Latest Odisha News

BREAKING NEWS

Browsing Category

ଫିଚର

ଆଠଗଡ ବନ ବିଭାଗ ହେପାଜତ ମୃତ୍ୟୁ ଘଟଣା, ଗିରଫ ୬ ବନ କର୍ମଚାରୀ ହେବେ ନିଲମ୍ବିତ

କଟକ: ହାତୀ ହତ୍ୟାକାରୀ ଭାବି ଜେରା କରିବା ବେଳେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ବନକର୍ମଚାରୀ ଚାକିରିରୁ ନିଲମ୍ବନ କରାଯିବ। ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ନିଲମ୍ବିତ ହେବେ। ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି।…

ଗୋପାଳର ଆଜି ହେଲା ପଲିଗ୍ରାଫ ଟେଷ୍ଟ, ଆସନ୍ତାକାଲି ନାର୍କୋ ଟେଷ୍ଟ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ଆଜି ପଲିଗ୍ରାଫ ଟେଷ୍ଟ ହୋଇଛି। ଆସନ୍ତାକାଲି ନାର୍କୋ ଟେଷ୍ଟ ହେବ। ଗୁଜରାଟ ଗାନ୍ଧୀନଗରରେ ଥିବା ଏସଏଫଏସଏଲରେ ଏହି ପରୀକ୍ଷା ହୋଇଛି ବୋଲି ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ଏହି ସୂଚନା ଦେଇଛି। ଗତକାଲି…

ଭାରତ, ଇରାନ, ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଲା ଆଇଏସ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଖୋରାସନ) ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଇଛି । ଏହି ଆତଙ୍କବାଦୀ ସଂଗଠନ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ ଦେଶ ମଧ୍ୟରେ ସର୍ମ୍ପକକୁ ଦୁର୍ବଳ କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର…

ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ନୂଆ ରାଜ୍ୟ ସୂଚନା କମିଶନର ନିଯୁକ୍ତ

ଭୁୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ନୂଆ ରାଜ୍ୟ ସୂଚନା କମିଶନର ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ରାଜ୍ୟର ଦୈନିକ ଖବରକାଗଜ 'ସମାଜ'ରୁ ସେ ଅବସର ଗ୍ରହଣ…

ସୂର୍ଯ୍ୟକୁମାରଙ୍କ ଆଉ ଏକ କୀର୍ତିମାନ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ସୂର୍ଯ୍ୟକୁମାର ଯାଦବ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୩୦ ବର୍ଷରୁ ଅଧିକ ବୟସରେ ସେ ପ୍ରଥମ ଖେଳାଳି ଭାବେ କ୍ରିକେଟର ୩ଟି ଫର୍ମାଟରେ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ୩୨ ବର୍ଷ ୧୪୮ ଦିନରେ ସେ ପ୍ରଥମ ଟେଷ୍ଟ ଖେଳିଛନ୍ତି । ସେ ୩୦ ବର୍ଷ…

ଢେଙ୍କାନାଳରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ପ୍ରଭାବ ପଡ଼ିବ ନାହିଁ: ବିଜେଡି ବିଧାୟକ

ଭୁବନେଶ୍ୱର: ଦୁଇ ଥରର ରାଜ୍ୟସଭା ସାଂସଦ, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢ଼ିବେ। ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେବା ବେଳେ ନିଜେ ନିର୍ବାଚନ ଲଢ଼ିବେ ବୋଲି କହିବା ପରେ ସେ ଏବେ କେଉଁଠୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଟ୍ଟା…

ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର

ଝାରସୁଗୁଡ଼ା: ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ମନ ଖୋଲି ହସୁଛି । ମନ୍ତ୍ରୀ ନବଙ୍କୁ ମାରିବା ପରେ ବି ଗୋପାଳ ମନରେ ପଶ୍ଚାତାପର ଚିହ୍ନ ବର୍ଣ୍ଣ ନାହିଁ । ଅନ୍ୟପଟେ ନବଙ୍କୁ ହରାଇ ଭାଙ୍ଗି ପଡ଼ିଛି ପରିବାର । ପରିବାର…

‘ନବ ଦାସଙ୍କ ଦ୍ୱାଦଶାହ ସଭା ନାଁରେ ବିଜେଡି ରାଜନୈତିକ ସମାବେଶ କରିଛି’

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତାଙ୍କ ନାପସନ୍ଦ। ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସମାବେଶ ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ଏହା ଏକ ଦଳୀୟ ସମାବେଶ ବୋଲି ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର…

ଅଷ୍ଟ୍ରେଲିଆ ୧୭୭, ଭାରତ ୭୭/୧

ନାଗପୁର:ଗାଭାସ୍କର-ବର୍ଡର ସିରିଜରେ ପ୍ରଥମ କ୍ରିକେଟ ଟେଷ୍ଟ ନାଗପୁରରେ ଆଜିଠାରୁ ଆରମ୍ଭ ହୋଇଛି । ପୂର୍ବରୁ ଯାହା ଆଶା କରାଯାଉଥିଲା ସେୟା ପ୍ରମାଣିତ ହୋଇଛି । ସ୍ପିନକୁ ସୁହାଉଥିବା ପିଚରେ ଅଷ୍ଟ୍ରେଲିଆ ଅସହାୟ ଅବସ୍ଥାରେ ୧୭୭ ରନରେ ଅଲଆଉଟ ହୋଇଯାଇଛି । ରବୀନ୍ଦ୍ର ଜାଡେଜା ୫ଟି ଓ ରବିଚନ୍ଦ୍ରନ…

ତିର୍ତ୍ତୋଲ ବିଧାୟକଙ୍କ ସହ ଭାଇରାଲ ହେଉଥିବା ଏ ମହିଳା ଜଣଙ୍କ ପୁଣି କିଏ?

ଜଗତସିଂହପୁର: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ପ୍ରେମିକା ସୋମାଲିକାଙ୍କୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିବା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅଙ୍କର ଆଉ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ବିଧାୟକ ଏବଂ ଅନ୍ୟ ଜଣେ ଯୁବତୀ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଦେଖିବାକୁ…