Latest Odisha News

BREAKING NEWS

Browsing Category

ଫିଚର

ରଣଜୀ ଟ୍ରଫି: ବରୋଦା ବିପକ୍ଷରେ ଓଡିଶାର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ

କଟକ: ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ଓଡିଶା ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଓଡିଶା ପ୍ରଥମ ଇନିଂସରେ ୪୫୭ ରନ କରି ଅଲଆଉଟ ହୋଇ ଯାଇଛି । ଏହାର ଜବାବରେ ବରୋଦା କୌଣସି ୱିକେଟ ନ ହରାଇ ୭୭ ରନ ସଂଗ୍ରହ କରି…

ଇଂଲଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଫ୍ଲିଂଟଫ ଦୁର୍ଘଟଣାରେ ଗୁରୁତର

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ତାଙ୍କୁ ଏୟାରଲିଫ୍ଟ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଯିବା ବାଟରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । ଏବେ ସେ ବିପଦମୁକ୍ତ ଅଛନ୍ତି । ଦକ୍ଷିଣ…

୧୯୦ ତମ ଜନ୍ମଦିନ ପାଳିଲା ଜୋନଥନ

ନୂଆଦିଲ୍ଲୀ: ୧୯୦ ତମ ଜନ୍ମଦିନ ପାଳନ କଲା ଜୋନଥନ । ଦୀର୍ଘ ଜୀବନ ପାଇଁ ଏଇ ଜୋନଥନର ନାଁ ଗିନିଜ ବୁକରେ ସାମିଲ ହୋଇଛି । ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ, ଭାବୁଥିବେ ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷଙ୍କ କଥା କହୁନାହୁଁ । ଆମେ ଏଠି…

‘ପଠାନ’ ଫିଲ୍ମରେ ଦୀପିକାଙ୍କ ନାରଙ୍ଗୀ ବିକିନିକୁ ବିରୋଧ, ମନ୍ତ୍ରୀ କହିଲେ ରିଲିଜ୍ ହେବାକୁ ଦେବୁନି…

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିରୋଧ । ଦୀପିକା ପାଦୁକୋନଙ୍କ ବିକିନିକୁ ନେଇ ତେଜୁଛି ବିବାଦ । ଶାହରୁଖଙ୍କ ପ୍ରତୀକ୍ଷିତ ପଠାନ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଫିଲ୍ମ ବିବାଦ ଘେରକୁ ଆସିଛି । ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି । ଲୋକେ…

ଶତକ ହାସଲରୁ ପୂଜାରା ବଂଚିତ, ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୭୮/୬

ଚଟୋଗ୍ରାମ: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୨୭୮ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୯୦ ରନ…

ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ କରିଥିଲା ଚୀନ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭରକୁ ଚୀନ ହ୍ୟାକ କରିଥିବା ଜଣାପଡିଛି । ହ୍ୟାକ ହୋଇଥିବା ୧୦୦ଟି ସର୍ଭରରୁ ୫ଟିରେ ଚୀନର କାରସାଦି ଥିବା ଜଣାପଡିଛି । ଏକ ବଡଧରଣର କ୍ଷତି ପୂର୍ବରୁ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଥିଲା । ତଥାପି ଅନେକ…

ପିଟି ଦେଲା ବସ; ଚାଲିଗଲା ୩ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଥାନା ହେମଗିରି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଣଟଣା । ସ୍ଥାନୀୟ ଗୋପାଳପୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍ ଧକ୍କାରେ ଚାଲି ଯାଇଛି ୩ ବାଇକ ଆରୋହୀଙ୍କ ଜୀବନ । ମୃତକମାନେ ହେଲେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ…

‘ଦ କଶ୍ମୀର ଫାଇଲ’କୁ ମିଳିଲା ଏଇ ୨ ସଫଳତା, ଖୁସି ଜାହିର କଲେ ବିବେକ

ମୁମ୍ବାଇ:ପୁଣି ଚର୍ଚ୍ଚାକୁ ଆସିଲା ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ । ଉକ୍ତ ଫିଲ୍ମକୁ ଲାଗ ଲାଗ ୨ଟି ସଫଳତା ମିଳିଛି । ଦିନକ ପୂର୍ବରୁ ବିବେକ ଅଗ୍ନହୋତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇ କହିଥିଲେ, ‘ଦ କଶ୍ମୀର ଫାଇଲ’ ସ୍ୱିଜରଲାଣ୍ଡ ଅନ୍ତର୍ଜାତୀୟ ଫିଲ୍ମ…

ତୱାଙ୍ଗ ସଂଘର୍ଷକୁ ନେଇ ଚୀନ ରଚିଲା ନୂଆ କାହାଣୀ

ଭୁବନେଶ୍ୱର: ତୱାଙ୍ଗର ତିକ୍ତ ସତ କଣ ? କରୋନା ଭଳି ପୁଣି କାହାଣୀ କହୁଛି ଚୀନ । ବାରମ୍ବାର LAC ଅତିକ୍ରମଣ ପାଇଁ ଉଦ୍ୟମ କରୁଥିବା ଡ୍ରାଗନ ସେନା ଅରୁଣାଚଳ ତୱାଙ୍ଗ ସଂଘର୍ଷକୁ ନେଇ ଅଡ଼ୁଆରେ ପଡ଼ିଛି । ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଏପରିକି ଚୀନର ନିଜ ନାଗରିକ ସେଠାକାର ଦମନକାରୀ…

ଦିଲ୍ଲୀରେ ବିଚ୍ ରାସ୍ତାରେ ନାବାଳିକାଙ୍କୁ ଏସିଡ୍ ମାଡ଼, ଜଣେ ଅଟକ

ଦିଲ୍ଲୀ: ଦିଲ୍ଲୀରେ ଏସିଡ୍ ଆଟାକ୍ । ଦ୍ୱାରକାରେ ଏପରି ଜଘନ୍ୟ କାଣ୍ଡ ସାରା ଦେଶକୁ ପୁଣି ଥରେ ଦୋହଲାଇ ଦେଇଛି । ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ । ବାଇକରେ ୨ ଜଣ ଯୁବକ ଆସି ନାବାଳିକା ଉପରକୁ ଏସିଡ୍ ଫୋପାଡି ପଳାଇଥିଲେ । ଏସିଡ ଆଖିରେ ପଶିଯିବାରୁ ଛାତ୍ରୀ ଜଣକ ଗୁରୁତର ଅଛନ୍ତି ।…