Latest Odisha News

BREAKING NEWS

Browsing Category

ଫିଚର

ପାନ୍-ଆଧାର ସଂଯୋଗର ଡେଡ ଲାଇନ ଘୋଷଣା କଲେ ସରକାର, ନ କଲେ ଅକାମୀ ହୋଇଯିବ ପାନ୍

ନୂଆଦିଲ୍ଲୀ: ପାନ-ଆଧାର ସଂଯୋଗ କରିବାକୁ ସରକାର ବାଧ୍ୟତାମୂଳକ କରି ଦେଇଛନ୍ତି । ଏଥିପାଇଁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଡେଡ ଲାଇନ ଦେଇଛନ୍ତି । ମୋଟ ୬୧ କୋଟି ପାନରୁ ୪୮ କୋଟି ପାନ ଆଧାର କାର୍ଡ ସହ ଲିଙ୍କ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆଧାର-ପାନ ସଂଯୋଗ ନ ହେବ ତେବେ କାରବାର…

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ୫ ନୂଆ ବିଚାରପତି ଆଜି ଶପଥ ନେଇଛନ୍ତି । ଏହି ୫ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା ।  ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪  । ରାଜସ୍ଥାନ, ପାଟନା, ମଣିପୁର ଉଚ୍ଚନ୍ୟାୟାଳୟର ତିନି ମୁଖ୍ୟ ବିଚାରପତି…

ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା

ନୂଆଦିଲ୍ଲୀ : ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା । ସୁରକ୍ଷିତ ବସବାସ କରି ପାରିବେ ଲୋକେ । ଏଥିସହ ଅମ୍ଲଜାନ ଓ ଜଳ ଗଚ୍ଛିତ ରହିଥିବା ସୂଚନା । ଆରବପତି ଏଲୋନ୍ ମସ୍କ ଚାହୁଁଛନ୍ତି ଯେ ୨୦୫୦ ସୁଦ୍ଧା ଲୋକମାନେ ପୃଥିବୀ ପରି ଅନ୍ୟ ଏକ ଗ୍ରହରେ ଜୀବନ ଅତିବାହିତ କରନ୍ତୁ  । ତେବେ…

ଭୟଙ୍କର ଭୂମିକମ୍ପରେ ଥରିଲା ତୁର୍କି ଓ ସିରିଆ; ମୃତ୍ୟୁ ସଂଖ୍ୟା ୯୦ ଟପିଲା

ଇସ୍ତାନବୁଲ: ତୁର୍କି ଏବଂ ସିରିଆରେ ଭୟଙ୍କର ଭୂମିକମ୍ପ । ଥରେ ନୁହେଁ ଦୁଇ ଦୁଇ ଥର ଝଟକାରେ ଥରି ଯାଇଛି ତୁ୍ର୍କି ଓ ସିରିଆ। ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ସରକାରୀ ସୂତ୍ର ଅନୁଯାୟୀ, ଏବେ ସୁଦ୍ଧା ତୁର୍କିରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସିରିଆରେ ୪୨ ଜଣଙ୍କ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଲା ବୋମା, ୩ ଗୁରୁତର

ବରମୁଣ୍ଡା : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ରାତି ଅଧରେ ଫୁଟିଲ ବୋମା। ଏହି ବିସ୍ଫୋରଣରେ ୩ଜଣ ଗୁରୁତର । ଖାଦ୍ୟକୁ ନେଇ ବଚସା ହେବାରୁ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି…

ସରିଲା ଖଣ୍ଡଗିରି ମେଳା, ମେଲାଣି ନେଲେ ସାଧୁସନ୍ଥ

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ ସରିବା…

କର୍କଟ ରୋଗ ଦୂର କରିଥାଏ ଖଜୁରୀ….ଏକ ସପ୍ତାହ ଖାଅନ୍ତୁ ୩ଟି ଲେଖାଏଁ ଖଜୁରୀ  

ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ସଚେତନ ରହିଥାଆନ୍ତି । ତେଣୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ଫଳ ଖାଇଥାଉ । ସେଥି ମଧ୍ୟରୁ ଖଜୁରୀ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଖଜୁରୀକୁ ପୁରାତନ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କିମ୍ବା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା।…

ମୁଶରଫଙ୍କ ବିୟୋଗ, ଶଶୀ ଥରୁର କହିଲେ ‘ସେ ଥିଲେ ଶାନ୍ତିର ଦୂତ’; ବର୍ଷିଲେ ବିଜେପି ନେତା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ଜେନେରାଲ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୁଶରଫଙ୍କ ମୃତ୍ୟୁ ପରେ କଂଗ୍ରେସ ନେତା ଶଶି ଥରୁରଙ୍କ ଏକ…

ଘରେ ଘରେ କାଶ, ଜ୍ୱର; ପୂର୍ବବର୍ଷ ତୁଳନାରେ ବଢ଼ିଛି ପୀଡ଼ିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଭାଇରାଲ ଫିଭର। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡ ବିନ୍ଧା ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ…

ଗାଁ ଗାଁରେ ତେଲେଙ୍ଗାନା ମଡେଲ ପହଞ୍ଚିବ, ବହୁ ନେତା ଦଳରେ ଯୋଗେଦେବେ: ବିଆରଏସ

ଭୁବନେଶ୍ୱର: ଓଡିଶାରେ ଭାରତ ରାଷ୍ଟ୍ର ସମିତି ସରକାର ଗଢ଼ିବ। ଏଭଳି ଦାବି କରି ଭାରତ ରାଷ୍ଟ୍ର ସମିତିର ଓଡ଼ିଶା ଶାଖାରେ ଯୋଗ ଦେଇଛନ୍ତି ବୋଲି ଏବେ ଯୋଗ ଦେଇଥିବା ନୂଆ ନେତାମାନେ କହିଛନ୍ତି। ଅପରପକ୍ଷରେ ବିଜେଡି, ବିଜେପି ଓ କଂଗ୍ରସରେ ଅଣଦେଖା ହୋଇ ରହିଥିବା ପୁରୁଖା ନେତା ଖୁବଶୀଘ୍ର…