Latest Odisha News

BREAKING NEWS

Browsing Category

ଫିଚର

ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏପରିକି ଘରୋଇ ଗ୍ରାଉଣ୍ଡ, ପ୍ରତିକୂଳ ପାଗ ଏବଂ ବିପୁଳ ସମର୍ଥନ ସତ୍ତ୍ୱେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନଥିଲା ଭାରତ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍…

ନମାଜ ସରୁ ସରୁ ବୋମାମାଡ଼ରେ ଥରିଲା ମସଜିଦ୍, ୨୫ ମୃତ

କରାଚି: ପାକିସ୍ତାନର ପେଶାୱରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ମସଜିଦ ଭିତରେ ହୋଇଥିବା ଆକ୍ରମଣରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମଧ୍ୟାହ୍ନ ନମାଜ ପରେ ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ପେଶାୱରର ମସଜିଦରେ ଏହି ଆକ୍ରମଣ…

ମେକ୍ସିକୋର ନାଇଟ କ୍ଲବରେ ଗୁଳିକାଣ୍ଡ, ୮ ମୃତ

ବ୍ୟୁରୋ : ଉତ୍ତର ଆମେରିକାର ଉତ୍ତର ମେକ୍ସିକୋର ଜେରେଜ ସହରର ଏକ ନାଇଟୀ କ୍ଲବରେ ହୋଇଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡ ରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନାଇଟ୍ କ୍ଲବର କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତର ମେକ୍ସିକୋ…

ମନ୍ଦିର ନ ଥିବା ଗାଁ; ମନ୍ଦିର ତିଆରି କଲେ ହୁଏ ଆକସ୍ମିକ ମୃତ୍ୟୁ

ବିହାର: ସିୱାନ୍ ଜିଲ୍ଲା ଅନ୍ତର୍ଗତ ସୁରଭୀର ଗ୍ରାମରେ ରହିଛି ଏକ ରହସ୍ୟମୟ କଥା । ଏହା ହେଉଛି ଏମିତି ଏକ ଗାଁ, ଯେଉଁଠାରେ ଗୋଟିଏ ବି ମନ୍ଦିର ନାହିଁ। ଏଠାରେ ଥିବା ଦେବାଦେବୀମାନେ ଖୋଲା ଆକାଶ ତଳେ ଅଛନ୍ତି। ଗାଁରେ ଯେଉଁମାନେ ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରିନ୍ତି ସେମାନଙ୍କର ରହସ୍ୟମୟ…

ସଙ୍ଗୀତ କନସର୍ଟ ବେଳେ କୈଳାଶ ଖେରଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ସଙ୍ଗୀତ କନସର୍ ଗାୟକ କୈଳାଶ ଖେରଙ୍କ ଉପରେ ଆକ୍ରମଣ କରାଯାଇଛି। କର୍ଣ୍ଣାଟକରେ ଚାଲିଥିବା ହାମ୍ପି ମହୋତ୍ସବରେ ଏହି ଘଟଣା ଘଟିଥିଲା । ଏହି ହାମ୍ପି ମହୋତ୍ସବରେ ସିନେମା ଜଗତର ଅନେକ କଳାକାର ଯୋଗ ଦେଇଥିଲେ  । ହାମ୍ପି ମହୋତ୍ସବ ଜାନୁଆରୀ ୨୭ ରୁ ୨୯ ପର୍ଯ୍ୟନ୍ତ…

ତୁଟିଲା ଦାମ୍ପତ୍ୟ କଳହ; ଏକାଠି ହେବେ ହ୍ୟୁମାନ-ଶ୍ରେୟା

କଟକ: ତୁଟିଲା ଦାମ୍ପତ୍ୟ କଳହ । ଅନ୍ତହେଲା  ମନୋମାଳନ୍ୟ । ଏକାଠି ହେଲେ ହ୍ୟୁମାନ ସାଗର ଓ ଶ୍ରେୟା । ଏଣିକି ଏକାଠି ରହିବେ ଗାୟକ ଦମ୍ପତି । ଆଉ କିଛି ଦିନ ପରେ ଶାଶୂ ଘରକୁ ଫେରିବେ ଶ୍ରେୟା । ଏମିତି ସୂଚନା ଦେଇଛନ୍ତି ହ୍ୟୁମାନଙ୍କ ମା’ । ଆଜି ହ୍ୟୁମାନ ସାଗର ଓ ଶ୍ରେୟା ମହିଳା ଥାନାରେ…

ଲୁଣ କେଜି ୩୫ ହଜାର

ବ୍ୟୁରୋ : ଆପଣମାନେ ସସସ୍ତେ ଜାଣିଥିବେ ଦୁନିଆର ଏମିତି କିଛି ଖାଦ୍ୟ ନାହିଁ ଯାହା ବିନା ଲୁଣରେ ପ୍ରସ୍ତୁତ କରାଯାଏ । ସେଥିପାଇଁ କଥାରେ ଅଛି ରୋଷେଇ ଘରେ ଲୁଣର ସ୍ଥାନ କିଛି ସ୍ବତନ୍ତ୍ର ।  କାରଣ ଏହା ଉପରେ ଖାଦ୍ୟର ସ୍ବାଦ ନିର୍ଭର କରିଥାଏ ।  ଆଉ ଏକଥା ବି ଜାଣିଥିବେ ଯେ, ଏବେ ମାର୍କେଟରେ…

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ…

୨୬ ହଜାର ଆଇସକ୍ରିମ୍ ଷ୍ଟିକରେ ରଙ୍ଗୋଲି ଆଙ୍କି ରେକର୍ଡ କଲେ ମା’-ଝିଅ

ହିନ୍ଦୁ ଧର୍ମରେ ଘର ଅଗଣାରେ ରଙ୍ଗୋଲି କରିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ରଙ୍ଗୋଲି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର କଳାକୃତି ଯାହା ବିଭିନ୍ନ ରଙ୍ଗ ଏବଂ ଆକୃତିରେ ତିଆରି ହୋଇପାରିବ । ଆଜିକାଲି କୈାଣସି ବିଶେଷ ଉତ୍ସବରେ ସାଧାରଣତଃ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ…

ବକ୍ସ ଅଫିସରେ ଧମାଲ୍‌ କଲା ପଠାନ୍‌, ୫ ଦିନରେ ୫୦୦ କୋଟି ପାର୍‌

ନୂଆଦିଲ୍ଲୀ : ଶାହରୁଖାନଙ୍କ ଦମ୍‌ଦାର ରିଟର୍ଣ୍ଣ  । ବକ୍ସ ଅଫିସରେ କିଙ୍ଗଖାନ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌  ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ୪ ବର୍ଷ ପରେ କିଙ୍ଗଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି ।…