Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱର ଏକ ନମ୍ବର ଟେନିସ ଖେଳାଳିଙ୍କ ଅଣ୍ଡରଓୟାର ଚୋରାଇ ନେଲେ ଫ୍ୟାନ୍ସ

ବେଜିଂ: ଅନେକ ସମୟରେ ଫ୍ୟାନ୍ସମାନଙ୍କ ପାଇଁ ସେଲିବ୍ରିଟିମାନେ ଅସୁବିଧାରେ ପଡିଥାନ୍ତି । ଅଜବ ଅଜବ ହରକତ କରନ୍ତି ଫ୍ୟାନ୍ସମାନେ । ହେଲେ ଫ୍ୟାନ୍ସ ଏଇ ଟେନିସ ପ୍ଲେୟାରଙ୍କୁ ଯେମିତି ହରକତ କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।   ହୋଟେଲ ଭିତରେ ପଶି ଖେଳାଳି ରହୁଥିବା ରୁମରୁ…

ତ୍ୱରିତ ସ୍ୱାସ୍ଥ୍ୟସେବା ପାଇଁ ଆରମ୍ଭ ହେବା ଯୋଜନା “ଲକ୍ଷ୍ମୀ”, ଗୁରୁତର ରୋଗୀ ଓ ଆହତଙ୍କୁ ହସପିଟାଲ୍…

ଭୁବନେଶ୍ୱର : ଗୁରୁତର ରୋଗୀ କିମ୍ବା ଆହତ ବ୍ୟକ୍ତିଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ଆଣି ପହଞ୍ଚାଇବ ହେଲିକପ୍ଟର। ସଡ଼କପଥରେ ଅପଚୟ ହେଉଥିବା ମୂଲ୍ୟବାନ ସମୟକୁ ଭରଣା କରିବା ଲକ୍ଷ୍ୟରେ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ…

ଆଇଏମଡିର ପୂର୍ବାନୁମାନ: ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ

ନୂଆଦିଲ୍ଲୀ:  ୨୦୨୩ରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବର୍ଷା…

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍‌କା: ଆର୍‌ଏସ୍‌ଏସ୍ ରୁଟ୍‌ ମାର୍ଚ୍ଚକୁ ଦେଲେ ଅନୁମତି

ନୂଆଦିଲ୍ଲୀ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କକ ଝଟ୍‌କା। ଆର୍‌ଏସ୍‌ଏସ୍‌ର ରୁଟ୍ ମାର୍ଚ୍ଚ ବିରୋଧରେ ତାମିଲନାଡୁ ସରକାର କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି। ସୂଚନା ଅନୁସାରେ, ତାମିଲନାଡୁରେ ୪୭…

ଦେଶରେ କରୋନା ସକ୍ରିୟ ସଂଖ୍ୟା ୩୭,୦୯୩କୁ ବୃଦ୍ଧି; ଦିନକରେ ଗଲା ୨୧ ଜୀବନ

ନୂଆଦିଲ୍ଲୀ: ଭାରତରେ ଗତ ୩ ଦିନ ହେବା ଦୈନିକ ସଂକ୍ରମଣ ୫ ହଜାର ତଳକୁ ରହୁଛି। ଗତ ୨୪ ଘଣ୍ଟାରେ ଦେଶରେ ୫୬୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ସକ୍ରିୟ ସଂଖ୍ୟା ବଢି ୩୭,୦୯୩ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମଙ୍ଗଳବାର ଦେଶରେ…

ବହୁ କଷ୍ଟରେ ମଦୁଆ କୁକୁର ହେଲା ନିଶା ମୁକ୍ତ

ଲଣ୍ଡନ: ବ୍ରିଟେନରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ପୋଷା କୁକୁର ପୁଣି ମଦ ପିଇ ମାତାଲ । ନ୍ୟୁଜୱିକରେ ପ୍ରକାଶିତ ଖବର ଅନୁସାରେ ମାଲିକର ମୃତ୍ୟୁ ପରେ କୋକୋ ନାମକ ଏକ କୁକୁରକୁ ଉଦ୍ଧାର କରାଯାଇଥିଲା । ଉଡସାଇଡ ଆନିମଲ ରେସକ୍ୟୁ ଟ୍ରଷ୍ଟ କୋକୋ ଆଣିବା ବେଳେ…

ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ଅନଶନ: କଂଗ୍ରେସ କହିଲା, ଦଳ ବିରୋଧୀ କାର୍ଯ୍ୟ, ବିଜେପି କହିଲା ଚ୍ୟାଲେଞ୍ଜ୍

ଯୋଧପୁର: ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପୂରଣ କଲେ ନାହିଁ। ତେଣୁ…

ଶୁଆଙ୍କୁ ତାଲିମ ଦେବା ନାଁରେ ନିର୍ଯାତନା; ଯୁବକଙ୍କ ବିରୋଧରେ ବନ୍ୟ ପ୍ରାଣୀ ଆଇନ ଉଲଂଘନ ଅଭିଯୋଗ

ଭୁବନେଶ୍ୱର: ବନ୍ୟ ପ୍ରାଣୀ ଆଇନ ଉଲଂଘନ କରୁଥିବା ନେଇ କେଉଁଝର ଜିଲ୍ଲା ବାଂଶପାଳ ଗ୍ରାମର ଜଣେ ଯୁବକ ଚିନ୍ମୟ ମହାନ୍ତଙ୍କ ବିରୋଧରେ ଆସିଛି ଅଭିଯୋଗ । ଚିନ୍ମୟ ଭାଇ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରେ ଭାରତୀୟ ଶୁଆ (Alexandrine Parakeet ) ଆଲେକଜାଣ୍ଡ୍ରିନ ପାରାକିଟ୍ ସହିତ ଶତାଧିକ…

ପ୍ରଜନନ ଋତୁ ଯୋଗୁଁ ସମୁଦ୍ରରେ ମାଛ ଧରିବା ଉପରେ ସରକାରଙ୍କ କଟକଣା, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବାଉପରେ ରାଜ୍ୟ ସରକାର ସାମୟିକ କଟକଣା ଜାରି କରିଛନ୍ତି। ରାଜ୍ୟ କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ…

ରୁଷର ଭୟଙ୍କର ଆଗ୍ନେୟଗିରିରୁ ଲାଭା ଉଦଗୀରଣ

ମସ୍କୋ:ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆଉ ଏକ ବିପଦ ଉଭା ହୋଇଛି । ରୁଷର ସବୁଠାରୁ ବିପଦପୂର୍ଣ୍ଣ ଆଗ୍ନେୟଗିରି ଶିବଲୁଚରୁ ଲାଭା ଉଦଗୀରଣ ହେବା ଆରମ୍ଭ ହୋଇଛି । ୧୦ କିଲୋମିଟର ପର୍ଯ୍ୟନ୍ତ ଲାଭା ଏବଂ ଧୂଆଁ ବ୍ୟାପି ସାରିଛି । ବିମାନ ଚଳାଚଳରେ ବିପଦ ଆଶଙ୍କା ଥିବାରୁ ଏହି ରୁଟକୁ ଏବେ…