Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକ ନିର୍ବାଚନ, ନିଦ ହଜାଇଦେଲେଣି ରାହୁଲ !

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ବହୁ ଦିଗରୁ ଗୁରୁତ୍ୱ ବହନ କରୁଛି। ଗୋଟିଏ ପଟେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆଗାମୀ ନିର୍ବାଚନ ପାଇଁ ଗୋଟେ ବଡ଼ ବାର୍ତା ହେବ। ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟ ପଦ ରଦ୍ଦ ପରେ ବିଜେପି ବିରୋଧରେ…

କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ପଂହଚିଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟର ଖେଳାଯାଉଥିବା ମ୍ୟାଚକୁ ଷ୍ଟାର ଖେଳାଳି ରିଷଭ ପନ୍ତ ଉପଭୋଗ କରିଛନ୍ତି । ଗତ ବର୍ଷ କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ପନ୍ତ ଷ୍ଟାଡିୟମକୁ ଆସିଛନ୍ତି । ଷ୍ଟାଡିୟମ ନିକଟରେ ପଂହଚିବା ମାତ୍ରେ…

ଝାରସୁଗୁଡା ଲଢେଇ, ବହୁ ଆଗରେ ବିଜେଡି !

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ରେସରେ ବହୁ ଆଗରେ ବିଜେଡି। ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ଦଳର ୩ ଜଣ ବରିଷ୍ଠ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ…

ନକଲି ସାର୍ଟିଫିକେଟ୍ ମାମଲା, ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବଲାଙ୍ଗିର ନକଲି ସାର୍ଟିଫିକେଟ୍ ମାମଲାର ଚେର କେଉଁ ଆଡ଼େ ଲମ୍ବିଛି ? ଫେକ୍ ସାର୍ଟିଫିକେଟର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ ଗିରଫ ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ରାକେଟର ମୁଖ୍ୟ ମନୋଜ ମିଶ୍ରଙ୍କ ସହଯୋଗୀ ଆଲୋକ ରଞ୍ଜନ ଉଦଗାତା ଏବଂ ୨ ଆଶାୟୀଙ୍କୁ ରିମାଣ୍ଡରେ…

ପଶ୍ଚିମବଙ୍ଗ ହିଂସା ନେଇ କୋଠୋର ହେଲା କେନ୍ଦ୍ର, ୩ ଦିନ ମଧ୍ୟରେ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାମନବମୀ ଅବସରରେ ଘଟିଥିବା ହିଂସାକାଣ୍ଡ ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଜି(ମଙ୍ଗଳବାର) ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଛି କେନ୍ଦ୍ର ସରକାର। ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ଘଟିଥିବା…

ନାଟୋର ସଦସ୍ୟ ହେଲା ଫିନଲାଣ୍ଡ

ବ୍ରୁସେଲ୍ସ: ଫିନଲାଣ୍ଡ ମଙ୍ଗଳବାର ବିଧିବଦ୍ଧ ଭାବେ ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ସଦସ୍ୟ ହୋଇଛି । ଏହି ମିଲିଟ୍ରି ଆଲାୟନ୍ସରେ ୩୧ତମ ଦେଶ ଭାବେ ଫିନଲାଣ୍ଡ ସାମିଲ ହୋଇଛି । ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲେନବର୍ଗ ଏହା ଘୋଷଣା କରିଛନ୍ତି । ଅପରପକ୍ଷରେ ନାଟୋରେ…

ବିଜେପିର କଂଗ୍ରେସ ଫାଇଲ୍ : ତୃତୀୟ ଏପିସୋଡରେ ୨୦୧୨ର କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି

ନୂଆଦିଲ୍ଲୀ : ‘କଂଗ୍ରେସ ଫାଇଲ୍ସ’ ସିରିଜ୍‌ର ଏପିସୋଡ୍‌-୨ ରିଲିଜ୍‌ ହେବାର ଠିକ୍ ଗୋଟିଏ ଦିନ ପରେ ବିଜେପି ଏହାର ଏପିସୋଡ୍‌-୩ ରିଲିଜ୍‌ କରିଛି । ‘କଂଗ୍ରେସ ଫାଇଲ୍ସ’ ଏପିସୋଡ୍‌-୩ରେ ୨୦୧୨ର ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ଉପରେ ଆଲୋକପାତ କରିଛି। ମଙ୍ଗଳବାର ରିଲିଜ…

ଆଇପିଏଲରେ ପାଦ ଥାପିଲା କରୋନା

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପାଦ ଥାପିଛି କରୋନା । ଏହି ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘ ଦିନ ପରେ ଷ୍ଟାଡିୟମରେ ଭରପୂର ସମର୍ଥକଙ୍କ ସହ ଏଥର ଆଇପିଏଲ ଖେଳାଯାଉଛି । ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ମୁକାବିଲା…

ଏଏସ୍ଆଇ କରୁ କପିଳେଶ୍ୱର ମନ୍ଦିରର ରକ୍ଷାଣବେକ୍ଷଣ, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବାବା କପିଳେଶ୍ୱର ମନ୍ଦିର ରାଜ୍ୟର ଅନ୍ୟତମ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ । ଏହି ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (Archeological Survey of India)  ଦ୍ୱାରା ସଂରକ୍ଷିତ କ୍ଷେତ୍ର ସୂଚୀରେ ରହିବା ଯୋଗ୍ୟ ଅଟେ ।…

‘ମୋଦି କେବେ ପ୍ରତିଶୋଧ ନେଇ ନାହାଁନ୍ତି’: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ଗୁଲାମ ନବୀ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ସଲମାନ ଖୁର୍ଶିଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ।…