Latest Odisha News
Browsing Category

ଫିଚର

କେମିତି ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ? ସିସିଟିଭି ଫୁଟେଜରୁ ମିଳିଲା ଚମକାଇ ଦେଲା ପରି ତଥ୍ୟ

ନୂଆଦିଲ୍ଲୀ: ଖଲିସ୍ଥାନ କଟ୍ଟରପନ୍ଥୀ ଅମ୍ରିତପାଲ ସିଂଙ୍କ ଧରିବା ପାଇଁ ଏବେ ବି ପଞ୍ଜାବ ପୋଲିସ ଜି-ଜାନ ଲଗାଇ ଦେଇଛି । ଇତି ମଧ୍ୟରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରୁ ଅମ୍ରିତପାଲ ସିଂ କେମିତି ପୋଲିସକୁ ଚକମା ଦେଇ ଖସି ପଳାଉଛି ତାହା ସାମ୍ନକୁ ଆସିଛି । ଅମ୍ରିତପାଲ ବ୍ରେଜା…

ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର:ତୀବ୍ରତା ୬.୬

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର । ଏନସିଆରର କେତେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ଏହାକୁ ଅନୁଭବ କରିଛନ୍ତି । ଗତକିଛି ଦିନ ଧରି ଏକାଧିକ ବାର ଭୂକମ୍ପର ଝଟକା ଅନୁଭବ କରିବା ପରେ ଆଜି ଲୋକେ ଭୟଭୀତ ହୋଇ ପଡିଛନ୍ତି । ବେଶ କିଛି…

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ରଖିବା ପରେ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା…

ଲୁଚି ଲୁଚି ଅନ୍ୟ ଦେଶରେ ପୋଲିସ ଥାନା ବସାଉଛି ଚୀନ; ଏହିସବୁ ଦେଶରେ କରୁଛି ଗୁଇନ୍ଦାଗିରି

ବେଜିଂ: ସାରା ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିବା ଲାଗି ଚୀନର ନୂଆ କସରତ । ବିଶ୍ୱର ୫୩ଟି ଦେଶରେ ଚୀନ ଖୋଲିଛି ୧୦୨ଟି ପୋଲିସ ଷ୍ଟେଶନ । ସେପ୍ଟେମ୍ବର ୨୦୨୨ରେ ସ୍ପେନର ନାଗରିକ ଅଧିକାର ସମୂହ ଏକ ରିପୋର୍ଟରେ ଖୁଲାସା କରିଥିଲେ ଯେ ଚୀନ ଏକାଧିକ ଦେଶରେ ଓଭରସିଜ ପୋଲିସ ଷ୍ଟେଶନର ସ୍ଥାପନା…

ନବଙ୍କ ହତ୍ୟାର ତଦନ୍ତ ନେଇ ବର୍ଷିଲେ ନବୀନ, କହିଲେ ‘ହୀନ ରାଜନୀତି କରୁଛନ୍ତି ବିରୋଧୀ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ବିରୋଧୀ ବିଜେପି ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି । ଯାହାକି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ଅପମାନବୋଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି,…

ଅମ୍ରିତପାଲଙ୍କ ରୂପ ଏକ ଚେହେରା ଅନେକ, ପୋଲିସ ଜାରି କଲା ସ୍କେଚ

ଚଣ୍ଡିଗଡ: ୩ ଦିନ ବିତିଯାଇଥିଲେ ମଧ୍ୟ ଉଗ୍ରବାଦୀ ଅମ୍ରିତପାଲକୁ ଧରିବାରେ ପଞ୍ଜାବ ପୋଲିସ ବିଫଳ ହୋଇଛି । ଅମ୍ରିତପାଲ ବେଶ ବଦଳାଇବାରେ ଧୂରନ୍ଧର । ତାର ରୂପ ଏକ ବେଶ ଅନେକ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅମ୍ରିତପାଲର ବିଭିନ୍ନ ସ୍କେଚକୁ ପୋଲିସ ବିମାନବନ୍ଦର, ସୀମା ସୁରକ୍ଷା ବଳ, ସଶସ୍ତ୍ର…

ବିଧାନସଭା ବାହାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ବାହାରେ ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ ଆଇନ୍ ଶୃଙ୍ଖଳା…

ଆସନ୍ତୁ ଜାଣିବା କେଉଁ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ

ମୁମ୍ବାଇ: କ୍ରିକେଟ ଓ ବଲିଉଡର ପ୍ରେମ ସମ୍ପର୍କ ବହୁ ପୂରୁଣା । ବିଶେଷ କରି ବଲିଉଡର ଅଭିନେତ୍ରୀଙ୍କ ପ୍ରେମରେ ଷ୍ଟାର କ୍ରିକେଟର ବାରମ୍ବାର ପଡିଥାନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଅଜୟ ଜାଡେଜା ଓ ମାଧୁରୀ ଦୀକ୍ଷିତଙ୍କ ପ୍ରେମ ସେ ସମ୍ପର୍କରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ…

ଅଭିମାନ କଲେ ଅରୁଣ, କହିଲେ ଚାଷୀ ଓ ଚାଉଳ କଥା କହିବାକୁ ଗୃହରେ ସୁଯୋଗ ମିଳୁନି

ଭୁବନେଶ୍ୱର : ପୁଣିଥିରେ ଫେରିଛି ଚାଉଳ ରାଜିନୀତି ! ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଏହାପରେ ଗଣମାଧ୍ୟମରେ ବଡ଼ ଅଭିମାନଭରା କଣ୍ଠରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ ସମାଲୋଚନା କରିଥିଲେ,…