Latest Odisha News

BREAKING NEWS

Browsing Category

ଫିଚର

‘କର୍ଣ୍ଣାଟକ ନିର୍ବାଚନ’ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଖେଳିଛି କ୍ଷୀର, ଭାଷା ଓ ନିଯୁକ୍ତି କାର୍ଡ। ନିଯୁକ୍ତି ଓ ଭାଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏଥିସହିତ କ୍ଷୀର ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଇଛି। ବିଭିନ୍ନ…

ଚେପକ, ଇଡେନରେ ବିଶ୍ୱକପ ମ୍ୟାଚ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏଥିପାଇଁ ଭାରତ ୧୨ଟି ଭେନ୍ୟୁ ଶର୍ଟଲିଷ୍ଟ କରିଛି । ସେଗୁଡିକ ହେଲା- ଚେନ୍ନାଇ, କୋଲକାତା, ଅହମ୍ମଦାବାଦ,ଲକ୍ଷ୍ନୌ, ମୁମ୍ବାଇ, ରାଜକୋଟ, ବାଙ୍ଗାଲୋର, ଦିଲ୍ଲୀ, ଇନ୍ଦୋର, ଗୌହାଟୀ, ହାଇଦ୍ରାବାଦ…

ଓଡ଼ିଶାର ସାହାରା ଜମାକାରୀ ଫେରି ପାଇବେ ଅର୍ଥ ! କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ତଥ୍ୟ ଦାଖଲ କରୁଛି ରାଜ୍ୟ

ଭୁବନେଶ୍ୱର : ଅର୍ଥ ଫେରିପାଇବା ଆଶାରେ ଅନାଇ ବସିଛନ୍ତି ସାହାରାରେ ଅର୍ଥ ନିବେଶ କରିଥିବା ହଜାର ହଜାର ଲୋକ । ଏସବୁ ଭିତରେ ସାହାରା ଇଣ୍ଡିଆର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଏମାନଙ୍କ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଦାଖଲ କରୁଥିବା ଜଣାପଡ଼ିଛି। ରାଜ୍ୟରେ କେତେ ନିବେଶକାରୀ…

କୋହଲିଙ୍କୁ ସମାଲୋଚନା କଲେ ନ୍ୟୁଜିଲାଣ୍ଡର ଏହି ପୂର୍ବତନ କ୍ରିକେଟର

ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡୁଲ । ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ କୋହଲି ୪୪ ବଲରେ ୬୧ ରନ କରିଥିଲେ…

ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ : ପ୍ରତାପ ଦେବ

୯ଦିନର ଜାପାନ ଗସ୍ତ ବେଶ ସଫଳ ରହିଥିବା କହିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ରାଜ୍ୟକୁ ବଡ଼ ସଫଳତା ମିଳିଛି ବୋଲି ସେ କହିଛନ୍ତି । ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ…

ରାଉଡି ରାଠୋର ୨ରେ ସିଦ୍ଧାର୍ଥ ହେବେ ପୋଲିସ ଅଫିସର

ମୁମ୍ବାଇ: ରାଉଡି ରାଠୋର ସିକ୍ୱେଲ ନେଇ ଏହାର ମେକର୍ସ ଶବୀନା ଖାଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ୨୦୧୨ରେ ଅକ୍ଷୟ କୁମାର ଅଭିନୀତ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ନିର୍ଦ୍ଦେଶକ ଅନୀସ ବଜମି ରାଉଡି ରାଠୋର ୨ ପାଇଁ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପସନ୍ଦ କରିଥିବା ଜଣାପଡିଛି ।…

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ଆଜି ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଅର୍ଚ୍ଚାନଙ୍କୁ ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ଜାମିନି ମିଳିଲା । ତେବେ ତଦନ୍ତରେ ସହଯୋଗ କରିବା ଏବଂ ବାହାରକୁ ନ ଯିବା ପାଇଁ କୋର୍ଟ ତାଙ୍କୁ…

ପୁଣି ଆରମ୍ଭ ହେଲା ବର୍ଷା ଓ ଅନୁଭବଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ !

ମିଛ ଅପପ୍ରଚାର ହେଉଛି ଯଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆଣପଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।…

ରାଜଧାନୀରେ ତାତି ୪୦ ଟପିଲା, ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର:କାଲିଠୁ ଆଜିର ତାତି ବଢିଲା । ଝାରସୁଗୁଡା, ଭୁବନେଶ୍ୱର ଏବଂ ସମ୍ବଲପୁରରେ ଆଜି ପାରଦ ୪୦ ଡିଗ୍ରୀ ଟପିଛି । ଆଜି ବି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ମଙ୍ଗଳବାର ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଝାରସୁଗୁଡା ।…

ଟୁଇଟର ପେଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ; ୟୁଜର୍ସ ପଚାରିଲେ ‘ଟେସଲା’ ଭାରତକୁ ଆସିବ କି ?

ନୂଆଦିଲ୍ଲୀ:ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଟୁଇଟରକୁ ହାତକୁ ନେବା ପରେ ଏବେ ସେ  ଏକାଧିକ ପରିବରର୍ତ୍ତନ ଆଣି ସାରିଲେଣି।  ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଟୁଇଟର ପେଜରେ ଫଲୋ କରି ପୁଣି ଥରେ ଚର୍ଚ୍ଚାକୁ…