Latest Odisha News

BREAKING NEWS

Browsing Category

ଫିଚର

କେମିତି ମଲେ ଦୁଇ ରୁଷ ପର୍ଯ୍ୟଟକ ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ରାୟଗଡା: ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଖବରକୁ ନେଇ ପୋଲିସ ଛାନଭିନ କରୁଥିବାବେଳେ  ଆସିଲା   ଶବ ବ୍ୟବଚ୍ଛେଦ ରିପୋର୍ଟ  ।  ଏହି ଶବ ବ୍ୟବଚ୍ଛେଦ ରିପୋର୍ଟ କହିବ ମୃତ୍ୟୁର କାରଣ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଜଣଙ୍କର ହାର୍ଟଆଟାକରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର…

କମିବ ପ୍ଲାଷ୍ଟିକ ପ୍ରଦୂଷଣ: ପାଣି ପିଇ ବୋତଲ ଖାଇବେ

ନୂଆଦିଲ୍ଲୀ: ଏଣିକି କମିଯିବ ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକ ଅଳିଆକୁ ନେଇ ଚିନ୍ତା କରିବାର ଦିନ ଶେଷ ହୋଇ ଆସିଲା । ପ୍ଲାଷ୍ଟିକ  ଆବର୍ଜନା ମଧ୍ୟରେ ସବୁଠାରୁ ବଡ ଅଳିଆ ଥିଲା ପାଣି ବୋତଲ । ହେଲେ ଏଣିକି ପ୍ଲାଷ୍ଟିକ ବୋତଲ ପାଇଁ ପ୍ରଦୂଷିତ ହେବନି ମାଟି କି ପାଣି । କାରଣ ଏଣିକି ଏମିତି…

ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି; ମାଡି ବସିଲା ଭିଜିଲାନ୍ସ  

ଭବାନୀପାଟଣା: ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡି ବସିଲା ଭିଜିଲାନ୍ସ ।   ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର।  ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।…

ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ସିଧା ଉଡ଼ିବ ବିମାନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧା ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଉଡ଼ିବ। ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ତିନି ସ୍ଥାନକୁ ବିମାନ ଉଡାଇବା ପାଇଁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ…

କେଉଁ କାରଣ ପାଇଁ ଦିନିକିଆ ଓ ଟି-୨୦ ଖେଳାଳି ତାଲିକାରୁ ପନ୍ତ ବାଦ୍ ପଡ଼ିଲେ?

ମୁମ୍ବାଇ: ବିସିସିଆଇ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଖେଳାଳି ତାଲିକା ଘୋଷଣା କରିଛି। ଦଳର ଶେଳାଳି ତାଲିକା ଘୋଷଣା ହେବା ପରେ ଗୋଟିଏ କଥା ଆଶ୍ଚର୍ଯ୍ୟଜନକ ଥିଲା। ଏହି ଦୁଇ ଫର୍ମାଟ ଖେଳରେ ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ…

କୋଭିଡ୍ ଚିନ୍ତା: ମଙ୍ଗଳବାର ସାରା ଦେଶରେ ଥିବା ହସ୍ପିଟାଲରେ ହେଲା ମକଡ୍ରିଲ୍

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ବେଳେ ହୋଇଥିବା ତ୍ରୁଟିକୁ ସୁଧାରିବାକୁ କେନ୍ଦ୍ର ସରକାର ସମ୍ଭାବ୍ୟ କରୋନା ଲହରକୁ ଦେଖି ସାରା ଦେଶରେ ଥିବା ହସ୍ପିଟାଲ ଗୁଡିକରେ କରୋନା ପାଇଁ ମକଡ୍ରିଲ କରାଇଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଦେଶର ବିଭିନ୍ନ ଡାକ୍ତରଖାନାରେ ମକ୍ ଡ୍ରିଲ୍ କରାଯାଇଛି।…

ଔଷଧର ମାନ ଠିକ ଅଛି କି ନାହିଁ ଔଷଧ ନିର୍ମାଣ ସଂସ୍ଥା ଉପରେ କେନ୍ଦ୍ର ଓ ରାଜ୍ୟର ନିରୀକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ଔଷଧମାନ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ରାଜ୍ୟ ଔଷଧ ନିୟନ୍ତ୍ରଣ ପ୍ରଶାସନ ସହ କେତେକ ଚିହ୍ନିତ ଔଷଧ ନିର୍ମାଣକାରୀ ସଂସ୍ଥା ଉପରେ ମିଳିତ ତଦନ୍ତ ଜାରି ରଖିଛନ୍ତି। ଏସ୍‌ଓପି…

ପୋଲିସ ନଜରରେ ରହିବ ନୂଆ ବର୍ଷ ସେଲିବ୍ରେସନ, ସବୁଠି ମାରିବେ ପଇଁତରା

ଭୁବନେଶ୍ୱର: ପୋଲିସ ଆଖି ଆଗରେ ନୂଆବର୍ଷ ସେଲିବ୍ରେସନ ହେବ। କରୋନା ମହାମାରୀର ପରର ଦୁଇ ବର୍ଷ ପରେ ବିନା କଟକଣାରେ ଚଳିତ ଥର ନୂଆବର୍ଷ ପାଳନ ହେବାକୁ ଯାଉଛି। ତେଣୁ ସମସ୍ତ ଦିଗକୁ ନଜରରେ ରଖି ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା…