Latest Odisha News

BREAKING NEWS

Browsing Category

ଫିଚର

ଜେଲରୁ ମୁକୁଳିଲେ ଏନସିପି ନେତା ଅନୀଲ ଦେଶମୁଖ

ମୁମ୍ବାଇ: ପ୍ରାୟ ୧ ବର୍ଷ ହେବ ଜେଲରେ ରହିବା ପରେ ମୁକୁଳିଛନ୍ତି ଅନୀଲ ଦେଶମୁଖ । ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟିର ଏହି ନେତା ଆର୍ଥର ଜେଲରେ ଦଣ୍ଡ ଭୋଗୁଥିଲେ । ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ସେ ଜେଲରୁ ମୁକୁଳିବା…

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା

କୋଲକାତା: ତୁନୀଷା ଶର୍ମାଙ୍କ ଆତ୍ମହତ୍ୟା ପରେ ଚଳିତ ବର୍ଷ ଶେଷ ଭାଗରେ ଆଉ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପରିବାର ସହ ହାୱାଡା ଦେଇ କୋଲକାତା ଯାଉଥିଲେ । ତାଙ୍କ ସହ ସ୍ୱାମୀ ପ୍ରକାଶ…

ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ

ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ।  ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ  ସମସ୍ୟା ଦେଖା ଦେଇଥିଲା ।  ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା…

ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା କଲେ ଆତ୍ମହତ୍ୟା

ରାୟପୁର: ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚିତ ହେବା ପରେ ଅନେକ ଯୁବକ, ଯୁବତୀ ଆତ୍ମହତ୍ୟା କରୁଥିବା ଖବର ହସ୍ତଗତ ହେଉଛି । ଏହି ତାଲିକାରେ ଯୋଡି ହୋଇଛନ୍ତି ରାୟପୁରର ୨୩ ବର୍ଷୀୟର ଲୀନା ନାଗବଂଶୀ । ସେ ତାଙ୍କ ଛାତ ଉପରେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ…

ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ-ନଡ୍ଡା

ତୁମୁଡିବନ୍ଧ: ଓଡ଼ିଶାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ତୁମୁଡିବନ୍ଧଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରୁ ଓଡ଼ିଶାକୁ ବଞ୍ଚିତ କରିଛନ୍ତି ନବୀନ ସରକାର । ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ…

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭବାନୀପାଟଣା: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ବୁଧବାର ତାଙ୍କ ବାସଭବନରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପିଇଓ ଦେବାନନ୍ଦ ସାଗରଙ୍କ…

ପପ୍ପୁଙ୍କୁ ନେଇ ମୁହଁ ଖୋଲିଲେ ରାହୁଲ: କହିଲେ, ମୋ ଦାଦିଙ୍କୁ ବି ଗୁଙ୍ଗି ଗୁଡିଆ କହୁଥିଲେ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପପୁଙ୍କୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ପପ୍ପୁ ଶବ୍ଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ସମସ୍ତେ ଜାଣନ୍ତି, ରାହୁଲ ଗାନ୍ଧୀଙ୍କୁ ପପ୍ପୁ କହି ବିରୋଧୀମାନେ ତାଙ୍କୁ ଥଟ୍ଟା କରିଥାନ୍ତି । ଏହା  ଉପରେ ପ୍ରଥମ ଥର ପାଇଁ…

ମେସି ସାଇନ କରିଥିବା ଜର୍ସି ପିନ୍ଧିଲେ ଧୋନୀଙ୍କ ଝିଅ ଜୀଭା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜୀଭା ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସିଙ୍କ ବଡ ପ୍ରଶଂସକ । ଆର୍ଜେଂଟିନା ବିଶ୍ୱକପ ଜିତିବା ପରେ ମେସିଙ୍କ ସାଇନ ଥିବା ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି ଜୀଭା ଧୋନୀ । ଇନଷ୍ଟାଗ୍ରାମରେ ଧୋନୀ ଏହି ଫଟୋ ଶେୟାର କରିବା…

ରୂପକୁମାରଙ୍କ ଆଉ ଏକ ଖୁଲାସା:ଲାଗୁଥିଲା ସୁଶାନ୍ତଙ୍କ ଆଖିକୁ କିଏ ମୁଥା ମାରିଛି, ଭୟରେ କହି ନ ଥିଲି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ପୋଷ୍ଟମର୍ଟମ ଷ୍ଟାଫ ରୂପକୁମାର ଶାହ ବୁଧବାର ଆଉ ଏକ ଖୁଲାସା କରିଛନ୍ତି । ସୁଶାନ୍ତଙ୍କ ଶବ ଯେତେବେଳେ ପୋଷ୍ଟମର୍ଟମ ପାଇଁ ଅଣା ଯାଇଥିଲା ସେତେବେଳେ ତାଙ୍କ ଆଖିରେ ଆଘାତ ଲାଗିଥିବା ସ୍ପଷ୍ଟ ଭାବେ ଜଣା ପଡୁଥିଲା । ସତେ…

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଟଳିଲେ ତିନି ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି । ଏହି ତିନିଜଣ ଆତଙ୍କୀ ଟ୍ରକରେ ସୀମା ପାର କରି କାଶ୍ମୀର ଆସୁଥିଲେ ।…