Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟ ଅଫିସର

ଭୁବନେଶ୍ୱର: ଘରେ ରଖିଥିଲେ ପୁଳା ପୁଳା ସମ୍ପତ୍ତି । ମାଡ଼ି ବସିଲା ଭିଜିଲାନ୍ସ  । ଭିଜିଲାନ୍ସ ଜାଲରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର,  ବଲାଙ୍ଗିର ଓ ସୁନ୍ଦରଗଡ଼ର  ୫ଟି…

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀଜୀଉ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନକୁ ୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଏହି ନୀତି ସମୟରେ ଅର୍ଥାତ୍‌ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ…

ଖୋଲିଲା ଧବଳେଶ୍ୱର ପୀଠ, ବାବାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କଟକ: ଓଡ଼ିଶା ପ୍ରସିଦ୍ଧ ଧବଳେଶ୍ୱର ପୀଠ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଅସ୍ଥାୟୀ ରାସ୍ତା । ଝୁଲାପୋଲ ବଦଳରେ ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ…

ଆଜି ବିଶ୍ୱକପ୍‌ ହକି ଉଦଘାଟନ ଉତ୍ସବ, ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

କଟକ: ଝଲସୁଛି କଟକର ବାରବାଟୀ ଷ୍ଟାଡିୟମ୍‌ । ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ ହକି ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବେ । ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ…

ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍‌, ଆଖିବୁଜିଲେ ଗୋଟିଏ ପରିବାରର ୬ ସଦସ୍ୟ

ହାଇଦ୍ରାବାଦ: ରାସ୍ତାକଡ଼ର କଲର୍ଭଟକୁ ଧକ୍କା ଦେଲା କାର୍‌ । ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ସିଡ୍ଡିପେଟ ଜିଲ୍ଲା ଅନ୍ତର୍ଗତ ମୁନିଗଡାପା ଅଞ୍ଚଳରେ ଏପରି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବେମୁଲାୱାଡାରେ ଥିବା ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ପରିବାର…

ଭାରତୀୟ ସିନେମା ପାଇଁ ବଡ଼ ସଫଳତା: ଗୋଲ୍‌ଡେନ ଗ୍ଲୋବ୍ସ ୨୦୨୩ ପୁରସ୍କାର ଜିତିଲା RRR ଫିଲ୍ମର ନାଟୁ ନାଟୁ ଗୀତ

କାର୍ଲିଫର୍ଣ୍ଣିଆ: ଭାରତୀୟ ସିନେମା ପାଇଁ ବଡ଼  ସଫଳତା। ବିଦେଶରୁ ସମ୍ମାନୀୟ ପୁରସ୍କାର ଜିତିଲା ଏସ୍‌ଏସ୍ ରାଜା ମୌଲୀଙ୍କ ଫିଲ୍ମ RRR । ଆମେରିକାର କାର୍ଲିଫର୍ଣ୍ଣିଆୟରେ ଆୟୋଜିତ ଗୋଲ୍ଡେନ ଗ୍ଲୋବ୍ସ ୨୦୨୩ ପୁରସ୍କାର ଜିତିଲା ନାଟୁ ନାଟୁ ଗୀତ। ବେଷ୍ଟ ଅରଜିନାଲ ଗୀତ ବର୍ଗରେ ନାଟୁ ନାଟୁକୁ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ପୃଥିବୀ-୨ର ସଫଳ ପରୀକ୍ଷଣ

ଚାନ୍ଦିପୁର: ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍‌ ପୃଥିବୀ-୨ର ସଫଳ ପରୀକ୍ଷଣ। ମଙ୍ଗବାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ପୃଥିବୀ-୨ ମାରକ କ୍ଷମାତ ୩୫୦ କିମି ରହିଛି। ମିସାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଉପକାରୀ ମଟର ଛୁଇଁ…

ଆମ ଶରୀର ପାଇଁ ଉପକାରୀ ମଟର ଛୁଇଁ । ମଟର ଛୁଇଁରେ ରହିଛି ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌ ଭଳି ଅନେକ ଗୁଣକାରୀ ତତ୍ତ୍ୱ। ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ହୃତ୍‌ପିଣ୍ଡ ଓ କିଡ୍‌ନୀ ସୁସ୍ଥ ରହିଥାଏ। ଏହା ରକ୍ତଚାପକୁ ମଧ୍ୟ…

ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଗୋଟାଏ ପରଠୁ ବନ୍ଦ

ଭୁବନେଶ୍ୱର : ଆଜି ବାରବାଟିରେ ହକି ବିଶ୍ୱକପର ଉଦଘାଟନ ସମାରୋହ । ଏଥିସହ ବିଶ୍ୱକପ ପାଇଁ ବିଗୁଲ ବି ବାଜିବ। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଦିନ ୧ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ, ବେସରକାରୀ ତଥା ଅନୁଦାନ ପ୍ରାପ୍ତ ସ୍କୁଲ…

ଭୁବନେଶ୍ୱରରେ ରଣବୀର ସିଂହ, ଦିଶା ପଟାନି ଓ ପ୍ରୀତମ

ଭୁବନେଶ୍ୱର: ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦିଶା ପଟାନି ଏବଂ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଚକ୍ରବର୍ତ୍ତୀ ସଂଧ୍ୟାରେ ଭୁବନେଶ୍ୱର ପହଁଚିଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। 2023 ପୁରୁଷ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର…