Latest Odisha News

BREAKING NEWS

Browsing Category

ଫିଚର

ସକାଳୁ ସକାଳୁ ଫୁଟିଲା ଗୁଳି; ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ବଡବିଲ: ସକାଳୁ ସକାଳୁ ବିଚ୍ ରାସ୍ତାରେ ଫୁଟିଲା ଗୁଳି । ଟଳିପଡିଲେ ଯୁବକ । ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ । ଏମିତି ଘଟଣା କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ  । ସକାଳୁ ସକାଳୁ ଦୁର୍ବୃତ୍ତଙ୍କ ଗୁଳିମାଡରେ  ବ୍ୟବସାୟୀ ସୁନୀଲ ସିହ୍ନାଙ୍କର ମୃତ୍ୟୁ ଘଟିଛି । ସେହିଭଳି ଘଟଣା ସ୍ଥଳରେ…

ବ୍ୟାଡମିଂଟନ ଏସିଆନ ଚାମ୍ପିୟନଶିପରେ ଭାରତକୁ ମିଳିଲା ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ୫୮ ବର୍ଷ ପରେ ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପରେ ଭାରତ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ଡବଲ୍ସରେ ଭାରତର ପ୍ରତିଭାବାନ ଯୋଡି ସାତ୍ୱିକ ସାଇରାଜ ରଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ୧୯୬୫ରେ ଦୀନେଶ ଖାନ୍ନା ପୁରୁଷ…

ମୂଷା ଖୋଜିବାକୁ ଆସି ମଶାରୀ ଭିତରେ ନାଗୁଣୀ

ପୁରୀ: ବେଳେବେଳେ ଘର ଭିତରକୁ  ସାପ  ପଶିଆସିବା ଶୁଣିବାକୁ ବା ଦେଖିବାକୁ ମିଳିଥାଏ । ହେଲେ ଶୋଇବା ଶେଯରେ ପୁଣି ମଶାରୀ ଭିତରେ ସାପ ! ସେ ପୁଣି ନାଗୁଣୀ? ବାପରେ ! ମାଶରୀ ଭିତରେ ପଶି ଯାଇଥିଲା  ।  ଏପଟ ସେପଟ ହେଉଥିଲା, କିନ୍ତୁ ବାହାରି ପାରୁନଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ…

ସେଲଫି ନେଉ ନେଉ ଖସିଗଲା ଗୋଡ: ଖଣ୍ଡାଧାରରେ ଯୁବକ ନିଖୋଜ

ସୁନ୍ଦରଗଡ: ପୁଣି ସେଲ୍ଫି ନିଶା  ହେଲା କାଳ । ସେଲଫି ନେଉ ନେଉ ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଯୁବକଙ୍କ ନାମ ଲୋପା ମୁଣ୍ଡା। ଓ ଘର ସୁନ୍ଦରଗଡ଼ କାଲଟା ଅଞ୍ଚଳରେ ବୋଲି ଜଣାପଡିଛି । ଅଗ୍ନିଶମବାହିନୀ ପକ୍ଷରୁ…

ଆକ୍ଟିଭ୍ କରୋନା କେସ୍‌ରେ ୧୭୫୦ ହ୍ରାସ, ଦିନକରେ ଗଲା ୧୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କିଛି ଦିନ କମ୍‌ ବେସୀ ହେବା ପରେ ଏବେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଦିନକରେ ୪,୨୮୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ଟିଭ୍ କରୋନା କେସ୍‌ରେ ୧୭୫୦ ହ୍ରାସ ହୋଇ…

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା: ୧୨ ଗୁରୁତର

ନବରଙ୍ଗପୁର:ଧର୍ମଗଡ ଅଭିମୁଖେ ଯାଉଥିବା ଏକ ବୋଲେରୋ ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୧୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଆଜି ସକାଳେ ।   …

ହଠାତ୍‌ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କଗକାଲି ରାତିରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେଉଛି ବୋଲି କହିବା ପରେ ରାତି ୧୦.୫୦ ବେଳେ…

ଟିଏମ୍‌ସି ଜନସଭା ଚାଲିଥିବା ବେଳେ ହେଲା ବଜ୍ରାଘାତ, ଜଣେ ମୃତ୍ୟୁ, ୫୦ ଆହତ

କୋଲକାତା: ରାଜନୈତିକ ସଭା ଚାଲିଥିବା ବେଳେ ହେଲା ବଜ୍ରାଘାତ। ୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ। ବୈଠକ ସମୟରେ ବର୍ଷା ସହ ବଜ୍ରାଘାତ ହେବାରୁ ଏହି ଦୁଃଖଦ ଘଟଣା ଘଟିଛି ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ…

ଆଇଏସ୍‌ଆଇଏସ୍‌ଆଇ ମୁଖ୍ୟ ଅବୁ ହୁସେନ ଅଲ କୁରେସୀକୁ ନିପାତ କଲା ତୁର୍କୀ ସେନା

ଇସ୍ତାନବୁଲ: ଆତଙ୍କବାଦୀ ଇସ୍ଲାମିକ୍ ଷ୍ଟେଟ୍‌ ଇରାକ ସିରିଆଇ(ଆଇଏସ୍‌ଆଇଏସ୍‌ଆଇ) ମୁଖ୍ୟ କୁହାଯାଉଥିବା ଅବୁ ହୁସେନ ଅଲ କୁରେସୀକୁ ନିପାତ କଲା ତୁର୍କୀ ସେନା। ତୁର୍କିର ଗୁଇନ୍ଦା ବିଭାଗ କୁରେସୀକୁ ସଫା କରିବାକୁ ଅନେକ ଦିନ ହେଲା ଖବର ନେଉଥିଲା। ଗତକାଲି ତାକୁ ମାରି ଦିଆଯାଇଥିବା ତୁର୍କୀ…

ପାକିସ୍ତାନ ଆତଙ୍କବାଦୀ ଚଲାଉଥିବା ୧୪ ମୋବାଇଲ୍‌ ଆପ୍‌କୁ ବ୍ୟାନ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀମାନେ ବ୍ୟବହାର କରୁଥବା ୧୪ ଆପ୍‌କୁ ବ୍ୟାନ୍‌ କଲେ ଭାରତ ସରକାର। ଏହି ଆପ୍‌ ଦ୍ୱାରା ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଯୋଗାଯୋଗ କରି ହିଂସା ସୃଷ୍ଟି କରୁଥିଲେ। ବ୍ୟାନ୍‌ ହୋଇଥିବା ଆପ୍‌ଗୁଡ଼ିକ ମଧ୍ୟରେ କ୍ରାଇପ୍‌ଭାଇଜର,ଇନଗ୍‌ମା,ସେଫ୍‌ସ୍ୱିସ୍,…