Latest Odisha News

BREAKING NEWS

Browsing Category

ଫିଚର

ସଫ୍ଟବଲ ଚାମ୍ପିୟନଶିପ ଉଦଯାପିତ: ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ, ମହିଳାରେ ମହାରାଷ୍ଟ୍ର ଚାମ୍ପିୟନ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ୪୪ତମ ସର୍ବ ଭାରତୀୟ ସଫ୍ଟ ବଲ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ମହିଳା ବିଭାଗରେ ମହାରାଷ୍ଟ୍ର ଓ ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛନ୍ତି । ୨ଟି ଯାକ ବିଭାଗରେ ପଞ୍ଜାବ ଟିମ ରନର୍ସଅପ ହୋଇଛି । ବାଳକ ବିଭାଗ ଫାଇନାଲରେ…

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଏବେ ଅଧିକ ଶୀଘ୍ର ହୋଇଯିବ: ହାଇକୋର୍ଟ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଦାୟର ହୋଇଥିବା ପିଆଇଏଲ ବା ଜନସ୍ବାର୍ଥ ମାମଲାରେ ହାଇକୋର୍ଟ କହିଛନ୍ତି, ଏବେ ତଦନ୍ତକୁ ମାତ୍ର ୧୧ ଦିନ ହୋଇଛି। ତେଣୁ ଏବେ କେନ୍ଦ୍ରୀୟ ତଦନ୍ତ ନିର୍ଦ୍ଦେଶ ଦେବା ଅତି ଶୀଘ୍ର ହୋଇଯିବ। ଭାରତୀୟ ବିକାଶ ପରିଷଦ ଦ୍ୱାରା ଦାୟର ହୋଇଥିବା ଜନସ୍ୱାର୍ଥ…

ସଂସଦରେ ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରା ପଡ଼ିଲେ ସାଂସଦ, ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସଂସଦରେ ବିତର୍କ ଚାଲିଥିଲା କିନ୍ତୁ ସାଂସଦ ମହାଶୟ ଅଶ୍ଲୀଳ ଭିଡିଓ ଦେଖିବାରେ ବ୍ୟସ୍ତ ଥିଲେ । ଆଉ ଯାହା କ୍ୟାମେରାରେ କଏଦ ପରେ ସାଂସଦଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଇସ୍ତଫା ଦେବା ସହ ସାଂସଦ ଜଣଙ୍କୁ ଅନ୍ୟ ସାଥୀ ସାଂସଦଙ୍କ ଠାରୁ କଡ଼ା ସମାଲୋଚନା ଶୁଣିଛନ୍ତି । ଏ ଘଟଣା…

ଖସିଲେ ଆଦାନୀ, ୧୦ ଧନୀ ତାଲିକାକୁ ଏଣ୍ଟ୍ରି ମାରିଲେ ଅମ୍ବାନୀ

ନୂଆଦିଲ୍ଲୀ:ଖସିଲେ ଅଦାନୀ, ଉଠିଲେ ଅମ୍ବାନୀ । ଧନୀ ତାଲିକାରେ ଗୌତମ ଆଦାନୀ ଯେତିକି ଯେତିକି ଖସିବାରେ ଲାଗିଛନ୍ତି, ମୁକେଶ ଅମ୍ବାନୀ ସେତିକି ଉଠିବାରେ ଲାଗିଛନ୍ତି । ପୁଣି ଥରେ ବିଶ୍ୱ ଧନୀ ତାଲିକାର ୧୦ ଧନୀଙ୍କ ତାଲିକାକୁ ଏଣ୍ଟ୍ରି ମାରିଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ।…

କୋଟିଆରେ ପୁଣି ପଶିଲା ଆନ୍ଧ୍ର, ଲୋକଙ୍କୁ ଯୋଜନା ବିଷୟରେ କହିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା ଜନସଭା କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଜନସଭା କରି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି ପି. ରାଜନ୍ନ ଦୋରା । ତେବେ ଏହା…

ସାରା ଦେଶ ଦେଖୁଛି, ଏକୁଟିଆ ଜଣେ କେତେ ଲୋକଙ୍କ ପାଇଁ ଭାରି ପଡୁଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରାଜ୍ୟସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି  ମୋଦି କହିଛନ୍ତି, ଆଜି ସାରା ଦେଶ ଦେଖୁଛି, ଜଣେ ଏକୁଟିଆ କେତେ ଲୋକଙ୍କ ଉପରେ…

ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଆସାମରୁ ଗିରଫ କଲା STF

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫ୍ ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଗିରଫ ଜଣଙ୍କ ସଲିମ ଅହମ୍ମଦ ଘର ମଣିପୁରର ଇମ୍ଫାଲରେ । ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।…

ଆଉ ୨ ଦିନ ଘନ କୁହୁଡ଼ି, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୋର୍ ସମୟରେ ଘନ କୁହୁଡ଼ି ଦେଖା ଯାଉଛି । ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ବେଆଇନ ଗିରଫଦାରୀ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି, ଆଇଆଇସି 

କଟକ:ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି  ଓ ଟାଉନ ଥାନା ଆଇଆଇସି । ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବେଆଇନ ଗିରଫଦାରୀ ଅଭିଯୋଗ ନେଇ ଦାୟର ମାମଲାରେ କୋରାପୁଟ ଡିଏସପି ଓ ଟାଉନ ଥାନା ଅଧିକାରୀଙ୍କୁ ହାଜର ହେବା ପାଇଁ କୁହାଯାଇଛି ।…

ବାପାଙ୍କ କଥା ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ନବ ଦାସଙ୍କ ଝିଅ ଦୀପାଳି

ଝାରସୁଗୁଡା: ‘ଯେତେବେଳେ ଷ୍ଟେଜ ଉପରକୁ ଆସୁଥିଲି, କିଛି କହୁଥିଲି,  ସବୁବେଳେ ବାପା  ମୋ ପଛରେ ବସି ମୋତେ ହାତ ଦେଖାଇ ଉତ୍ସାହିତ କରୁଥିଲେ । ହେଲେ ଆଜି ମୁଁ କହୁଛି, କିନ୍ତୁ ପଛରେ ନାହାନ୍ତି…’ଶ୍ରଦ୍ଧାଞ୍ଜଳି ସଭାରେ ବାପାଙ୍କୁ ମନେ ପକାଇ କାନ୍ଦି ପକେଇେଲ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ…