Latest Odisha News

BREAKING NEWS

Browsing Category

ଫିଚର

ସେନାର ୬୫୩ ଗୁଳି ହଜିଗଲା, ସହରକୁ ଲକଡାଉନ କରିଦେଲେ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି । ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଏଠାକାର ସୈନିକଙ୍କ ୬୫୩ ଗୁଳି ହଜି ଯାଇଥିଲା । ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶ ଅନୁସାରେ ରିୟାଙ୍ଗଗ୍ୟାଙ୍ଗର ହେସନ ସହରକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରାଯାଉଛି ।…

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ପୋଷ୍ଟ କରିପାରିବେନି ବାପା-ମା’: ଆସୁଛି କଡା ନିୟମ

ନୂଆଦିଲ୍ଲୀ:ପିଲାମାନଙ୍କ ସଫଳତା ବାପା-ମା’ଙ୍କ ଜୀବନର ସର୍ବଶ୍ରେଷ୍ଠ ଖୁସି ଭରିଦେଇଥାଏ । ପିଲାଙ୍କ ପ୍ରଶଂସାରେ ଜୀବନର ସବୁ କଷ୍ଟର ମୂଲ୍ୟ ସେମାନେ ପାଇଥାନ୍ତି । ତେଣୁ ପିଲା ଭଲ ଗୀତଟିଏ ଗାଉ ବା ଭଲ ପୋଜରେ ଫଟୋଟିଏ ଉଠାଉ..ଏହାକୁ ସୋସସିଆଲ ମିଡିଆରେ ସେୟାର କରିଦିଅନ୍ତି ବାପା-ମା । ସେଥିରେ…

ଚୋରାମଦ କାରବାରକୁ ନେଇ ଗାଁରେ ବୁଲିଲା ଖଣ୍ଡା, କଟୁରି: ୫ ଆହତ

ଜଗତସିଂହପୁର: ଝିମିଟି ଖେଳରୁ ମହାଭାରତ । ମଦ କାରବାରକୁ ନେଇ ତୁମୁଳ କାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । ଗାଁରେ ବୁଲିଲା ଖଣ୍ଡା, କୁଟୁରୀ   । ମାରିପଟରେ  ୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ…

ହଷ୍ଟେଲରେ ପରଷା ଯାଉଥିଲା ନିମ୍ନ ମାନର ଖାଦ୍ୟ, ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ

ବାଲିଗୁଡ଼ା: ନିମ୍ନ ମାନର ଖାଦ୍ୟ ନେଇ ତାତିଲେ ଛାତ୍ରୀ । ଅତିଷ୍ଠ ହୋଇ ଛାଡ଼ିଲେ ହଷ୍ଟେଲ । ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିମ୍ନ ମାନର ଖାଦ୍ୟ ପରିବେଷଣ ଅଭିଯୋଗ । ଉତ୍‌କ୍ଷିପ୍ତ ହୋଇ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ…

ରାଗିଂ ନେଇଗଲା ଜୀବନ !  ହଷ୍ଟେଲରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ

ଯାଜପୁର: ରାଗିଂ ନେଇଗଲା ଜୀବନ !  ଜୀବନ ହାରିଦେଲେ ଇଞ୍ଜିନିୟର ଛାତ୍ରୀ । ରାଗିଂ ସହି ନ ପାରି ଝୁଲିପଡିଲେ  ୩ୟ ବର୍ଷ ଇଲେକ୍ଟ୍ରିକାଲର ଛାତ୍ରୀ ରୋଜାଲି ପାତ୍ର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲର ଜଣେ ୩ୟ ବର୍ଷ…

ନୟାଗଡ ଥାନା ଆକ୍ରମଣ ଘଟଣା: ମାଓ ନେତା ସବ୍ୟସାଚୀ ଓ ତାଙ୍କ ଦୁଇ ସହଯୋଗୀ ନିର୍ଦ୍ଦୋଷରେ ଖଲାସ

ନୟାଗଡ: ୨୦୦୮ ମସିହାରେ ନୟାଗଡ ଜିଲ୍ଲା  ପୋଲିସ  ଥାନା ଉପରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ ତିନି ମାଓବାଦୀଙ୍କୁ ଛାଡ କରିଛନ୍ତି କୋର୍ଟ । ମାଓ ନେତାଙ୍କ…

ସାବତ ବାପାର ନିଷ୍ଠୁରତା: ୩ ବର୍ଷର ପୁଅକୁ କଫ ସିରଫ ବଦଳରେ ପିଆଇଦେଲା ବିଷ

ନବରଙ୍ଗପୁର: ସେ ଜନ୍ମକଲା ବାପା ନ ଥିଲା । ସେଥିପାଇଁ ବୋଧହୁଏ ଏତେ ନିଷ୍ଠୁର ହୋଇଗଲା । ୩ ବର୍ଷର ପୁଅ କାଶରେ ଛଟପଟ ହେଉଥିବାବେଳେ ତାକୁ କଫସିରଫ ବଦଳରେ ବିଷ ଦେଇଦେଲା । ଏମିତି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଂଚାୟତର ଜଡ଼ାପାରା ଅଞ୍ଚଳରେ…

ରାହୁଲଙ୍କୁ ପୁଣି ଝଟକା: ମାସକ ଭିତରେ ସରକାରୀ ବାସଭବନ ଛାଡିବା ପାଇଁ ଆସିଲା ନୋଟିସ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ । ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟଙ୍କ ଦଣ୍ଡାଦେଶ, ସଦସ୍ୟତା ରଦ୍ଦ ପରେ ଏବେ ଆଉ ଏକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ରାହୁଲ । ସଦସ୍ୟତା ପଦ ଯିବା ପରେ ଏବେ ତାଙ୍କୁ ସରକାରୀ ଘର ଛାଡିବା ପାଇଁ ନୋଟିସ ଆସିଛି…

ସ୍କୁଲ ଭିତରେ ଫାୟାରିଂ; ୩ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ

ୱାଶିଂଟନ: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୩ ଜଣ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ହୃଦୟଥରା ଘଟଣା ଘଟିଛି ଟେନେସୀ ରାଜ୍ୟର ନୈଶବିଲେ ସ୍ଥିତି ଏକ ମିଶନାରୀ ସ୍କୁଲ ଭିତରେ । ସବୁଠୁ…

କୋଲଡ୍ରିଙ୍କସ୍‌ ପିଉଛନ୍ତି କି ?

ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ଖରାଦିନ ଆସିବା ମାତ୍ରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଥଣ୍ଡା ପାଣି ପିଇଥାଆନ୍ତି । ଆଉ ବଜାରରେ ମିଳଥିବା କୋଲଡ୍ରିଙ୍କସ୍‌ ପିଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହି କୋଲ୍ଡ…