇ ପାରିବନି । ଏ ତ ଭକ୍ତ ଆଉ ଭଗବାନଙ୍କ…

କୋରାପୁଟରେ ପୋଲିସ ଡିଜି, ମାଓ କାର୍ଯ୍ୟକଳାପର କଲେ ସମୀକ୍ଷା

କୋରାପୁଟ: ପୋଲିସ ଡିଜି ସୁନୀଲ ବଂଶଲ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୋଲିସ ଓ ବିଏସଏଫ୍ ସହ ଆଲୋଚନା କରିଛନ୍ତି । ଡିଜିପି ସୁନୀଲ ବଂଶଲଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର, ଦକ୍ଷିଣ ପଶ୍ଚିମାଞ୍ଚଳ…

କଂଗ୍ରେସର ବିଜୟ ଟ୍ରେଣ୍ଡ କାମ ଦେଲାନି; ହାରିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ । ସ୍ପଷ୍ଟ ବହୁମତ ଆଡକୁ ଆଗେଇ ଚାଲିଛି କଂଗ୍ରେସ । ଏକ୍ଗିଟ ପୋଲର ଆକଳନଠାରୁ ଯଥେଷ୍ଟ ଅଧିକ ବହୁମତ ପାଇଁ ଆଗେଇଛି କଂଗ୍ରେସ । ହେଲେ ବିଜୟର ଏହି ମହାସ୍ରୋତରେ କେମିତି ବାଦ ପଡିଗଲେ କର୍ଣ୍ଣାଟକର ଏହି ହେଭିୱେଟ ନେତା ? ଦଳ ଛାଡିବା କ’ଣ ତାଙ୍କ…

୧୫ରୁ ହିଟୱେଭ୍, ପଶ୍ଚିମ ଓଡ଼ିଶାରେ ବର୍ଷିବ ନିଆଁ

ଭୁବନେଶ୍ୱର: ରାଜ୍ୟରେ ପୁଣି ବହିବ ଝାଞ୍ଜି ପବନ । ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ । ହିଟୱେଭ୍ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ହନୁମାନଙ୍କ ଗଦା ଧରି ସାମ୍ନାକୁ ଆସିଲେ ରାହୁଲ: କଂଗ୍ରେସ କହିଲା ବଜରଙ୍ଗବାଲି ଆମ ସାଥୀରେ

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସ ପୂର୍ଣ୍ଣ ବହୁମତ ଆଡକୁ ଆଗଉଛି । ଏକଜିଟ ପୋଲର ଆକଳନରୁ କାହିଁ କେତେ ଅଧିକ ଆଗରେ ରହିଛି କଂଗ୍ରେସ ।  ପ୍ରାୟ ୧୩୭ ସିଟରେ ଆଗୁଆ ରହିଛି । ବିଜେପି ନିଜର ପରାଜୟ ସ୍ୱୀକାର କରି ସାରିଲାଣି । କଂଗ୍ରେସର ବିପୁଳ ବିଜୟଧାରାକୁ ଲକ୍ଷ୍ୟ କରି ଛତିଶଗଡ…

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଶ୍ରମ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଅତିରିକ୍ତ ୨ଟି ବିଭାଗ । ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗ ଦୁଇଟି ଯାକ ଦାୟିତ୍ୱ ଏବେ ପ୍ରମିଳା ମଲ୍ଲିକଙ୍କ ପାଖରେ । ଦୁଇ ମନ୍ତ୍ରୀ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ଗତକାଲି ଇସ୍ତଫା ଦେବା ପରେ ଏହି ବିଭାଗ ଦୁଇଟି ଖାଲି…

ଝାରସୁଗୁଡା ଉପନିର୍ବାଚନ; ନୋଟାରେ ପଡିଲା ୨,୦୭୩ ଭାେଟ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯାଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବାଜିମାତ କରିଛନ୍ତି । ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ । ପୋଷ୍ଟାଲ ଭୋଟକୁ ମିଶାଇ ଦୀପାଳିଙ୍କ ଖାତାକୁ ଯାଇଛି ୧ ଲକ୍ଷ ୭ ହଜାର ୧୯୮ ଭୋଟ । ଉପ…