Latest Odisha News

BREAKING NEWS

Browsing Category

ଫିଚର

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି; ୧୨ ଘଣ୍ଟା ପାଇଁ ବନ୍ଦ ଡାକରା

କଣ୍ଟାବାଞ୍ଜି: ଶନିବାର ୧୨ ଘଣ୍ଟା ବନ୍ଦ ରହିବ କଣ୍ଟାବାଞ୍ଜି। ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଞ୍ଜାବାଞ୍ଜି ୧୨ ଘଣ୍ଟା ବନ୍ଦ କରିବାକୁ ଡାକରା ଦିଆଯାଇଥିବା…

୩ ଦିନ ପରେ ସକ୍ରିୟ ପଶ୍ଚିମାଝଡ଼; ୨୬ରୁ ବର୍ଷା, ସବୁ ଜିଲ୍ଲାକୁ ସତର୍କ କରାଇଲେ SRC

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ୩ ଦିନ ପରେ ପୁଣିଥରେ ପଶ୍ଚିମା ଝଡ଼ ସକ୍ରିୟ ହୋଇଛି। ଏହା ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା ରହିଛି ବୋଲି ଭୁବେନଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

ମାଲିକର ଭୁଲ ପାଇଁ ବନ୍ଧା ପଡିଲା ମଇଁଷି, ଜଳକର ନ ଦେବାରୁ ନେଇଗଲା ପ୍ରଶାସନ

ଗ୍ୱାଲିଅର: ମାଲିକ ଦେଲା ନାହିଁ ଟିକସ ଆଉ ଦଣ୍ଡ ପାଇଲା ନିରୀହ ପଶୁ । ମାଲିକ ଉପରେ ବକେୟା ଥିବା ଜଳକର ଆଦାୟ କରିବାକୁ ନୟାନ୍ତ ହେବା ପରେ ପ୍ରଶାସନ ଏବେ ନିରୀହ ମଇଁଷିକୁ ଉଠାଇ ଆଣିଛି । ମଧ୍ୟପ୍ରଦେଶର ଗ୍ୱାଲିଅର ମହାନଗର ନିଗମରେ ଏଭଳି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ପ୍ରକାରେ…

ପ୍ରେମିକାକୁ ବିବାହ କରିବାକୁ ଯାଇଥିଲା ୫ଟି ସନ୍ତାନର ବାପା, ପ୍ରଥମ ପତ୍ନୀ ପହଞ୍ଚି କଲେ ହଙ୍ଗାମା

ଜମୁଇ: ପ୍ରେମିକାଙ୍କୁ ବିବାହ ପାଇଁ କରିସାରିଥିଲେ ସବୁ ପ୍ରସ୍ତୁତି, ହେଲେ ଠିକ ସମୟରେ ପହଂଚିଗଲେ ପ୍ରଥମ ପତ୍ନୀ । ଆଉ ପ୍ରଥମ ପତ୍ନୀ ଶୁକ୍ରବାର ବିହାରର ଜମୁଇର ପରିବାର ଅଦାଲତରେ ହଙ୍ଗାମା କରିଥିବାବେଳେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଜଣେ ଯୁବତୀଙ୍କୁ ବିବାହ କରିବାକୁ…

ବ୍ରଣ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ…

ବ୍ରଣ ସମସ୍ୟା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ । ବ୍ରଣ କେବଳ ମହିଳା ମାନଙ୍କର ମୁହଁରେ ଦେଖାଯାଇନଥାଏ ଅଧିକାଂଶ ପୁରୁଷଙ୍କ ମୁହଁରେ ମଧ୍ୟ ଦେଖିବାକୁ ମିଳିଥାଏ ।  ତେବେ ଏହି ବ୍ରଣ ସମସ୍ୟା ଦୂର କରିବା ପାଇଁ କିଛି ଘରୋଇ ଉପାୟ ଆପଣାନ୍ତୁ । ଯାହା  ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିବ ।…

କରୋନା ବେଳେ ବାପା-ମାଙ୍କୁ ହରାଇଥିବା ୫୦,୯୫୨ ପିଲାଙ୍କୁ ରାଜ୍ୟ ସରକାର କରିବେ ସାହାଯ୍ୟ

ଭୁବନେଶ୍ୱର: ଓଡ଼ିଶା ସରକାର ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ୫୦,୯୫୨ ପିଲାଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନେ କରୋନା ଏବଂ ଅନ୍ୟାନ୍ୟ କାରଣରୁ ସେମାନଙ୍କ ମା' କିମ୍ବା ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି। ଶୁକ୍ରବାର ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ…

ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ଗିରଫ ହେଲେ ୨୬୮ ଜଣ

ଭୁବନେଶ୍ୱର: ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କୁ ଧରିବା ପାଇଁ ଗୁରୁବାରଠୁ ଓଡିଶା ପରିବହନ ବିଭାଗ ପକ୍ଷରୁ ଧରପଗଡ ଆରମ୍ଭ ହୋଇଛି। ଗୁରୁବାର ପ୍ରଥମ ଦିନରେ ୨୬୮ ଜଣ ସାରା ଓଡ଼ିଶାରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ପରିବହନ ବିଭାଗର ଅତିରିକ୍ତ କମିସନର ଶୁକ୍ରବାର ଏହି ସୂଚନା…

ଐତିହ୍ୟ ସୁରକ୍ଷା ଚିନ୍ତା: ଏଏସଆଇ ନିର୍ଦ୍ଦେଶ ଦେବାର ୭ ବର୍ଷ ପରେ ସିଲ୍ ହେଲା ଖଣ୍ଡଗିରି ଉଦୟଗିରି ରାସ୍ତା

ଭୁବନେଶ୍ୱର: ଐତିହ୍ୟ ସ୍ଥାନଗୁଡ଼ିକୁ ଯାନବାହନ ଚଳାଚଳ ଓ ପ୍ରଦୂଷଣରୁ ସୁରକ୍ଷା କରିବା ପାଇଁ ୨୦୧୫ରେ ଏଏସ୍ଆଇ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଥିବା ଖଣ୍ଡଗିରି ଓ ଉଦୟଗିରି ରାସ୍ତା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ କିନ୍ତୁ ଐତିହ୍ୟସ୍ଥଳରେ ସ୍ଥିତି ଆହୁରି ଖରାପ ହେବା ପରେ ପ୍ରଶାସନ…

‘ଓଡ଼ିଶା ପର୍ବ’ରେ ମୁଢି ମାଂସ ସହିତ ଛେନାପୋଡର ମଜା ନେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡ଼ିଶା ପର୍ବ – ୨୦୨୩’। ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ। ଏହି…

କାଚ ବୋତଲରେ ବିଦେଶୀ ବ୍ରାଣ୍ଡର ଷ୍ଟିକର ଲଗାଇ ବିକ୍ରି ହେଉଥିଲା ନକଲି ମଦ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ରାଣୀବନ୍ଧ ଅଞ୍ଚଳରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ସୁରଜ ବେହେରା। ନକଲି ଔଷଧ, ତେଲ, ସସ୍, ସିମେଣ୍ଟ୍ ଜବତ ହେବା ପରେ ନକଲି ମଦ ଜବତ ହେବା ପରେ…