Latest Odisha News

BREAKING NEWS

Browsing Category

ଫିଚର

କୋଲକାତାରୁ ଆସୁଛି ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର: କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ 'ଡାକୋଟା' (ଡିସି-୩) ଓଡ଼ିଶାକୁ ଆସିବ। ଏହି ବିମାନର ପରିବହନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏକ ବଡ ଟ୍ରକରେ ଏହି ବିମାନଟିକୁ ଅଣାଯିବ ବୋଲି ସୂଚନା ରହିଛି।…

ସାବଧାନ! ସିସିଟିଭି ଛାଉଣୀରେ ରାଜଧାନୀ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ସିସିଟିଭି ଛାଉଣୀରେ ରାଜଧାନୀ ଭୁବନେଶ୍ୱର। ଅସାମାଜିକ ବ୍ୟକ୍ତି ଓ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୪୭ଟି ଛକରେ ଆଠ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି। ଭୁବନେଶ୍ୱରର ୧୪୭ଟି ଟ୍ରାଫିକ୍ ଛକରେ…

ଦେଶର ମୁସଲମାନଙ୍କୁ କୌଣସି ବିପଦ ନାହିଁ: ମୋହନ ଭାଗବତ

ନୂଆଦିଲ୍ଲୀ: ଦେଶରେ ଇସଲାମ ପ୍ରତି କୌଣସି ବିପଦ ନାହିଁ। କିନ୍ତୁ ଏହାକୁ 'ଆମେ ବଡ' ଭାବନାରେ ଛାଡିବାକୁ ପଡିବ। ରାଷ୍ଟ୍ରିୟ ସ୍ୱୟମ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏହା କହିଛନ୍ତି। ଭାଗବତ ଏହା ମଧ୍ୟ କହିଛନ୍ତି ଯେ ଏଠାରେ ମୁସଲମାନମାନଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ।…

ଓଡ଼ିଶା ବିଜେପି ଦାୟିତ୍ୱରେ ଥିବା ନେତା ଓ ନଡ୍ଡାଙ୍କ ସମେତ ଅନ୍ୟ ନେତାଙ୍କ ରୁଦ୍ଧ ଦ୍ବାର ବୈଠକ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ। ସେହିପରି ଆସନ୍ତା ବର୍ଷର ଲୋକସଭା ନିର୍ବାଚନ ରହିଛି। ତେଣୁ ବିଜେପି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା ମଙ୍ଗଳବାର ଦିଲ୍ଲୀରେ ଦଳର ଜାତୀୟ ସାଧାରଣ ସମ୍ପାଦକ ସହିତ ପ୍ରାୟ…

ମିଶନ ଶକ୍ତିରେ ବିନା ସୁଧରେ ନବୀନ ଦେଲେ ଋଣ, ବିଜେପି କହିଲା ମୋଦୀ ସରକାର ଯୋଜନାର ରିବ୍ରାଣ୍ଡିଂ

ଭୁବନେଶ୍ୱର: ରାଜ୍ୟର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପ ପାଇଁ ମୁଖ୍ୟମନ୍ତ୍ରୀ ୧୨୫କୋଟିର ସୁଧ ରିହାତି ବ୍ୟବସ୍ଥାର ଶୁଭାରମ୍ଭ କରିବା ପରେ ନିଦ ଭାଙ୍ଗିଛି ବିରୋଧୀ ବିଜେପିର। ଦୀର୍ଘ ଦିନ ଧରି ଏହି ଯୋଜନା ମହିଳା ଭୋଟ୍ ବ୍ୟାଙ୍କ ଉଦ୍ଦିଷ୍ଟ କହୁଥିବା ଦଳ ପ୍ରେସ କନଫରେନସ କରି କହିଛି କେନ୍ଦ୍ରର…

ହକି ବିଶ୍ୱକପ ବିଜ୍ଞାପନ: ମାମଲା କୋର୍ଟକୁ ଯିବା ପୂର୍ବରୁ ଭୁଲ ସୁଧାରିଲେ ରାଜ୍ୟ ସରକାର!

ଭୁବନେଶ୍ୱର: ବୁଧବାର ହକି ବିଶ୍ୱକପ ପାଇଁ ବିଗୁଲ ବାଜିବ। ଏହାପୂର୍ବରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଏକ ପ୍ରକାର ଶେଷ ହୋଇଯାଇଛି। କିନ୍ତୁ ଏହାରି ଭିତରେ ମଙ୍ଗଳବାର ଖବରକାଗଜରେ ଦେଖିବାକୁ ମିଳିଥିଲା ଗୋଟିଏ ବ୍ୟତିକ୍ରମ। ସାରା ରାଜ୍ୟରେ ହକି ବିଶ୍ୱକପ ପାଇଁ ହୋର୍ଡିଂ ଲାଗିଛି ସେଥିରେ…

କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ସ୍ଥାୟୀ ନିଯୁକ୍ତି ଦାବି ନେଇ ଡିସେମ୍ବର ୫ ତାରିଖରୁ ଦୀର୍ଘ ୩୭ ଦିନ ଧରି ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ…

କେଉଁ ପରିସ୍ଥିତିରେ ବିରାଟ ଏବଂ ରୋହିତ ଶର୍ମାଙ୍କ ବିକଳ୍ପ କଥା ଚିନ୍ତା କରୁଛି ବିସିସିଆଇ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉତ୍ତରାଧିକାରୀ କିଏ? ହୁଏତ ଏବେ ଆପଣଙ୍କ ମନକୁ ଏହାର ଉତ୍ତର ଆସୁନଥିବ ବା କେବେ ଭାବିନଥିବେ। ହେଲେ ବିସିସିଆଇ କିନ୍ତୁ ଏ ବାବଦରେ ଭାବିବା ଆରମ୍ଭ କରିଦେଇଛି। 2022 ବର୍ଷ ଶେଷ ବେଳକୁ ବଡ ମ୍ୟାଚରେ ଇଂଲଣ୍ଡ…

କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ଉମରାନଙ୍କ ତୋଫାନି ବୋଲିଂ: ୬୭ ରନରେ ହାରିଲା ଶ୍ରୀଲଙ୍କା

ଗୌହାଟି: ମଙ୍ଗଳବାର ଗୌହାଟିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏଥିସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି…

ଧନୀ ତାଲିକାରେ ଟମ କ୍ରୁଜଙ୍କୁ ପଛରେ ପକାଇଲେ ଶାହାରୁଖ

ମୁମ୍ବାଇ: ୱାର୍ଲ୍ଡ ଅଫ ଷ୍ଟାଟିଷ୍ଟିକ୍ସ ଟ୍ୱିଟର ଆକାଂଉଟରେ ବିଶ୍ୱର ଧନୀ ଅଭିନେତାଙ୍କ ଏକ ସୂଚୀ ଜାରି କରାଯାଇଛି । ଏହି ତାଲିକାରେ ଭାରତର ଶାହାରୁଖ ଖାଁ ୪ର୍ଥ ସ୍ଥାନରେ ରହିଛନ୍ତି । ସେ ଟମ କ୍ରୁଜଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖଙ୍କ…