Latest Odisha News

BREAKING NEWS

Browsing Category

ଫିଚର

ଭକ୍ତି, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସାହି ଯାତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସର୍ବଦା ଚଳଚଂଚଳ ରହିଥାଏ । ଚୈତ୍ର ଶୁକ୍ଳ ଅଷ୍ଟମୀରୁ ବୈଶଖା କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ପୁରୀରେ ଦେବ ଓ ଦାନବର ଜୀବନ୍ତ ଚିତ୍ର ଦେଖିବେ ଭକ୍ତମାନେ । ସାହି ଯାତ ପୁରୀର ପରିଚୟ । ଶ୍ରୀକ୍ଷେତ୍ରର ୭ ସାହି ଆଖଡା ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥାନ୍ତି…

ଆଇସିସି ଦିନିକିଆ ବିଶ୍ୱକପ: ୭ ଟିମ ସିଧାସଳଖ ହାସଲ କଲେ ଯୋଗ୍ୟତା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି ୭ଟିମ ବିଧିବଦ୍ଧ ଭାବେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଡି ଟିମଗୁଡିକ ହେଲେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଭାରତ, ବାଂଲାଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ଆଉ ଗୋଟିଏ ସ୍ଥାନ ପାଇଁ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା,…

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇନି ରାଜ୍ୟ

ଭୁବନେଶ୍ୱର: ଦୈତ୍ୟ ନଗରୀ କଟକ-ଭୁବନେଶ୍ୱର ମଧ୍ୟରେ ଗଡ଼ିବ କି ମେଟ୍ରୋ ଟ୍ରେନ୍ ? ଏହାକୁ ନେଇ ଅନେକ ବର୍ଷ ଧରି ରାଜ୍ୟରେ ଚର୍ଚ୍ଚା ହେଉଛି । ଲୋକଙ୍କ ଆଶା ବି ରହିଛି ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ କାମ ଆରମ୍ଭ ହେବ । ହେଲେ, ଟ୍ୱିନ୍ ସିଟିରେ ମେଟ୍ରୋ ଚଳାଚଳ ନେଇ ଏଯାଏ କୌଣସି ପ୍ରସ୍ତାବ ଓଡ଼ିଶା…

ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେଲେ କ୍ରିକେଟର କେଦାରଙ୍କ ବାପା ମହାଦେବ

ନୂଆଦିଲ୍ଲୀ: କ୍ରିକେଟର କେଦାର ଯାଦବଙ୍କ ବାପା ମହାଦେବ ଯାଦବ ୨୭ ମାର୍ଚ୍ଚ ସକାଳୁ ନିଖୋଜ ହୋଇ ଯାଇଥିଲେ । ତାଙ୍କ ଫୋନ ସୁଇଚ ଅଫ ଆସିବା ଯୋଗୁ ଘର ଲୋକ ବ୍ୟସ୍ତ ହୋଇ ପଡିଥିଲେ । ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ନ ପାଇବାରୁ କେଦାରଙ୍କ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ…

ଟଳିଗଲା ବଡ଼ ଅଘଟଣ, ପ୍ଲାଟଫର୍ମରୁ ପଛକୁ ଫେରିବା ବେଳେ ପୁରୀ-ଗୁଣପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍

ପୁରୀ: ପୁରୀ ରେଲୱେ ଷ୍ଟେସନରେ ଏକ ବଡ଼ ଅଘଟଣ ଟଳି ଯାଇଛି । ଯାତ୍ରୀଙ୍କୁ ନେଇ ପୁରୀ-ଗୁଣପୁର ଏକ୍ସପ୍ରେସ୍ ପୁରୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଯାତ୍ରୀ ଓହ୍ଲାଇ ଯିବାର କିଛି ସମୟ ପରେ ପଛକୁ ଫେରିବା ସମୟରେ ଲାଇନଚ୍ୟୁତ୍ ହୋଇଛି ପୁରୀ-ଗୁଣପୁର ଏକ୍ସପ୍ରେସ୍ । ସଟିଂ ଲାଇନରେ ୩ଟି ବଗି…

ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଶାସକ-ବିରୋଧୀଙ୍କ ମୁହାଁମୁହିଁ ଭିତରେ ସଜାଗ କଲେ ସୌମ୍ୟ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର ଉଠିଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦ ନେଇ ଗୃହରେ ବହୁତ ଥର ଆଲୋଚନା ହୋଇଛି । ମହାନଦୀ ବିବାଦକୁ ନେଇ 2017ରେ ବାଚସ୍ପତି ପ୍ରଦୀପ ଅମାତଙ୍କ…

ବିଜେଡିର ‘ଜୟ ଜଗନ୍ନାଥ’

ଭୁବନେଶ୍ୱର: ଜୟ ଜଗନ୍ନାଥ। ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ମୁହଁରେ ଏହି ଧ୍ୱନି ଶୋଭା ପାଏ। ସମ୍ବୋଧନ ସମ୍ଭାଷଣଠୁ ଆରମ୍ଭ କରି କୌଣସି ସଭାସମିତିର ଶୁଭାରମ୍ଭ ହେଉ କି ଶେଷ ବହୁ ଜାଗାରେ ଲୋକେ ଜୟ ଜଗନ୍ନାଥ ଧ୍ୱନି ଉଚ୍ଚାରଣ କରନ୍ତି। ତେଣୁ ପ୍ରତେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଜୟ…

ବଢ଼ିଲା ଅଭିନେତ୍ରୀ ତାପସୀଙ୍କ ଅଡୁଆ

ମୁମ୍ବାଇ: ଅଙ୍ଗ ପ୍ରଦର୍ଶନ ପୋଷାକ ସହ ମାଆ ଲକ୍ଷ୍ମୀଙ୍କ ଲକେଟ ପିନ୍ଧିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଡୁଆ ବଢ଼ାଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରିପୁରା ପୋଲିସ ଥାନାରେ ଏ ନେଇ ତାଙ୍କ ବିରୋଧରେ ହିନ୍ଦୁ ରକ୍ଷକ ସଂଗଠନ ମୋକଦ୍ଦମା ରୁଜୁ କରିଛି । ଏହାର ସଂଯୋଗକ ଏକଲବ୍ୟ ଗୌଡ ଏହି ଅଭିଯୋଗ…

ଖରାପ ମାନର ଔଷଧ, ଲାଇସେନ୍ସ ହରାଇବେ ୧୮ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ: ୧୮ଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଔଷଧ ଉତ୍ପାଦନ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବା ସହ ଲାଇସେନ୍ସକୁ ବାତିଲ୍ କରାଯାଇଛି । ୨୬ଟି ଫାର୍ମା କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଆଧାରରେ ଏନଡିଟିଭି ପ୍ରକାଶ କରିଥିବା ଖବର…

ଆଗ୍ରେସିଭ ରାଜ୍ୟ ବିଜେପି, କେନ୍ଦ୍ରର ସହଯୋଗ ମିଳିବ ତ?

ଭୁବନେଶ୍ୱର: ଆକ୍ରମଣତ୍ମକ ମୁଦ୍ରାରେ ରାଜ୍ୟ ବିଜେପି। ନୂଆ ଆଗ୍ରେସିଭ ଟିମକୁ ନେଇ ଆଗାମୀ ସାଧାରଣ ନିର୍ବାଚନରେ ଶାସନକୁ ଆସିବାକୁ ଯୋଜନା କରୁଛି ଦଳ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶାସକ ଦଳ ଉପରେ ଲଗାତର ବର୍ଷି ଚାଲିଛନ୍ତି। ବହୁ ସମ୍ବେଦନଶୀଳ ପ୍ରସଙ୍ଗରେ ଶାସକ ଦଳର ମଙ୍ଗୁଆଳଙ୍କୁ…