Latest Odisha News
Browsing Category

ଫିଚର

ଫାଶୀଦଣ୍ଡର ବିକଳ୍ପ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ:ଫାଶୀଦଣ୍ଡର ଆଉ କ’ଣ ବିକଳ୍ପ ରହିଛି ? ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଆଉ କେଉଁ ପଦ୍ଧତି ଲାଗୁ କରାଯାଇ ପାରିବ ? ଅନ୍ୟ ଦେଶମାନଙ୍କରେ ଫାଶୀ ଉଠିଗଲାଣି । ତେଣୁ ଖୁବ ଶୀଘ୍ର ଏହାଉପରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଫାଶୀ ଦଣ୍ଡଠାରୁ ଆଉ କ’ଣ କମ…

ରସୁଣ କେବଳ ଏକ ମସଲା ନୁହେଁ ଔଷଧ ପରି କାମ ଦେଇଥାଏ …ଜାଣନ୍ତୁ

ସାଧାରଣତଃ ରସୁଣକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଏଥିସହ ଔଷଧ ରୂପେ ମଧ୍ୟ ଆମ କାମରେ ଆସିଥାଏ ରସୁଣ । ଖାଦ୍ୟ ଖାଇବା ସମୟରେ ରସୁଣ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାଆନ୍ତି । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ରସୁଣ ଆଣ୍ଟି ବାୟୋଟିକ୍‌ ପରି ସଂକ୍ରମଣଠାରୁ ଆମକୁ ଦୂରରେ…

ଏଥିର ବିଦେଶରୁ ବିଜେପି ପାଇଁ ଭଲ ଖବର, ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ବିଜେପି-ଆରଏସଏସ ଓ ଯୋଗୀଙ୍କୁ ପ୍ରଶଂସା

ଓ୍ୱାଶିଂଟନ: ବ୍ରିଟେନର ବିବିସି, ଆମେରିକାର ନ୍ୟୁୟର୍କ ଟାଇମ୍ସ ଭଳି ବିଦେଶୀ ମିଡିଆର ବାରମ୍ବାର ସମାଲୋଚନାର ଶିକାର ହେଉଥିବା କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏଥର ଭଲ ଖବର ଆସିଛି। ଆମେରିକାର ଅନ୍ୟତମ ପ୍ରମୁଖ ଖବରକାଗଜ 'ଓ୍ୱାଲ ଷ୍ଟ୍ରିଟ୍…

ଅର୍ଚ୍ଚନା ନାଗ ଘରେ ଲାଗିଥିବା ହାର୍ଡଡିସ୍କ କେଉଁଠି? ଡିସିପିଙ୍କୁ ଜବାବ ମାଗିଲା ଇଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି ପୁଣି ସକ୍ରିୟ ହୋଇଛି। କିଛି ଦିନର ନିରବତା ପରେ ଇଡି ସକ୍ରିୟ ହୋଇଛି। ଆଉ ଏଥର ତଦନ୍ତ କମିଶନରେଟ ପୋଲିସରୁ ଆରମ୍ଭ କରିଛି। ଅର୍ଚ୍ଚନା ନାଗଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ କେଉଁଠି ଅଛି ବୋଲି ଜାଣିବାକୁ…

ନକଲି ମସଲା, ଔଷଧ ପରେ ନକଲି ମୋବିଲ୍ କାରଖାନା ଠାବ; ଅଭିଯୁକ୍ତ ଗିରଫ

ରାଉରକେଲା: ରାଜ୍ୟରେ କାୟା ମେଲାଇଲାଣି ବିଭିନ୍ନ ସାମଗ୍ରୀର ନକଲି ସାମଗ୍ରୀ। ନକଲି ମସଲା, ଔଷଧ, ଡିଟରଜେଣ୍ଟ ପାଉଡର ପୂର୍ବରୁ ଜବତ ହୋଇଥିବା ବେଳେ ଏବେ ନକଲି ମୋବିଲ୍ କାରଖାନା ଠାବ ହୋଇଛି। ଏକ ଘରେ ଏହି ନକଲି ମୋବିଲ କାରଖାନା ଚାଲିଥିବା ନେଇ ଖବର ପାଇ ପୋଲିସ ରେଡ୍ କରିବା ପରେ ଏହି…

ବାଲେଶ୍ୱର ବସ୍ତାରେ ବଡ ସେକ୍ସ ରାକେଟର ପର୍ଦ୍ଦାଫାସ: ୧୩ ଗିରଫ, ୮ ମହିଳା ଉଦ୍ଧାର

ବାଲେଶ୍ୱର:  ଦେହ ବ୍ୟବସାୟ ଓ ମହିଳାଙ୍କୁ ଅନୈତିକ ଚାଲାଣ କରୁଥିବା ଏକ ବଡ ରାକେଟର ପର୍ଦ୍ଦାଫାଶ କରିଛି ବାଲେଶ୍ବର ପୋଲିସ। ପୋଲିସ ୧୩ ଜଣଙ୍କୁ ଗିରଫ କରିବା ସହ ୮ ଜଣ ମହିଳାଙ୍କୁ ଉଦ୍ଧାର କରିଛି। ପଶ୍ଚିମବଙ୍ଗର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଓଡ଼ିଶାକୁ ଚାଲାଣ ହେଉଥିବା ଜଣେ ମହିଳାଙ୍କୁ…

ବଜାର ଭିତରେ ମହୁମାଛି ଆକ୍ରମଣ, ୫୦ରୁ ଅଧିକ ଆହତ

ନୂଆପଡା: ଖରିଆର ବ୍ଲକ ଅନ୍ତର୍ଗତ ଦୋହେଲାପଡା ଗାଁରେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁୟାୟୀ, ସାପ୍ତାହିକ ହାଟରେ ଗହଳି ଲାଗିଥିବା ବେଳେ ମହୁମାଛିମାନେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ମହୁମାଛିଙ୍କ ହାବୁଡ଼ରେ…

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଧାର୍ଯ୍ୟ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାକୁ ଦୁଇ ମାସ ପୂରଣ ହେବାକୁ ଯାଉଛି। ଅଭିଯୁକ୍ତ ଗୋପାଳ ଦାସକୁ ଛାଡିଦେଲେ ତଦନ୍ତକାରୀ ଟିମ୍ ଅନ୍ୟ କଣ ପଦକ୍ଷେପ ନେଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି। ସେହିପରି ଏଡିଜି ଅରୁଣ ବୋଥ୍ରାଙ୍କ ଭଳି ଦକ୍ଷ ଅଫିସର ତଦନ୍ତ କରୁଥିଲେ ମଧ୍ୟ କାହିଁକି…

ରୋଷେଇ ସିଲିଣ୍ଡର ଫାଟି ନବଜାତ ଶିଶୁର ମୃତ୍ୟୁ, ୪ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟସ୍ଥ ମିର୍ଜାପୁରଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଏଲପିଜି ସିଲିଣ୍ଡର ବିସ୍ଫୋରଣରେ ଜଣେ ୪୦ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶେଖ ଭାଲୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଅଘଟଣ ଘଟିଛି। ସନ୍ଧ୍ୟାରେ ପତ୍ନୀ…

କୋଇଡା ବିଡିଓଙ୍କ ବଦଳି ଦାବି, ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଅବରୋଧ

କୋଇଡା: ସରକାରୀ ଅଫିସରଙ୍କ ବ୍ୟବହାର ଏବଂ ବଢୁଥିବା ପ୍ରଭାବ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଆଉ ଏହାକୁ ନେଇ ଦେଖାଦେଇଥିବା ଅସନ୍ତୋଷକୁ ରାଜ୍ୟ ସରକାରଙ୍କ ନିକଟରେ ରଖିଛନ୍ତି ବିରୋଧୀ ଦଳ। କୋଇଡା ବିଡିଓଙ୍କୁ ବଦଳି କରିବାକୁ ସ୍ଥାନୀୟ ଲୋକେ ଦାବି କରି ପ୍ରତିବାଦ କରି କରୁଥିବା…