Latest Odisha News

BREAKING NEWS

Browsing Category

ଫିଚର

ମିଳୁନି ଫସଲର ଉତ୍ପାଦନ ମୂଲ୍ୟ, ଚାଷୀ ହତାଶ

ଅନୁଗୁଳ: ଗଦା ଗଦା ପରିବା । କ୍ଷେତରେ ଷଢ଼ୁଛି କୋବି, ଘରେ ଗଦା ହୋଇ ପଡ଼ିଛି ଟମାଟୋ । ଆଉ ପୁଣି କେଉଁଠି ଫସଲ ଅମଳ ଯୋଗ୍ୟ ହୋଇଥିଲେ ବି ବଜାର ଦର କମ୍ ଯୋଗୁ ତୋଳି କରି ଚାଷୀ ଖର୍ଚ୍ଚାନ୍ତ ହେବାକୁ ଚାହୁଁନି । ଏ ଦୃଶ୍ୟ ହେଉଛି ଅନୁଗୁଳର । ଜିଲ୍ଲାର ପ୍ରାୟ ସବୁ ପଞ୍ଚାୟତରେ କୋବି ଚାଷ…

ପରିବର୍ତନ ହେଲା ଟିମ ଇଣ୍ଡିଆର ଜର୍ସି

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତନ ହୋଇଛି । ଲେଗସ୍ପିନର ୟୁଜଭେନ୍ଦ୍ର ଚହଲ ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେବା ସହ ଫଟୋ ଶେୟାର କରିଛନ୍ତି । ଜାନୁୟାରୀ ୩ରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ମୁମ୍ବାଇରେ ୱାଙ୍ଖେଡ…

ସୀମାନ୍ତରେ ଚାଲିଛି ଧର୍ମାନ୍ତରୀକରଣ, ଗଣ୍ଡଗୋଳ ରୋକିବାକୁ ଯାଇ ଫାଟିଲା ଏସ୍ପିଙ୍କ ମୁଣ୍ଡ

ମାଲକାନଗିରି: ଓଡ଼ିଶା ସୀମାନ୍ତରେ ବେଧଡ଼କ ଚାଲିଛି ଧର୍ମାନ୍ତରୀକରଣ। ଆଦିବାସୀଙ୍କୁ ଭୟଭୀତ ଓ ପ୍ରଲୋଭିତ କରି ଖ୍ରୀଷ୍ଟ ଧର୍ମରେ ସାମିଲ୍ କରାଯାଉଥିବା ଅଭିଯୋଗ ହେଉଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁରର ଜିଲ୍ଲାର ବାରଖାପରା ଅଞ୍ଚଳରେ ଧର୍ମାନ୍ତରୀକରଣ ବେଳେ ଗଣ୍ଡଗୋଳ ହୋଇଥିବା…

୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ସ୍ୱତନ୍ତ୍ର ନମ୍ବର

ଭୁବନେଶ୍ୱର: ପୁରୁଣା ଗାଡ଼ି ପାଇଁ ମିଳିବ ସ୍ୱତନ୍ତ୍ର ନମ୍ବର । ୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ସ୍କ୍ରାପେଜରୁ ବାଦ୍ ଦିଆଯିବ । ପୁରୁଣା ସ୍ମୃତିକୁ ସଂରକ୍ଷଣ ଉଦ୍ଦେଶ୍ୟରେ ୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍ୱତନ୍ତ୍ର ନମ୍ବର ମିଳିବ । ୧୯୮୯ ସିଏମଭି ରୁଲ୍ ଅନୁସାରେ, ଏହି ସେବା ଲାଗୁରେ…

ଟାଇଗରଙ୍କ ସ୍କୃ ଢିଲାରେ ରଶ୍ମିକା ସ୍ଥାନରେ ଅଭିନୟ କରିବେ ଶନାୟା

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେଉଛି ଟାଇଗର ଶ୍ରଫ ଅଭିନୀତ ସ୍କୃ ଢିଲା । ରିପୋର୍ଟ ମୁତାବକ ସାଉଥର ଗ୍ଲାମର ଗର୍ଲ ରଶ୍ମିକା ମନ୍ଦାନାଙ୍କ ସ୍ଥାନରେ ଏବେ ଅଭିନୟ କରିବେ ସନାୟା କାପୁର । ରିପୋର୍ଟ ମୁତାବକ ସନାୟା ପୂର୍ବରୁ ଧର୍ମା ପ୍ରଡକ୍ସନର ବେଧଡକ ଫିଲ୍ମରେ…

ମଣିଷ ଶବକୁ ଖତରେ ପରିବର୍ତନ କରିବା ପାଇଁ ନ୍ୟୁୟର୍କରେ ମିଳିଲା ଅନୁମତି

ନ୍ୟୁୟର୍କ: ଆମେରିକାର ଷଷ୍ଠ ରାଜ୍ୟ ଭାବେ ନ୍ୟୁୟର୍କରେ ପ୍ରଥମ ଦେଶ ଭାବେ ମଣିଷ ଶବକୁ ଖତରେ ପରିଣତ କରିବା ପାଇଁ ଅନୁମତି ପ୍ରଦାନ କରିଛି । ୨୦୧୯ରେ ୱାଶିଂଟନ ପ୍ରଥମେ ଏହାକୁ ଅନୁମତି ପ୍ରଦାନ କରିଥିଲେ । ବିଭିନ୍ନ ଦେଶର ରୀତି ନୀତି ଅନୁସାରେ କେଉଁଠାରେ ଶବକୁ ପୋଡା ଯାଇଥାଏ ତ ଆଉ କେଉଁଠାରେ…

ଏହା ହିଁ ପ୍ରେମ: ମୃତ ପତ୍ନୀଙ୍କ ସିଲିକନ ଷ୍ଟାଚ୍ୟୁ ରଖି ଜୀବନ କାଟୁଛନ୍ତି ତାପସ

କୋଲକାତା: କୋଲକାତାର ୬୫ ବର୍ଷୀୟ ତାପସ ସାଣ୍ଡିଲ୍ୟ ତାଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କୁ ବହୁତ ଭଲ ପାଇଥାନ୍ତି । କରୋନାର ଦ୍ୱିତୀୟ ଲହରୀରେ ଚାଲିଗଲେ ଇନ୍ଦ୍ରାଣୀ । ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଝୁରିବା ପରେ ଶେଷରେ ସେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତି ନେଇଥିଲେ । ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାପସ…

ଶୁଣିଲାନି ପ୍ରଶାସନ, ପାହାଡ଼ ଛାତି ଚିରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ

ନବରଙ୍ଗପୁର: ପାହାଡ଼ ତଳେ ଗାଁ । ଚାଷ ପାଇଁ ଜଳସେଚନର ସୁବିଧା ନଥିଲା । ବାରମ୍ବାର ଜଳସେଚନ ବ୍ୟବସ୍ଥା କରିବାକୁ ଲୋକେ ପ୍ରଶାସନକୁ ଗୁହାରି କରିଥିଲେ ବି ଲାଭ ହୋଇ ନଥିଲା । ଶେଷରେ ୮ ଜଣ ଚାଷୀଙ୍କ ପରିକଳ୍ପନା ଓ ଗ୍ରାମବାସୀଙ୍କ ସହଯୋଗରେ କ୍ଷେତରେ ଝରଣା ପାଣି ମାଡ଼ୁଛି । ଶଷ୍ୟ ଶାମଳା ହୋଇ…

ହାତରେ ଖଡ୍ଗ ଧରି ନଦୀ କୂଳରେ ବସିଛନ୍ତି ମା’ ରାମଚଣ୍ଡୀ

ନିଶ୍ଚିନ୍ତକୋଇଲା: କୁଳୁକୁଳୁ ସ୍ୱରରେ ବହି ଯାଉଛି ଲୁଣା ନଦୀ । ନଦୀ ଚାରିପଟେ ଘେରି ରହିଛି ସବୁଜିମା ଭରା ବୃକ୍ଷରାଜି ।  ନଦୀ ପଠାରେ ବିରାଜିତ ମା ରାମଚଣ୍ଡୀ । ପ୍ରାକୃତିକ ଶୋଭା ବିମଣ୍ଡିତ ଏଇ ନଦୀକୂଳରେ ବସି ଖଡ୍ଗ ହସ୍ତା ମା’ ରାମଚଣ୍ଡୀ ଯେମିତି ଭକ୍ତଙ୍କୁ ପାଛୋଟି ନେଉଛନ୍ତି । ମା’…

୧୮ ଲକ୍ଷ ବ୍ୟୟରେ ମଣିଷ ନେଲା ଗଧିଆ ରୂପ

ଟୋକିଓ:ସୁନ୍ଦର ଦିଶିବା ପାଇଁ ଲୋକେ ପଇସା ଖର୍ଚ୍ଚ କରନ୍ତି । ଖାଲି ଖର୍ଚ୍ଚ କରନ୍ତିନି, ଟଙ୍କାକୁ ପାଣି ପରି ବୁହାଇ ଦିଅନ୍ତି। ମହିଳାମାନେ ଶୃଙ୍ଗାର ପ୍ରିୟ ବୋଲି ସମସ୍ତେ ଜାଣନ୍ତି । ହେଲେ ଏବେ ପୁରୁଷ ବି ଶୃଙ୍ଗାରରେ ପଛରେ ପଡି ନାହାନ୍ତି   । ଥରେ ପାର୍ଲର ଗଲେ ପୁରୁଷ ହୁଅନ୍ତୁ ବା…