Latest Odisha News

BREAKING NEWS

Browsing Category

ଫିଚର

କମିବ ଶୀତ, ବଢିବ ତାତି ଆଉ ବଢିବ କୁହୁଡି

ଭୁବନେଶ୍ୱର:  ମେଘୁଆ ପାଗ । ଶୀତର ପ୍ରକୋପ  ନାହିଁ କି ଟାଣଖରା ବି ନାହିଁ । ସକାଳୁ ସକାଳୁ କୁହୁଡି ବି ଦେଖାଯାଉଛି । ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ରାତିର ତାପମାତ୍ରାରେ ବୃଦ୍ଧି ଘଟୁଛି । ଗତକାଲି ଏମିତି ପାଗ ଦେଖା ଦେଇଥିବାବେଳେ ଆଜି ବି ସକାଳୁ ଠିକ ସେମିତି ପାଗ ରହିଛି । ପାଣପାଗ…

ଟ୍ରେନ ଲାଇନ ଚ୍ୟୁତ; ୧୦ ଆହତ

ପାଲି: ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନ ଦୁର୍ଗଟଣାଗ୍ରସ୍ତ ହୋଇଛି । ସକାଳ ପ୍ରାୟ ୩.୨୭ରେ ଟ୍ରେନର ୮ଟି ବଗି   ଲାଇନ୍‌ଚ୍ୟୁତ ହୋଇଛି। ଦୁ୍ର୍ଘଟଣା ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦରା ସେକ୍ସନ ମଝିରେ ଘଟିଛି । ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା  ଜଣା…

ରାଜଧାନୀରେ ବର୍ବରକାଣ୍ଡ: ଯୁବତୀଙ୍କୁ ୧୨ କିମି ଘୋଷାଡି ନେଲା କାର

ନୂଆଦିଲ୍ଲୀ:ରାଜଧାନୀରେ ଦିଲ୍ଲୀରେ ମଦ୍ୟପ ଯୁବକଙ୍କ ପୁଣି ବର୍ବର କାଣ୍ଡ ।  ଜଣେ ମହିଳାଙ୍କୁ ୧୨ କିମି ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଏମିତି ଘଟଣା ଘଟିଛି ଗତକାଲି ସକାଳେ ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳରେ ।ନୂଆ ବର୍ଷ ସକାଳୁ ସକାଳୁ ଏପରି…

ଚନ୍ଦ୍ରବାବୁଙ୍କ ସଭାରେ ପୁଣି ଦଳା ଚକଟା, ୩ ଜଣଙ୍କ ମୃତ୍ୟୁ

ଅମରାବତି: ନୂଆବର୍ଷରେ ଅଘଟଣ । ଦଳା ଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଭାରେ ପୁଣି ଦଳା ଚକଟା ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମାତ୍ର ୪ ଦିନ ଭିତରେ ଚନ୍ଦ୍ରବାବୁ ନାଇଡୁଙ୍କ…

ଫୁଲତୋଡ଼ା ନେଇ ଆସିଲେ, ମ୍ୟାନେଜରଙ୍କୁ ନପାଇ ଠିକାସଂସ୍ଥାର ଭଡ଼ା ଘରେ ଗୁଳିମାଡ଼ କଲେ

ପାରାଦୀପ: ନୂଆବର୍ଷରେ ଅଶାନ୍ତ ପାରାଦୀପ । ଠିକାସଂସ୍ଥାର ଭଡ଼ା ଘରେ ଫୁଟିଲା ଗୁଳି । ପାରାଦୀପ ତାରେଣୀଗଡ଼ାରେ ଥିବା ଠିକା ସଂସ୍ଥାର ଭଡ଼ାଘରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ରୋଷେୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲୁମାଲି ଗଡ଼ ରିଫାଇନାରୀ ପ୍ରକଳ୍ପ କାର୍ଯ୍ୟରେ ବ୍ରିକ୍ ଆଣ୍ଡ ରୁଫ୍ ଠିକା…

ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ଶ୍ରୀଜୀଉଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହୋଇଛି ନୂଆବର୍ଷ । ଇଂରାଜୀ ନବବର୍ଷର ପ୍ରଥମ ଦିନରେ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ଦିନ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ରରେ ଆଜି ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଥିଲା । ମାର୍କେଟ ଛକଠାରୁ ସିଂହଦ୍ୱାର…

ନୂଆବର୍ଷରେ ଆତ୍ମହତ୍ୟା କଲା ସୁନା ଝିଅ

ପୁରୀ: ନୂଆବର୍ଷରେ ଚରମ ପଦକ୍ଷେପ । ଜୀବନ ହାରିଦେଲେ ଛାତ୍ରୀ । ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ରହୁଥିବା ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଛନ୍ତି ବେଦାନ୍ତ ବିଭାଗର ଛାତ୍ରୀ ପ୍ରଜ୍ଞା ପାରମିତା ପରିଡ଼ା ।…

କମର୍ସିଆଲ ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଣ କହିଲା କଂଗ୍ରେସ

ନୂଆଦିଲ୍ଲୀ: ଆଜି ନୂଆବର୍ଷର ପ୍ରଥମ ଦିନ। ୧ ଜାନୁଆରୀ ୨୦୨୩ରେ କେନ୍ଦ୍ର ସରକାରଙ୍କୁ ମଜାଦାର ଶୁଭେଚ୍ଛା ଦେଇଛି କଂଗ୍ରେସ। ନୂଆବର୍ଷର ପ୍ରଥମ ଗିଫ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଚର୍ଚ୍ଚା କରିଛି କଂଗ୍ରେସ। ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି।  କଂଗ୍ରେସ କହିଲା…

ସୀମା ବିବାଦ ସତ୍ତ୍ୱେ ପରସ୍ପରକୁ ଜେଲରେ ବନ୍ଦୀ ନାଗରିକଙ୍କ ତାଲିକା ଦେଲେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ପଡ଼ୋଶୀ ଦେଶ ପାକିସ୍ତାନ। ସ୍ୱାଧୀନତା ପୂର୍ବରୁ ଭାରତର ଅଂଶ ଥିବାରୁ ଦୁଇ ଦେଶ ମଧ୍ୟରେ ଥିବା ସୀମାବର୍ତ୍ତୀ ଲୋକେ ସମସ୍ୟାରେ ଫସିଯାଆନ୍ତି। ଶତ୍ରୁ ରାଷ୍ଟ୍ର ବୋଲାଉଥିଲେ ବି ସୀମାବର୍ତ୍ତୀ ଲୋକେ ବେଳେ ବେଳେ ବାଟବଣା ହୋଇଯାଆନ୍ତି। କେତେବେଳେ କେମିତି ଅଜାଣତରେ ପରସ୍ପରର…

ଅମାନିଆଙ୍କୁ ଫୁଲ ଓ ଚକୋଲେଟ୍ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ନବବର୍ଷ ପାଳନରେ ସମସ୍ତେ ମତୁଆଲା । କିଏ କ୍ଲବ ଯାଉଛି ତ ଆଉ କିଏ ପିକନିକ୍ । କାନ୍ଥରୁ କାଲେଣ୍ଡର ବଦଳିବା ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ମଣିଷର ବ୍ୟସ୍ତତା । ଅନେକ ସମୟରେ ଲୋକେ ବ୍ୟସ୍ତ ଭିତରେ ହେଉ ଅବା ଜାଣିଶୁଣି ସ୍ପିଡ୍ ଡ୍ରାଇଭିଂ କରିଥାନ୍ତି । ନିଜେ ମୃତ୍ୟୁମୁଖରେ…