Latest Odisha News

BREAKING NEWS

Browsing Category

ଫିଚର

ରଣଜୀ ଟ୍ରଫିରେ ତ୍ରିଶତକ ମାରିଲେ ପୃଥ୍ୱୀ ଶ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବୁଧବାର ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ ଆସାମ ବିପକ୍ଷରେ ସ୍ମରଣୀୟ ତ୍ରିଶତକ ହାସଲ କରିଛନ୍ତି । ସେ ୩୭୯ରନ କରି ଆଉଟ ହୋଇ ଯାଇଥିଲେ । ସେ ୩୮୩ ବଲର ସମ୍ମୁଖୀନ ହୋଇ ୪୯ ଚୌକା ଓ ୪ ଛକା ମାରିଥିଲେ । ୧୯୪୮ରେ ମହାରାଷ୍ଟ୍ର ପକ୍ଷରୁ ଖେଳି ଭାଉସାହେବ…

ମୋଦିଙ୍କ ବନ୍ଦେ ଭାରତ ଟ୍ରେନ୍ ଫେଲ୍ ! ୩ ବର୍ଷରେ ଗଡ଼ିଛି ମାତ୍ର ୭ଟି

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆଗାମୀ ୭୫ ସପ୍ତାହରେ ଦେଶର କୋଣ ଅନୁକୋଣକୁ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ । ୨୦୨୩ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପାଳନ କରାଯାଉଥିବା ଆଜାଦୀ କି ଅମ୍ରିତ ମହୋତ୍ସବ ଶେଷ ହେବ । ହେଲେ…

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶାର ନେତୃତ୍ୱ ନେବେ ମାଧୂରୀ

ଭୁବନେଶ୍ୱର: ଚଳିତ ମାସ ୧୮ରୁ ପୁଡୁଚେରୀରେ ହେବାକୁ ଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ପ୍ରତିଯୋଗିତା ପାଇଁ ବୁଧବାର ୧୬ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଦଳର ନେତୃତ୍ୱ ଦାୟିତ୍ୱ ମାଧୂରୀ ମେହେଟ୍ଟାଙ୍କୁ ପ୍ରଦାନ…

ରଣଜୀ ଟ୍ରଫି: ସୁନୀଲଙ୍କ ଚମତ୍କାର ବୋଲିଂ ସତ୍ୱେ ହିମାଚଳକୁ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ପଦାର୍ପଣ ମ୍ୟାଚ ଖେଳୁଥିବା ସୁନୀଲ କୁମାର ରାଉଲଙ୍କ ଚମତ୍କାର ବୋଲିଂ ସତ୍ୱେ ଓଡିଶା ବିପକ୍ଷରେ ହିମାଚଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ସୁନୀଲ ୬ଟି ୱିକେଟ ଅକ୍ତିଆର କରି ହିମାଚଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପୂର୍ବରୁ ଓଡିଶାର…

ରେଡଫୋର୍ଟ ନୂଆ ଲାଇଟ ଆଣ୍ଡ ସାଉଣ୍ଡ ସୋ’ରୁ ବାଦ ପଡିଲେ ନେହରୁ ଓ ଗାନ୍ଧୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଡଫୋର୍ଟରେ ଉଦଘାଟିତ ନୂଆ ସାଉଣ୍ଡ ସୋରୁ ବାଦ ପଡିଛନ୍ତି ନେହେରୁ ଓ ଗାନ୍ଧୀ  । ରେଡଫୋର୍ଟରେ ଉଦଘାଟିତ ହୋଇଯାଇଛି  ଜୟ ହିନ୍ଦ ନାମକ ନୂତନ ଆଲୋକ ଏବଂ ସାଉଣ୍ଡ ସୋ’ । ହେଲେ ଏହି ସୋରୁ ବାଦ ପଡିଛି, ଜବାହରଲାଲ ନେହେରୁ ଏବଂ ମହାତ୍ମା ଗାନ୍ଧୀ ।  ଅନ୍ୟପକ୍ଷେ…

ୟୁରାନିୟମ ଚୋରା ସ୍ମଗଲିଂ କରୁଛି ପାକିସ୍ତାନ !

ନୂଆଦିଲ୍ଲୀ: ପାକିସ୍ତାନକୁ ନେଇ ଏ ଭଳି ଖବର ସମ୍ମୁଖକକୁ ଆସିଛି ଯାହା କି ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଆମେରିକା, ବ୍ରିଟେନ ଓ ଇସ୍ରାଏଲର ଏଜେନ୍ସିମାନେ ଏ ନେଇ ସତର୍କ ହୋଇ ଉଠିଛନ୍ତି । ଦି ସନରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ୟସ୍ତବହୂଳ ବିମାନବନ୍ଦର ହୀଥ୍ରୋରେ ଜଣେ…

କ୍ରସର ଧୂଆଁରେ ଅଣନିଃଶ୍ୱାସୀ ଋଷିଗାଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆପଡ଼ା: ବଢୁଛି କ୍ରସର ବିବାଦ  । ନା ଶୁଣୁଛି ରାଜସ୍ୱ ବିଭାଗ ନା ଶୁଣୁଛି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଇ ରହିଛି ପ୍ରଶାସନ।  ଫଳରେ ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷିତ ଦେଉଛି ।  ବାରବାର କ୍ରସରକୁ ନେଇ ବିବାଦ ତେଜିବା ସହ ଆନ୍ଦୋଳନ…

ଆମେରିକାରେ ଏୟାର ଟ୍ରାଫିକ ବ୍ୟବସ୍ଥାରେ ତ୍ରୁଟି, ୧୨୦୦ ବିମାନ ଉଡାଣରେ ଅସୁବିଧା

ୱାଶିଂଟନ: ଏକ ବଡ ଧରଣର କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଏୟାର ଟ୍ରାଫିକ କଂଟ୍ରୋଲରେ ବୈଷୟିକ ତ୍ରୁଟି ଦେଖାଯିବାରୁ ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣରେ ବିଳମ୍ବ ହୋଇଛି । ଯାତ୍ରୀମାନେ ଭୟଭୀତ ହେବା ସହ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।…

ଶିବପାଲଙ୍କ ବାସନ୍ଦ ଦଣ୍ଡାଦେଶ କୋହଳ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଶିବପାଲ ସିଂଙ୍କ ବାସନ୍ଦ ଦଣ୍ଡାଦେଶକୁ ନାଡା କମେଇ ଦେଇଛି । ପୂର୍ବରୁ ୪ ବର୍ଷ ବଦଳରେ ତାଙ୍କ ବର୍ଷେ ବାସନ୍ଦ ଦଣ୍ଡାଦେଶ ଦିଆଯିବ । ୨୦୨୧ ସେପ୍ଟେମ୍ବରରେ ସେ ଡୋପ ଟେଷ୍ଟରେ ଧରା ପଡିଥିଲେ । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା ।…

ଜାନୁଆାରୀ ୧୧ର ସେଇ କାଳ ରାତି: କେମିତି ଛଟପଟ ହୋଇ ଆଖି ବୁଜିଲେ ଶାସ୍ତ୍ରୀ

'ରୁମରେ ଶୋଇଥାଏ । ହଠାତ୍ କେହି ଜଣେ କବାଟ ବାଡେଇଲେ।  କବାଟ ଖୋଲିବା ପରେ ମହିଳା ଜଣକ କହିଲେ - ତୁମର ପ୍ରଧାନମନ୍ତ୍ରୀ ଆଉ ଜୀବିତ ନାହାନ୍ତି। ମୁଁ ଦୈାଡି ଯାଇ ଶାସ୍ତ୍ରୀଜୀଙ୍କ କୋଠରୀ ଆଡକୁ ଦେଖେ ତ ସୋଭିଏତ୍ ୟୁନିଅନ୍ ପ୍ରଧାନମନ୍ତ୍ରୀ ଆଲେକ୍ସି କୋସିଗିନ୍ ବାରଣ୍ଡାରେ ଠିଆ ହୋଇଥିଲେ । ସେ…