Latest Odisha News

BREAKING NEWS

Browsing Category

ଫିଚର

ଭାଲୁ ଚମଡ଼ା ଓ ସମ୍ବର ସିଙ୍ଘ ଜବତ, ୭ ଜଣଙ୍କୁ ଗିରଫ କଲା ବନ ବିଭାଗ

ବରଗଡ଼: ଭଟଲିରେ ଚାଲିଛି ବେଧଡ଼କ ବନ୍ୟଜନ୍ତୁ ଶିକାର । ଭାଲୁ ସହ ସମ୍ବର ଭଳି ବନ୍ୟପ୍ରାଣୀଙ୍କୁ ମାରି ଚମଡ଼ା ନେଇ ଯାଉଛନ୍ତି ଶିକାରି । ଗୋଧି ଓ ବଜ୍ରକାପ୍ତା ବି ରହିଛି ଶିକାରିଙ୍କ ନଜରରେ । ବନ୍ୟପ୍ରାଣୀ ଶିକାର ସମ୍ପର୍କିତ ୨ଟି ପୃଥକ ମାମଲାରେ ବରଗଡ଼ ଜିଲ୍ଲା ଭଟଲି ରେଞ୍ଜରୁ ୭ ଜଣଙ୍କୁ ଗିରଫ…

ନାବାଳକ ବି ପାଇ ପାରିବେ ପାନ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ ?

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ହେବ ଅବା ବଡ଼ ଧରଣର ଟଙ୍କା କାରବାର ବେଳେ ପାନ କାର୍ଡର ଆବଶ୍ୟକତା ହୋଇଥାଏ । ଯଦି ଆପଣ ଆପଣଙ୍କ ଛୁଆର ନାମରେ ନିବେଶ କରିବାକୁ ଚାହୁଁଛନ୍ତି ଅଥବା ନୋମିନି ରଖିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ପାନ କାର୍ଡ ଆବଶ୍ୟକ ହେବ । ଆସନ୍ତୁ ଜାଣିବା ନାବାଳକଙ୍କ ପାନ…

ତାଇୱାନକୁ ନେଇ ଆମେରିକାକୁ ଧମକାଇଲା ଚୀନ

ନୂଆଦିଲ୍ଲୀ: ହେବ କି ଯୁଦ୍ଧ ? ମୁହାଁମୁହିଁ ହେବେ କି ଚୀନ ଓ ଆମେରିକା ? ତାଇୱାନ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଚୀନ, ଆମେରିକାକୁ ଧମକ ଦେଇଛି । ଖାଲି ଧମକାଇନି ବରଂ ପାଦେ ଆଗକୁ ଯାଇ ଡ୍ରାଗନ, ଆମେରିକା ସେନାର ବେସ୍ ନିକଟରେ ଶକ୍ତିଶାଳୀ ଯୁଦ୍ଧପୋତ ଅତିକ୍ରମ କରିଛି ।…

ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ

ଜୟପୁର: ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ  । ଜୟପୁରସ୍ଥିତ ମାେତି ପାଲେସରେ ଆଖି ବୁଜିଛନ୍ତି ରାଣୀ ରମାକୁମାରୀ ଦେବୀ । ଗତକାଲି ମଧ୍ୟ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କର ଶେଷଶଯ୍ୟା ନିକଟରେ  ସାନ ବୋହୁ ସାରିକା ଦେବୀ ଓ ନାତି…

୨୪ ଘଣ୍ଟା ମଧ୍ୟରେ ଦୁଇଥର ଆତଙ୍କୀ ଆକ୍ରମଣ, ଗ୍ରେନେଡ ମାଡରେ ୨ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଡାଙ୍ଗରୀ ଗାଁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ  । ୨୪ ଘଣ୍ଟା  ମଧ୍ୟରେ ୨ୟ ଆକ୍ରମଣ କରିଛନ୍ତି ଆତଙ୍କୀର । ଗାଁରେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି । ଗତକାଲି ଯେଉଁ ତିନି ଜଣଙ୍କ ଘରେ ପଶି ଗୁଳି ଫୁଟାଇଥିଲେ ସେହି ଘରେ ଆଜି ବିସ୍ଫୋରଣ ଘଟାଇଛନ୍ତି ।…

