Latest Odisha News

BREAKING NEWS

Browsing Category

ଫିଚର

ଭୂମିକମ୍ପ ନେଇ ଭବିଷ୍ୟବାଣୀ କରିଥିବା ତୁର୍କୀର ହୋଗରବିଟ୍ସ ଚର୍ଚ୍ଚାରେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଭୂମିକମ୍ପର ଝଟକା ଅନୂଭୁତ ହୋଇଛି । ତେବେ ଏହି ଭୂମିକମ୍ପ ପରେ ନେଦରଲାଣ୍ଡର ଗବେଷକ ଫ୍ରାଙ୍କ ହୋଗରବିଟ୍ସ ଚର୍ଚ୍ଚାର କାରଣ ସାଜିଛନ୍ତି । ତୁର୍କୀର ଓ ସିରିୟାରେ ଚଳିତ ବର୍ଷ ଫେବୃୟାରୀରେ ବଡ ଧରଣର ଭୂମିକମ୍ପ ଅନୂଭୂତ ହୋଇଥିଲା । ଯେଉଁଥିରେ…

ସୁବର୍ଣ୍ଣପୁର ମୃତ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଅର୍ଥରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: କାର୍‌ ଧକ୍କାରେ ୩ ଜଣ ଛାତ୍ର ପ୍ରାଣ ହରାଇଥିଲେ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପାମୂଳକ ସହାୟତାରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁରର ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ମୃତ…

ବିଦ୍ୟାଳୟର ବାସ୍ତବ ଚିତ୍ର ନେଇ ବିଧାୟକଙ୍କ ଉଦବେଗ, ସମୀର କହିଲେ; ରାଜ୍ୟରେ ରହିବନି ଶିକ୍ଷକ ଅଭାବ

ଭୁବନେଶ୍ୱର : ବିଧାନସଭାରେ ବୁଧବାର ଉଠିଥିଲା ରାଜ୍ୟବ୍ୟାପୀ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ସ୍କୁଲ ରୂପାନ୍ତରୀକରଣରେ ଦେଖାଦେଉଥିବା ଅବ୍ୟବସ୍ଥା ପ୍ରସଙ୍ଗ। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳ ଉଦବେଗ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ସୁରେଶ…

ଚାଷ ଓ ଚାଷୀଙ୍କ ପାଇଁ ଚିନ୍ତା ପ୍ରକାଶ କଲେ ଅରୁଣ, କହିଲେ; ପେଟକୁ ଭାତ ଓ ମୁଣ୍ଡକୁ ଛାତ ଦେବାରେ କେନ୍ଦ୍ର ବିଫଳ

ଭୁବନେଶ୍ୱର : ବିଧାନସଭା ପରିସରରେ ଆଜି (ବୁଧବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ 'ଆଶୁ କବି' ଅନ୍ଦାଜରେ ନଜର ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ଏକାଧିକ ବାର ପଦକୁ ପଦ ଛନ୍ଦି କହିଥିଲେ " ଚାଷ, ବାସ, କେନ୍ଦ୍ର ସରକାର କଲା ସର୍ବନାଶ" l ଏଥିସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି…

ଅମ୍ରିତପାଲ ସମର୍ଥନରେ ବାହାରିଲା ଗୁରପତୱନ୍ତ ପନ୍ନୁ, ଦିଲ୍ଲୀ ପାୱାର ହାଉସ ବନ୍ଦ କରିବାକୁ ଧମକ

ନୂଆଦିଲ୍ଲୀ: ଆତଙ୍କବାଦୀ ତଥା ଖଲିସ୍ତାନ ସମର୍ଥକ ଗୁରପତୱନ୍ତ ସିଂ ପନ୍ନୁ ବୁଧବାର ଖୋଲାଖୋଲି ଭାବେ ଅମ୍ରିତପାଲ ସିଂ ସମର୍ଥନରେ ବାହାରିଛି । ସେ ଏକ ଅଡିଓ ମେସେଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚେତାବନୀ ଦେଇଛି । ସିଖ ଫର ଜଷ୍ଟିସର ମୂଖ୍ୟ କହିଛି…

ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ଚେନ୍ନାଇ: ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ତାମିଲନାଡ଼ୁର କାଞ୍ଚିପୁରମ ଜିଲ୍ଲାର ଏକ ବାଣ କାରଖାନାରେ ଅଚାନକ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା ଇନୋଭା, ଚାଲିଗଲା ୩ ଛାତ୍ରଙ୍କ ଜୀବନ

ସୁବର୍ଣ୍ଣପୁର: ଶରଧାପାଲି ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଇନୋଭା ଗାଡ଼ି ଧକ୍କାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛାତ୍ର ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ, ବିଦ୍ୟାଳୟରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ମାନେ ବାହୁାରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ…

ଆହୁରି ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା; ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ପାଇଁ ୨୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, କନ୍ଧମାଳ, ବରଗଡ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ…

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ନୂତନ ରେଳପଥରେ ଚାଲିଗଲା ପ୍ରଥମ ଜୀବନ

ଢେଙ୍କାନାଳ: ଗତ କିଛି ଦିନ ହେବ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଗଡିଥିଲା ପ୍ରଥମ ଟ୍ରେନ । ଆଉ ଏହି ନୂଆ ରେଳପଥରେ ଆଜି ଚାଲିଗଲା ପ୍ରଥମ ଜୀବନ । ଟ୍ରେନ ଧକ୍କାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ  ଘଟିଛି। ମୃତ ମହିଳା ଜଣକ ହେଲେ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ…