Latest Odisha News

BREAKING NEWS

Browsing Category

ଫିଚର

ଅଫିସ୍‌ରେ ପୁଣି ହୋଇଥିଲା ଚଢ଼ାଉ, ମନୀଷ ସିସୋଦିଆଙ୍କ ଅଭିଯୋଗରେ ସିବିଆଇ କହିଲା ନା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ କାର୍ଯ୍ୟାଳୟରେ ପୁଣିଥରେ ସିବିଆଇ ଚଢ଼ାଉ କରିଛି। ଶନିବାର ତାଙ୍କ କାର୍ଯ୍ୟାଳୟ ଚଢ଼ଉ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ହେଲେ ମନୀଷଙ୍କ ଅଭିଯୋଗକୁ ଅସ୍ୱୀକାର କରିଛି ଏଜେନ୍ସି। ଚଢାଉ ହୋଇ ନାହିଁ…

ହକି ବିଶ୍ୱକପ: ନେଦରଲାଣ୍ଡ, ବେଲଜିୟମ ବିଜୟୀ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡ ୪-୦ ଗୋଲରେ ମାଲେସିଆକୁ ଓ ବେଲିଜୟମ ୫-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛନ୍ତି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ସି ମ୍ୟାଚରେ ନେଦରଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ମାଲେସିଆକୁ ପରାଜିତ…

ଟି-ବ୍ରିଜରେ ଦଳାଚକଟା, ଶୋକ ପ୍ରକାଶ କରି ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ମ୍ବା ସିଂହନାଥ ମନ୍ଦିର ଟି-ବ୍ରିଜରେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଅହି ଅଘଟଣରେ ଆହତ ମାନଙ୍କୁ ମାଗଣାରେ…

ବଡ଼ମ୍ବା ସିଂହନାଥ ପୀଠ ଟି-ବ୍ରିଜରେ ଦଳାଚକଟା, ୧୦ରୁ ଅଧିକ ଗୁରୁତର

ଆଠଗଡ଼: ମକର ମେଳାର ଅଘଟଣ । ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ବ୍ରିଜରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିରରୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତାରେ ଦଳାଚକଟା ହୋଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । କିଛି ଶ୍ରଦ୍ଧାଳୁ ଜୀବନ ବିକଳରେ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କ୍ରିକେଟ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଉଦୀୟମାନ ଖେଳାଳି ବେଦା କ୍ରିଷ୍ଣାମୂର୍ତି ଓ କର୍ଣ୍ଣାଟକର ଅର୍ଜୁନ ହୋଏସାଲା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମାଆଙ୍କ ଜନ୍ମ ବାର୍ଷିକୀ ଅବସରରେ ବେଦା ତାଙ୍କ ଦୀର୍ଘ ଦିନର ସାଥୀ ତଥା କ୍ରିକେଟର ଅର୍ଜୁନ ଏକ ହୋଇଛନ୍ତି । ଉଭୟ ପରସ୍ପରକୁ ଭଲ ପାଉଥିଲେ…

ଚର୍ଚ୍ଚାରେ ମିସ୍ ୟୁନିଭର୍ସଙ୍କ ଗାଉନ୍

ନୂଆଦିଲ୍ଲୀ : ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡ -୨୦୨୨ ଆନା ସୁଏଙ୍ଗମ୍-ଇୟାମ ଏବେ ଚର୍ଚ୍ଚାରେ । ସୋଡା ଡ୍ରାଫ୍ଟ କ୍ୟାନ ପୁଲ ଟ୍ୟାବରେ ନିର୍ମିତ ଏକ ଚମତ୍କାର ଗାଉନ୍ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି ଏନା । ଏହି ‌ଗାଉନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାନୁଆରୀ ୧୨ ତାରିଖ ରାତିରେ…

ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ; ରାସ୍ତାକୁ ଓହ୍ଲାଇଲା ଜଗନ୍ନାଥ ସେନା

ପୁରୀ:ବିଦେଶୀଙ୍କୁ ଜଗନ୍ନଥ ମନ୍ଦିର ଭିତରକୁ ପ୍ରବେଶ ଅନୁମତି କେତେଦୂର ଯଥାର୍ଥ ? ରାଜ୍ୟପାଳ ବିଦେଶୀଙ୍କ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମାଗିବା ପରେ ତେଜିଛି ଅସନ୍ତୋଷ । ରାଜ୍ୟପାଳଙ୍କର ଏପରି ନିବେଦନକୁ ତୀବ୍ର ବିରୋଧ କରିଛି ଜଗନ୍ନାଥ ସେନା ।  ପୁରୀରେ ଶ୍ରୀ ଜଗନ୍ନାଥ ସେନା ସଂଗଠନ ପକ୍ଷରୁ…

ଜେଲରୁ ଲେଖିଥିଲେ ଚିଠି; ଖୋଲା ଚିଠିରେ ଥିଲା ଯୁଦ୍ଧର ବାର୍ତ୍ତା

ସଂକ୍ରାନ୍ତରେ ଜନ୍ମ, ସଂକ୍ରାନ୍ତରେ ମୃତ୍ୟୁ । ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ । ସେ ହେଉଛନ୍ତି ଓଡ଼ଶା ଭାଷା ସାହିତ୍ୟର ସାରସ୍ୱତ କଥାକାର ବ୍ୟାସକବି ଫକୀରମୋହନ ସେନାପତି । ୧୮୪୩ ମସିହା ପବିତ୍ର ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିଲେ କଥା ସମ୍ରାଟ ଫକିରମୋହନ ସେନାପତି । ୧୯୧୮ ମସିହା ରଜ…

୨୪ ଘଣ୍ଟିଆ ଅକ୍ସିଜେନ ସପୋର୍ଟରେ ସୁସ୍ମିତା ସେନଙ୍କ ବୟଫ୍ରେଣ୍ଡ ଲଳିତ ମୋଦି

ମୁମ୍ବଇ: ସୁସ୍ମିତା ସେନାଙ୍କ ବନ୍ଧୁ ତଥା ବ୍ୟବସାୟୀ ଲଳିତ ମୋଦି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ୨୪ ଘଣ୍ଟିଆ ଅକ୍ସଜେନ ସପୋର୍ଟରେ ରଖାଯାଇଛି ।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଏୟାର ଲିପ୍ଟେଡ ହୋଇଥିଲେ ।   ଲଳିତ ନିଜେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ…

କାଳ ହେଲା କାଳିଜାଇ ଦର୍ଶନ, ମଝି ନଇରେ ଫସିଲା ୪ ଡଙ୍ଗା

ବାଲୁଗାଁ: କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯାଉଥିବା ବେଳେ ଅଘଟଣ। କାଳ ସାଜିଲା କାଳିଜାଇ ଦର୍ଶନ ।  ଆଜି ସକାଳେ ଘନକୁହୁଡ଼ି କାରଣରୁ ମଝି ଚିଲିକାରେ ଯାତ୍ରୀମାଙ୍କୁ ନେଇ ଯାଉଥିବା 4ଟି ଡଙ୍ଗା ଫସିଯାଇଥିଲା। କୃଷ୍ଣପ୍ରସାଦ ଆଡୁ ଗୋଟିଏ ଡଙ୍ଗା ଯାଇଥିବାବେଳେ ବାଲୁଗାଁ ପଟୁ…