Latest Odisha News

BREAKING NEWS

Browsing Category

ଫିଚର

ଭୂମି ମାଫିଆ କବଜା କଲେ ଗାୟକ ଲକି ଅଲୀଙ୍କ ଫାର୍ମ ହାଉସ

ମୁମ୍ବାଇ: ବଲିଉଡର ସିନିୟର ଗାୟକ ଲକି ଅଲୀ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ଫାର୍ମ ହାଉସକୁ ଭୂମି ମାପିଆମାନେ କବଜା କରି ନେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ ତାଙ୍କ ଆକାଂଉଟରେ କର୍ଣ୍ଣାଟକ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି । ଏହି ପତ୍ରରେ ସେ କେତେଜଣ…

ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ପଦ୍ମପୁର : କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି କୃଷକ ମୋର୍ଚ୍ଚା ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଲୋକେ ଧରିଥିଲେ । ପାଇକମାଳ କେଚୋଦାଦରସ୍ଥିତ ଛେଳିମାଳ ଗାଁରେ ସେ ଟଙ୍କା ବାଣ୍ଟୁଥିବା ଭିଡିଓ ଥିବା…

ଯାଆଁଳା ଭଉଣୀକୁ ବିବାହ କରିବା ଆଇଟି ଇଞ୍ଜିନିୟରଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ : ଯୁବକଙ୍କୁ ମହଙ୍ଗା ପଡ଼ିଲା ଯାଆଁଳା ଭଉଣୀକୁ ବାହାହେବା । ମହାରାଷ୍ଟ୍ର ସୋଲାପୁରରେ ହୋଇଥିବା ବିବାହ ବେଳର ଭିଡିଓ ଭାଇରାଲ ଘଟଣା । ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବିବାହକୁ ନେଇ ଉଭୟ ବର ଓ କନ୍ୟା…

ଟିଭି ସାମ୍ୱାଦିକଙ୍କ ନାଁରେ ଟଙ୍କା ବଣ୍ଟା ଅଭିଯୋଗ, ସିଇଓଙ୍କୁ ଫେରାଦ୍ ହେଲା ବିଜେଡି

ପଦ୍ମପୁର: ଟିଭି ସାମ୍ୱାଦିକଙ୍କ ନାଁରେ ଟଙ୍କା ବଣ୍ଟା ଅଭିଯୋଗ । ଏପରି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ୍ ହୋଇଛି ବିଜେଡି । ପାଇକମାଳ ବ୍ଲକର ବିଜାଡିହି ଗାଁରେ ଜନୈକ ସାମ୍ୱାଦିକ ତଥା ବିଜେପି ସମର୍ଥକ ଜଣେ ବ୍ୟକ୍ତିଙ୍କୁ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ଦେଇ ଭିଡିଓ କରୁଥିଲେ ଓ ବ୍ୟକ୍ତି ଜଣକୁ…

ବାକି ଟଙ୍କା ମାଗିବାରୁ ଦୋକାନରେ ଲଗାଇଲେ ନିଆଁ

ମୟୁରଭଞ୍ଜ : କପ୍ତିପଦା ଥାନା ଅନ୍ତର୍ଗତ ଶାଳଚୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ବାକି ଟଙ୍କା ମାଗିବାରୁ ଯୁବକଙ୍କ ଉନ୍ମତକାଣ୍ଡ । ସୂଚନା ଅନୁଯାୟୀ ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଥିଲେ । ଆଦିକନ୍ଦଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ସାମଗ୍ରୀ…

‘ସିବିଆଇ ତଦନ୍ତ ଘଟଣାର ପର୍ଦ୍ଦାଫାସ କରିବ’

ଭୁବନେଶ୍ୱର : ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ହାଇପ୍ରୋଫାଇଲ୍ ବ୍ଲାକମେଲ୍ ରାକେଟର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି, ନୀରବତା ଭାଙ୍ଗି କହିଛନ୍ତି, ସିବିଆଇ ତଦନ୍ତ ମାମଲାର ପର୍ଦ୍ଦାଫାସ କରିବ । ଏହା ସହିତ ସେ…

ନ୍ୟୁଡ କଲ ହେଲା କାଳ; ନଦୀକୁ ଡେଇଁ ପଡିଲେ ବ୍ୟାଙ୍କ ଅଧିକାରୀ

ସୁବର୍ଣ୍ଣପୁର: ସାମ୍ନାକୁ ଆସିଲା  ବ୍ୟାଙ୍କ ଅଧିକାରୀ ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । କାହିଁକି ଆତ୍ମହତ୍ୟା କଲେ ଦିବ୍ୟରଞ୍ଜନ ? କ’ଣ ଥିଲା ମଜବୁରୀ ? ଏହାର  ରହସ୍ୟ ଖୋଲିଛି ସୁବର୍ଣ୍ଣପୁର ପୋଲିସ l ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ପଛର କାରଣ ଥିଲା ନ୍ୟୂଡ କଲ l…

୨ଯାଆଁଳା ଭଉଣୀ ପ୍ରେମରେ ଦିଓ୍ୱାନା ହେଲେ ଯୁବକ, ଗୋଟିଏ ବେଦୀରେ ସମ୍ପନ୍ନ ହେଲା ବିବାହ  

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ ବିବାହ କଲେ ଦୁଇ ଯାଆଁଳା ଭଉଣୀ  । ଦୁଇ ଭଉଣୀଙ୍କ ହୃଦୟ ଚୋରି କଲେ ଆଇଟି ଇଞ୍ଜିନିୟର ଅତୁଲ । ଜଣେ ଯୁବକଙ୍କୁ ହିଁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି ।  ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ନିଆରା ବାହାଘର …

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ କୁ ଶୁଭାରମ୍ଭ କରିଛନ୍ତି ।  ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲିପ୍ ତିର୍କୀଙ୍କୁ ସେ ଟ୍ରଫି ହସ୍ତାନ୍ତର କରିଛନ୍ତି । ଟ୍ରଫି ଟୁର୍ ର ସଫଳତା ନେଇ ଶୁଭକାମନା ଜଣାଇଛନ୍ତି…

୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ, ୨ଟା ଯାଏଁ ଅଖ ଚକ ଜାମ୍

ଭଦ୍ରକ: ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ଫଳରେ ଅଖ ଚକ ଜାମ୍ ରହିଛି । ସକାଳ ୬ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ସହର ବନ୍ଦ…