Latest Odisha News

BREAKING NEWS

Browsing Category

ଫିଚର

ଡାଏଟମ୍‌ ଟେଷ୍ଟ୍ ରିପୋର୍ଟ ବି କହୁଛି ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ, ଭିସେରା ରିପୋର୍ଟକୁ ପୋଲିସର ଅପେକ୍ଷା

ସମ୍ବଲପୁର : ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲାରେ ଶନିବାର ଆସିଛି ଡାଏଟମ୍‌ ଟେଷ୍ଟ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟ ଭଳି ଡାଏଟମ୍‌ ଟେଷ୍ଟ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି । ଅର୍ଥାତ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି…

ଅନ୍ତ୍ୟେଷ୍ଟି କ୍ରିୟାରେ ବାପାଙ୍କ ମୁଖରେ ଗଙ୍ଗା ଜଳ ବଦଳରେ ମଦ ଢ଼ାଳିଲା ପୁଅ

ସମ୍ଭଳ: ମୃତ୍ୟୁ ପୂର୍ବରୁ ପୁଅ ହାତରୁ ଗଙ୍ଗଜଳ ପାଇବା ସବୁ ବାପାମାଆଙ୍କ ଇଚ୍ଛା ଥାଏ । ତେବେ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସମ୍ଭଳରେ ବାପାଙ୍କ ମୃତ୍ୟୁ ପରେ ପୁଅ ଗଙ୍ଗା ଜଳ ବଦଳରେ ମଦ ପିଆଇ ଚର୍ଚ୍ଚାକୁ ଆସିଛି । ଗୁଲାବ ସିଂଙ୍କ ପୁଅ ବଂଟି କହିବା ଅନୁସାରେ ହୋଲି ଦିନ ବାପା…

ନିର୍ବାଚନ ଗଣିତ ବିଗାଡିବ କି ନବଙ୍କ ହତ୍ୟା ?

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଶାସକ ଦଳ ମଧ୍ୟରେ ଲଢେ଼ଇ ତୀବ୍ରତର ହେଉଛି। ବିରୋଧୀ ଦଳର ପ୍ରମୁଖ ନେତାମାନେ ଏହି ହତ୍ୟାକାଣ୍ଡ ପାଇଁ ସିଧାସଳଖ ଶାସକ ଦଳର ମୁଖିଆ ମାନଙ୍କୁ ଦାୟୀ କରିବା ସହ କାଠଗଡାକୁ ଟାଣିଛନ୍ତି। ଏପରିକି ଲଗାତର ଏହି ପ୍ରକ୍ରିୟା ଜାରି ରହିଛି। ବିରୋଧୀ…

ରାଗି କରି ପ୍ରଶଂସକଙ୍କୁ ପିଟି ପକାଇଲେ କ୍ରିକେଟର ଶକୀବ ଉଲ ହାସନ

ଢ଼ାକା: ବାଂଲାଦେଶ କ୍ରିକେଟର ଶକୀବ ଉଲ ହାସନଙ୍କ କ୍ରୋଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଥୀ ଖେଳାଳି, ଅମ୍ପାୟର ପରେ ଏବେ ପ୍ରଶଂସକଙ୍କ ଉପରେ ସେ ବିରକ୍ତ ହେବା ଘଟଣା ସମ୍ମୁଖକୁ ଆସିଛି । ଶକୀବ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ । ଭୀଡକୁ…

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଲୋମଟାଙ୍କୁରା ବୟାନ; ବାପା କରୁଥୁଲେ ଯୌନଶୋଷଣ

ନୂଆଦିଲ୍ଲୀ : ପିଲାବେଳେ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ଏକଥା ନିଜେ କହିଛନ୍ତି, ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ସ୍ୱାତୀ କହିଛନ୍ତି, ମୋ ପିଲାବେଳେ ମୋ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ସେ ଯେବେବି ଘରକୁ ଆସୁଥିଲେ, ମୁଁ ଡରି ଯାଉଥିଲି, ଭୟରେ ଶେଜ…

ସତ୍ୟବାଦୀରେ ଏଥର ଉମା ନା ସଞ୍ଜୟ ?

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ଏଥର ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି ମାଟି ସବୁବେଳେ ଟ୍ରେଣ୍ଡରୁ ବାହାରକୁ ଯାଇ ନିଷ୍ପତ୍ତି ଶୁଣାଇଛି।…

ବନ୍ଦ ହୋଇଗଲା ଆମେରିକାର ସିଲିକନ ଭ୍ୟାଲୀ ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ୧୬ତମ ବଡ ବ୍ୟାଙ୍କ ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହୋଇଯାଇଛି । କ୍ୟାଲିଫୋର୍ଣ୍ଣିୟାର ଡିପାର୍ଟମେଂଟ ଅଫ ଫାଇନାନ୍ସିଆଲ ପ୍ରୋଟେକ୍ସନ ଓ ଇନୋଭେଶନ ପକ୍ଷରୁ ବ୍ୟାଙ୍ଗ ରେଗୁଲେଟର୍ସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଛି । ଆମେରିକା ଇତିହାସରେ ୨୦୦୮ ପରେ…

ତିହାରରୁ ସିସୋଦିଆଙ୍କ ତୀର! କଏଦ କରି କଷ୍ଟ ଦେଇ ପାରନ୍ତି କିନ୍ତୁ ମୋ ମନୋବଳ ଭାଙ୍ଗିବନି

ନୂଆଦିଲ୍ଲୀ : ତିହାର ଜେଲରେ ଥାଇ ବି ଜୋଶଭରା ଅନ୍ଦାଜରେ ବୟାନ ରଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଜରିଆରେ ସାହେବ ସମ୍ବୋଧନ ସହ ସିସୋଦିଆ କହିଛନ୍ତି, ଜେଲରେ ମୋତେ ପୁରାଇ ମୋତେ କଷ୍ଟ ଦେଇ ପାରନ୍ତି କିନ୍ତୁ ମୋର ମନୋବଳ ଭାଙ୍ଗି…

ଚତୁର୍ଥ କ୍ରିକେଟ ଟେଷ୍ଟ: ଭାରତର ଦୃଢ଼ ଜବାବ, ୨୮୯/୩

ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୮୦ ରନ ଜବାବରେ ଭାରତ ଦୃଢ଼ ଜବାବ ଦେଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୩ ୱିକେଟ ବିନିମୟରେ ୨୮୯ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ…

ଡରାଇଲାଣି H3N2 ! ରାଜ୍ୟରେ ୫୯ ଆକ୍ରାନ୍ତ ଚିହ୍ନଟ, ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: କୋଭିଡ୍‌ ଭୟ ମନରୁ ଯାଇ ନଥିବାବେଳେ ବର୍ତ୍ତମାନ ଡରାଇଲାଣି H3N2 ଇନଫ୍ଲୁଏଞ୍ଜା। ତେଣୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କୋଭିଡ ବିରୋଧୀ ୫ଟି ସୂତ୍ରୀ ନିୟମ ପାଳନ କରିବାକୁ…