Latest Odisha News

BREAKING NEWS

Browsing Category

ଫିଚର

ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି ଯେ ଭାରତରେ ଯଦି ଚୀନ୍ ପରି କରୋନା ଲହର ଆସେ ତାହେଲେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବ। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା କମ୍…

ନେତାଙ୍କ ରୋଡ ଶୋ’ ବେଳେ ଦଳାଚକଟା, ୮ ଜଣଙ୍କର ମୃତ୍ୟୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାନ୍ଦୁକୁର ଠାରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ଶୋ' ସମୟରେ ଅଣାୟତ ଭିଡରୁ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଅନେକ ଆହତ ହୋଇଛନ୍ତି।…

ହକି ବିଶ୍ୱକପ: ଆନ୍ଥେମ ସଙ୍ଗୀତର ନିର୍ଦ୍ଦେଶନା ଦେଲେ ପ୍ରେମ ଆନନ୍ଦ, ଗୀତ ଗାଇଛନ୍ତି ସୁଖବିନ୍ଦର ସିଂହ

ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ପାଇଁ ଏକ ଆନ୍ଥେମ ସଙ୍ଗୀତ ରେକର୍ଡିଂ ହୋଇଛି। ଏହି ଆନ୍ଥେମର ଶୀର୍ଷକ ରହିଛି, 'ଫିର ଗୁଞ୍ଜ ଉଠେ ଶଙ୍ଖନାଦ'। ଯାହାର ଓଡ଼ିଆ ଅର୍ଥ ପୁଣି ଥରେ ଗୁଞ୍ଜରଣ ହୋଇଛି ଶଙ୍ଖନାଦ। ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସ୍ୱତନ୍ତ୍ର ଗୀତରେ ଓଡ଼ିଶା ସଙ୍ଗୀତର…

ଏହି ଗ୍ରାମରେ ଘରୁ ଘରୁ ବାହାରନ୍ତି କ୍ରିମିନାଲ

ପାଟନା: ବିହାରରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତିଘରୁ କ୍ରିମିନାଲ ବାହାରିବେ । ବିଶେଷ କରି ଚୋରୀ, ଡକାଏତ ଓ ଛିନତାଇର ଆସାମୀ ହେବା ବୋଧହୁଏ ଏମାନଙ୍କ ପାଇଁ ଗର୍ବର ବିଷୟ । କଟିହାର ଜିଲ୍ଲାର କୋଢ଼ା ଅଂଚଳରେ ଜୁରାବଗଂଜ ନାମକ ଏକ ବସ୍ତି ଅଛି । ଏହି ବସ୍ତରେ ୩୦୦ରୁ ଊର୍ଦ୍ଧ୍ୱ ଅପରାଧୀ…

ନୂଆ ରୂପରେ ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ, କାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ପାଇବ ନୂଆ ରୂପ । ବିଶ୍ୱସ୍ତରୀୟ ଷ୍ଟେସନ ହେବ ଭୁବନେଶ୍ୱର । ଆସନ୍ତାକାଲି ଗୁରୁବାର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ…

ଫୁଲ ଔର କାଂଟେର ରିମେକ ନେଇ ଅଜୟ ଆଗ୍ରହୀ

ମୁମ୍ବାଇ: ୧୯୯୧ରେ ରିଲିଜ ହୋଇଥିବା ଅଜୟ ଦେବଗାନ ଓ ମଧୂଙ୍କ ପଦାର୍ପଣ ଫିଲ୍ମ ଫୁଲ ଔର କାଂଟେ ସେ ସମୟରେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପରେ ଅଜୟ ଘରେ ଘରେ ଏକ ପରିଚିତ ନାମ ହୋଇ ଯାଇଥିଲେ । ଏବେ ଏହାର ରିମେକ କରିବା ନେଇ ଅଜୟ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ…

ଭାରତୀୟ ସିରପ ଖାଇ ଉଜବେକିସ୍ତାନରେ ୧୮ ଛୁଆଙ୍କ ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଔଷଧ ଖାଇ ବିଦେଶରେ ମରୁଛନ୍ତି ଛୁଆ । ଗାମ୍ବିଆ ପରେ ଉଜବେକିସ୍ତାନ୍ ଆଣିଲା ସାଂଘାତିକ ଅଭିଯୋଗ । ଭାରତରେ ପ୍ରସ୍ତୁତ ସିରପ ଖାଇ ୬୬ ଛୁଆଙ୍କ ମୃତ୍ୟୁ ହୋଇଥିବା ଗତ ଅକ୍ଟୋବରରେ ଅଭିଯୋଗ ଆଣିଥିଲା ଗାମ୍ବିଆ । ଏବେ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ବିରୋଧରେ…

ରଣଜୀ ଟ୍ରଫି: ହରିୟାଣାର ୩୩୮ ରନ ଜବାବରେ ଓଡିଶା ୨୦୪/୩

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩ ୱିକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଛି । ଅନୁରାଗ ଷଡଙ୍ଗୀ ଓ ଶାନ୍ତନୁ ମିଶ୍ର ଅର୍ଦ୍ଧଶତକ ହାସଲ କରିଥିଲେ । ଅନୁରାଗ ୬୩ ଓ ଶାନ୍ତନୁ ୬୦ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଷ୍ଟମ୍ପସ…

ହକି ପାଇଁ ବିଡିଏ ଗଠନ କଲା ୧୭ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ଜାନୁଆରୀ ପହିଲାରୁ ତନାଘନା

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ସଜ୍ଜେଇ ହେଉଛି । ସହରକୁ ସରସ ସୁନ୍ଦର କରିବାକୁ ବିଏମସି ସହ ଅଣ୍ଟା ଭିଡ଼ିଛି ବିଡିଏ । ବିଶେଷ କରି ବିଶ୍ୱକପ୍ ହକି ସମୟରେ ରାସ୍ତାକଡ଼ରେ ଉଠା ଦୋକାନ, ରାସ୍ତା ଉପରେ ଯେଭଳି ଗାଡ଼ି ପାର୍କିଂ ନ ହେବ ସେଥିପ୍ରତି ବିଡିଏ ଦୃଷ୍ଟି ଦେଇଛି ।…

ବନ୍ଧା ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର, ଆୟଠୁ ଅଧିକ ୧୯୧% ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟଠୁ ଅଧିକ ୧୯୧ ପ୍ରତିଶତ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଜଗତସିଂହପୁର ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ଡେପୁଟି କଲେକ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରେ ୫ଟି ଫ୍ଲାଟ୍, ୨ଟି ଦୁଇ ମହଲା କୋଠା, ୧୧ଟି ପ୍ଲଟ ସହ ୪୮.୭୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଏବଂ ୧.୮୫…