ମହିଳାଙ୍କ ସହ ଏକତ୍ର ପାର୍ଟି କରିବା ଯୋଗୁ ଗିରଫ ହେଲେ ଇରାନ ଫୁଟବଲ ଖେଳାଳି

ତେହେରାନ: ଇରାନରେ ଡିସେମ୍ବର ୩୧ ରାତିରେ ନୂତନ ବର୍ଷ ମଉଜ କରିବା ସ୍ଥାନୀୟ ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପାର୍ଟିରେ ମହିଳାଙ୍କ ଉପସ୍ଥିତି ଏବଂ ମଦ୍ୟପାନ କରିବା ସେମାନଙ୍କୁ ଅଡୁଆରେ ପକାଇଛି । ପୋଲିସ ସେମାନଙ୍କୁ ଗିରଫ କରିଛି । ଇରାନର ଏକ ପ୍ରତିଷ୍ଠିତ କ୍ଲବର…

ଶିକ୍ଷକଙ୍କୁ ଦଣ୍ଡ; ବିନା ନୋଟିସରେ ଛୁଟିରେ ଥିବା ୧୦ କନିଷ୍ଠ ଶିକ୍ଷକ ବହିଷ୍କୃତ

ମାଲକାନଗିରି:ଶିକ୍ଷକଙ୍କୁ ମିଳିଲା ଦଣ୍ଡ । ଚାକିରି ପାଇଲେ, କିନ୍ତୁ କାମକୁ ଆସିଲେନି । ବିନା ନୋଟିସରେ ଛୁଟିରେ ରହିଲେ । ମାସେ କି ଦୁଇମାସ ନୁହେଁ, କିଏ ୪ ବର୍ଷ ତ କିଏ ୫ ବର୍ଷ । ଏପରି ଶିକ୍ଷକଙ୍କୁ ବିଭାଗ ପକ୍ଷରୁ ମିଳିଛି ଦଣ୍ଡ ।ମାଲକାନଗିରି ଜିଲ୍ଲାର ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ…

ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଯୋଜନାବଦ୍ଧ ଭାବେ ଖେଳ ଚୟନ କରୁଛି । ଏ ପର୍ଯ୍ୟନ୍ତ ଖେଳାଳିଙ୍କ ନାମ କିନ୍ତୁ ଘୋଷଣା କରାଯାଇ ନାହିଁ ।…

କେନ୍ଦ୍ର ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରିକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ବୋଲି। ବିମୁଦ୍ରିକରଣ ପ୍ରକ୍ରିୟାରେ ତ୍ରୁଟି ମଧ୍ୟ ନ ଥିଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ…

ପରିଚୟ ପତ୍ର ମାଗିଲେ, ହିନ୍ଦୁ ନାଁ ଦେଖି ଆଖିବୁଜା ଗୁଳି ଫୁଟାଇଲେ ଆତଙ୍କୀ

ଶ୍ରୀନଗର:ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଡାଙ୍ଗରୀ ଗାଁରେ ରବିବାର ରାତିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ ଆଖି ବୁଜା ଗୁଳିଚାଳନା କରିଥିଲେ । ଆତଙ୍କୀମାନେ ଗୋଟିଏ ସଂପ୍ରଦାୟର ତିନୋଟି କୋଠା ଉପରକୁ ଗୁଳିମାଡ କରିଥିଲେ । ଏହି ଘଟଣାରେ ମୃତ୍ୟୁ  ସଂଖ୍ୟା ୪କୁ ବୃଦ୍ଧି ପାଇଛି…