Latest Odisha News

BREAKING NEWS

Browsing Category

ଫିଚର

କାର୍ତିକ ଆର୍ଯ୍ୟନଙ୍କ ଶେହଜାଦାର ଘୁଂଚିଲା ରିଲିଜ ଡେଟ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପଠାନ ଭଲ ବ୍ୟବସାୟ କରୁଥିବରୁ କାର୍ତିକ ଆର୍ଯ୍ୟନ ଏବଂ ଶେହଜାଦର ମେକର୍ସ ବୁଦ୍ଧିମାନର ପଦକ୍ଷେପ ଗ୍ରହଣ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶେହଜାଦାକୁ ଆଉ ସପ୍ତାହ ପରେ ରିଲିଜ କରିବା ପାଇଁ ମେକର୍ସ ନିଷ୍ପତି ନେଇଛନ୍ତି । ଫେବୃୟାରୀ…

ସୂଚନା ଯୁଦ୍ଧ ଲଢ଼ୁଛି ବିବିସି: ମୋଦୀଙ୍କ ଉପରେ ଡକ୍ୟୁମେଣ୍ଟାରୀକୁ ଋଷର ସମାଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର  ଡକ୍ୟୁମେଣ୍ଟାରି ରିପୋର୍ଟକୁ ଋଷର ସମାଲୋଚନା। ବିବିସି ସୂଚନା ଯୁଦ୍ଧ ଲଢୁଛି ବୋଲି କହିଲେ ଋଷ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମାରିଆ ଜାଖାରୋଭା। ଏନେଇ ସେ କହିଛନ୍ତି  “ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ ବିବିସି…

ଖୁବ ଶୀଘ୍ର ପଠାନ ୨

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ୪ ବର୍ଷ ପରେ ସିଲଭର ସ୍କ୍ରିନକୁ ପଠାନ ମାଧ୍ୟମରେ ପ୍ରତ୍ୟାବର୍ତନ କରିଥିଲେ । ଏହା ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ପରେ ସିଦ୍ଧାର୍ଥ ଆନନ୍ଦ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରିଥିବାରୁ ଖୁବ ଶୀଘ୍ର ପଠାନ ୨ ଉପରେ କାମ ଆରମ୍ଭ ହେବ…

ଗିରଫ ପରେ ଚାକିରିରୁ ବିଦା ହେଲେ ଏଏସ୍ଆଇ ଗୋପାଳ ଦାସ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଏଏସ୍ଆଇ ଗୋପାଳ ଦାସଙ୍କୁ ଚାକିରିରୁ ବିଦା କରାଯାଇଛି । କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରିବା ପରେ ଚାକିରିରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଏଏସଆଇ ଗୋପାଳ ଦାସ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗତକାଲି…

ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ, ଆସନ୍ତାକାଲି ଦଣ୍ଡ ଦେବେ କୋର୍ଟ

ଗାନ୍ଧୀନଗର: ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର(ଜାନୁଆରୀ ୩୦) ମାମଲାରେ ଶୁଣାଣି କରି ଗୁଜରାଟ ଗାନ୍ଧୀନଗର କୋର୍ଟ ଆଶାରାମ ବାପୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୩ ସୁରତର ଦୁଇ ଭଉଣୀଙ୍କୁ ଦୁଷର୍ମ ଅଭିଯୋଗରେ ଗାନ୍ଧୀନଗର ସେସନ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ଭେଟେରାନ କ୍ରିକେଟର ମୁରଲୀ ବିଜୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଟିମ୍ ଇଣ୍ଡିଆର ଭେଟେରାନ କ୍ରିକେଟର ମୁରଲୀ ବିଜୟ। ୩୮ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋମବାର(ଜାନୁଆରୀ ୩୦) ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମୁରଲୀ ବିଜୟ। ମୁରଲୀ…

ନବଜାତ ସନ୍ତାନକୁ ଦେଖିବାକୁ ଘରକୁ ଆସୁଥିଲେ ଯବାନ, ଅଧାବାଟରେ ଚାଲିଗଲା ଜୀବନ

ବ୍ରହ୍ମପୁର:  ମାଁ ମଶାଣୀରେ ଜଳୁଛି ଜୁଇ । ଏ ଜୁଇର ଲେଲିହାନ ନିଆଁ ଖାଲି ଜଣେ ସହୀଦ ଯବାନଙ୍କ ଶରୀରକୁ ଜାଳି ଦେଉନି, ଏ ଜୁଇରେ ଜଳି ଯାଉଛି ବୃଦ୍ଧ ମା’ର ମମତା, କୁନି ପୁଅଟିର ଆଶା ଓ ଭରସା,  ଜଳି ଯାଉଛି ପ୍ରାଣ ଦେଇ ଭଲ ପାଉଥିବା ପତ୍ନୀର ଆଶ୍ୱାସନା, ଅପେକ୍ଷା । ଛାତି ପିଟ କାନ୍ଦୁଛି ମା’..…

ଗୋରଖନାଥ ମନ୍ଦିରରେ ଆକ୍ରମଣ ଘଟଣା: ଦୋଷୀକୁ ମୃତ୍ୟୁ ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଗୋରଖନାଥ ମନ୍ଦିରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ଧରାପଡ଼ିଥିବା ଅପରାଧି ଅହମଦ ମୁର୍ତାଜା ଆବ୍ବାସୀକୁ ଫାଶୀ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ। ଏ ନେଇ ସୂଚନା ଦେଇଛନ୍ତି ଏଡିଜି(ଲ୍ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର। ଆଇପିସି ଧାରା ୧୨୧…

ଗିରଫ ହେଲେ ASI ଗୋପାଳ ଦାସ, ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା କରିଥିବା ASI ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି । ଗୁରୁବାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଏକ କାର୍ଯ୍ୟକ୍ରମରେ ଯେଗା ଦେବାକୁ ଯାଉଥିବାବେଳେ ତାଙ୍କୁ ଅତି ନିକଟରୁ ସେ ଗୁଳି କରିଥିଲେ । ଗୋଟିଏ ଗୁଳି ତାଙ୍କର ବାମପଟ ଛାତିରେ ବାଜି ବାହାରି…

ଶସ୍ତାରେ ମିଳୁଛି କାଜୁ : କିଲୋ ପିଛା ୩୦

ଜାମତରା : ଆପଣମାନେ ଜାଣିଥିବେ କାଜୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆଉ ଏହାକୁ ପିଲାଠୁ ବୃଦ୍ଧା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ଏହାର ଦାମ୍‌ ବଜାରରେ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ଧନୀ…