Latest Odisha News
Browsing Category

ଫିଚର

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ ସୂଚନା ଦେଇଛନ୍ତି। ଶ୍ୱାସକ୍ରିୟା ସମସ୍ୟା ଦେଖାଯିବା କାରଣରୁ ସୋନିଆ ଗତ ୪ ତାରିଖରେ ଦିଲ୍ଲୀର ସାର୍‌ ଗଙ୍ଗା…

୨ ଭାରତୀୟ ୩ ଦିନରେ ବୁଲିଲେ ୭ ମହାଦେଶ

ନୂଆଦିଲ୍ଲୀ: ଜଣେ ସାଧାରଣ ମଣିଷ ଗୋଟିଏ କିମ୍ବା ୨ ଦିନରେ କେତୋଟି ସ୍ଥାନ ଭ୍ରମଣ କରିପାରିବ ? ଆମେ କହିବା ଅତି ବେଶୀରେ ୧୦୦୦ରୁ ୨୦୦୦ କିଲୋମିଟର ପର‌୍ୟ୍ୟନ୍ତ । ମାତ୍ର ଭାରତର ୨ ବ୍ୟକ୍ତି ଡ.ଅଲୀ ଲଗାନୀ ଓ ସୁଜୟ କୁମାର ମିତ୍ର ମାତ୍ର ୩ ଦିନରେ ୭ ମହାଦେଶ ଭ୍ରମଣ କରି ଗିନିଜ ବୁକ ଅଫ ୱାର୍ଲ୍ଡ…

ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନ ପାଇଁ ଡାକ୍ତରଙ୍କ ଚେତାବନୀ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ସରକାରୀ ଡାକ୍ତର । ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚେତାବନୀ ଦିଆଯାଇଛି । ସରକାର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଯୋଗ ଦେବେ…

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ: କେତେବେଳେ ରହିଛି କେଉଁ କାର୍ଯ୍ୟକ୍ରମ ?

ଭୁବନେଶ୍ୱର: ହକି ପୁରୁଷ ବିଶ୍ୱକପ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଆଜି ଉଦଘାଟନୀ ଉତ୍ସବ । କମ୍ପୁଛି କଟକ ସହର । ବାରବାଟୀ ଷ୍ଟାଡିୟମରେ ହେବ ଉଦଘାଟନୀ ଉତ୍ସବ । ଉଦ୍‌ଘାଟନୀ ଉତ୍ସବ ଦେଖିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ  ହାପ-ଡେ…

ଗଛରେ ପିଟି ହେଲା ସ୍କୁଲ ବସ, ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର: ସକାଳୁ ସକାଳୁ ଅଘଟଣ  । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଘଟିଛି  ଏହି ଦୁର୍ଘଟଣା । ୨ ଗୁରୁତରଙ୍କୁ କୋରାପୁଟ ଏବଂ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାରେ ଆହତ ସମସ୍ତ ଛାତ୍ରଛାତ୍ରୀ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର । ସକାଳୁ…

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି ‘ଆର୍‌ଆର୍‌ଆର୍‌’ ଫିଲ୍ମ । ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି।‘ଆର୍‌ଆର୍‌ଆର୍‌’ ରେ ଜୁନିଆର୍‌ ଏନ୍‌ଟିଆର୍‌ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ…

ପୋଲିସର ଲାଠିମାଡ଼କୁ ନେଇ ତାତିଲେ ଚାଷୀ, ଜାଳିଦେଲେ ପୋଲିସ ଗାଡ଼ି

ପାଟଣା: ପାୱାର ପ୍ଲାଣ୍ଟ ପାଇଁ କୃଷକ ଜମି ଦେଲେ । ହେଲେ ସରକାର ଉପଯୁକ୍ତ କ୍ଷତିପୂରଣ ଦେଲେନି । ଯାହାକୁ ନେଇ ବିହାର ବକ୍ସର ଜିଲ୍ଲା ଚୌସାର ଚାଷୀ ଆନ୍ଦୋଳନ କରୁଥିଲେ । ଆଉ ଆନ୍ଦୋଳନ ଦମନ ପାଇଁ ପୋଲିସ ଅଧରାତିରେ ଚାଷୀଙ୍କ ଘରେ ପଶି ମନ ଇଛା ମାଡ଼ ମାରିଥିଲା । ଯାହା ପରେ ଚାଷୀଙ୍କ…

ବିଧବା ନବୀନାଙ୍କ ଅସହାୟ ପରିବାର, ପ୍ରଶାସନ ସହାୟତାକୁ ଅପେକ୍ଷା

ନବରଙ୍ଗପୁର : ଭଙ୍ଗା ଦଦରା ଘର,୩ ନାବାଳିକା ଝିଅ ସହ ବିଧବା ମହିଳା,ପର ଘରେ ଅଇଁଠା ବାସନ ମାଜିଲେ ପରିବାରକୁ ଗଣ୍ଡେ ଖାଇବାକୁ ମିଳେ । ଅଧାବାଟରୁ ହାତଛାଡି ଆରପାରିକୁ ଚାଲିଗଲା ସ୍ୱାମୀ, ଝିଅ ବି ପାଠଛାଡି ବାସନ ମାଜିବା କାମରେ ମା’କୁ ସହଯୋଗ କରୁଛି । ଏଭଳି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି…

ଡାଇବେଟିସ୍ଠୁ ଦୁରେଇ ରହିବାର ସହଜ ଉପାୟ

ନୂଆଦିଲ୍ଲୀ: ଡାଇବେଟିସ୍‌ ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ଏହି ରୋଗ ହେବା ଆରମ୍ଭରୁ ଶରୀରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ମୁଖ୍ୟତଃ ରୋଗୀଙ୍କର ଆଖିରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଏବଂ ଅଧିକ ମାତ୍ରାରେ ଡାଇବେଟିସ୍‌ ଥିବା ଲୋକଙ୍କ ଦୃଷ୍ଟିଶକ୍ତି ଶୀଘ୍ର ଦୁର୍ବଳ…

ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟ ଅଫିସର

ଭୁବନେଶ୍ୱର: ଘରେ ରଖିଥିଲେ ପୁଳା ପୁଳା ସମ୍ପତ୍ତି । ମାଡ଼ି ବସିଲା ଭିଜିଲାନ୍ସ  । ଭିଜିଲାନ୍ସ ଜାଲରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର,  ବଲାଙ୍ଗିର ଓ ସୁନ୍ଦରଗଡ଼ର  ୫ଟି…