Latest Odisha News

BREAKING NEWS

Browsing Category

ଫିଚର

ଆଜି ଦିଲ୍ଲୀ ଯିବେ ନବୀନ, ମୋଦୀଙ୍କ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ସେ ସାମିଲ ହେବେ। ଭାରତ ଜି-୨୦ ଅଧ୍ୟକ୍ଷ ପଦ ପାଇବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ…

ବାର୍ଷିକ ୫୫ ଲକ୍ଷ ଟଙ୍କାର ଦରମା ଥିବା ଚାକିରି ପାଇଲେ ଭୁବନେଶ୍ୱର ଆଇଆଇଟିର ଛାତ୍ରୀ

ଭୁବନେଶ୍ୱର: ଆଇଆଇଟି କ୍ୟାମ୍ପସରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ନିଯୁକ୍ତି ଅଭିଯାନରେ ଜଣେ ଛାତ୍ରୀ ୫୫ ଲକ୍ଷ ଟଙ୍କାର ଚାକିରୀ ଅଫର ପାଇଛନ୍ତି। କମ୍ପ୍ୟୁଟର ସାଇନ୍ସର ଇଞ୍ଜିନିୟରିଂର ଛାତ୍ରୀ ସାଇ ଗିରି ନନ୍ଦିନୀ ଉଡଠୁ ଏହି ଚାକିରି ଅଫର ପାଇଛନ୍ତି । ଜଣେ ଛାତ୍ରୀଙ୍କୁ ମିଳିଥିବା ସର୍ବାଧିକ…

ପୁରୀ ମନ୍ଦିର ଭିଡିଓ ଭାଇରାଲ ଘଟଣା, ୟୁଟ୍ୟୁବର ଅନିମେଶଙ୍କ ନାଁରେ ଏତଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଆକାଶମାର୍ଗରୁ ଭାଇରାଲ ହୋଇଥିବା ଭିଡିଓ ଘଟଣାରରେ ପୋଲିସ ରୁଜୁ କଲା ମାମଲା । କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ବିରୋଧରେ ରବିବାର ଏ ନେଇ ପୁଲିସ ମାମଲା ରୁଜୁ କରିଛି। ମନ୍ଦିର ଉପରେ ଦାବୀ କ୍ୟାମେରା ଲଗାଇ ଏହି ଭିଡିଓ ଫୁଟେଜ ରେକର୍ଡିଂ…

ବିଜେପିର ମିଶନ ୨୦୨୪, ବୈଠକ ଡାକିଲେ ଦଳୀୟ ସଭାପତି

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସହିତ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଭାପତି ଜେପି ନଡ୍ଡା ଦିଲ୍ଲୀରେ ଦୁଇ ଦିନିଆ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପିର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ…

‘ପାକିସ୍ତାନ ଏବେ ଦୁର୍ବଳ ଅଛି, ତେଣୁ ପିଓକେକୁ ନିଜ ଅକ୍ତିଆରକୁ ନେବା ଉଚିତ’

ଡେରାଡୁନ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଫେରାଇ ଆଣିବା ବିଷୟରେ ନିଜର ମତ ରଖିଛନ୍ତି। ମୋଦୀ ସରକାର ପିଓକେକୁ ଅକ୍ତିଆର କରିବା ଦରକାର ବୋଲି ସେ କହିଛନ୍ତି । କଂଗ୍ରେସ ସରକାର ସମୟରେ ସଂସଦରେ ଏ ସମ୍ପର୍କରେ ଏକ…

ମ୍ୟାଚ ହାରିବା ପରେ କେ.ଏଲ ରାହୁଲଙ୍କ ପ୍ରସ୍ତୁତ ରହିବାକୁ କହିଲେ ଦ୍ରାବିଡ, ରୋହିତ

ଢାକା: ରବିବାର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। କମ୍ ସ୍କୋର କରିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ବିଜୟର ନିକଟତର ହୋଇଥିଲା କିନ୍ତୁ ଦଶମ ୱିକେଟ୍ ପାଇଁ ବାଂଲାଦେଶର ମୁସ୍ତାଫିଜୁର ରହମାନ ଏବଂ ମେହେଦି ହସନଙ୍କ…

ଫିଲ୍ମ ସୁଟିଂ ବେଳେ ୨୦ ଫୁଟ୍ ଉଚ୍ଚରୁ ଖସି ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

ଚେନ୍ନାଇ: ଫିଲ୍ମ ସୁଟିଂ ବେଳେ ଅଘଟଣ । କ୍ୟାମେରାରେ ଆକ୍ସନ୍ ଦୃଶ୍ୟ ସୁଟ୍ ବେଳେ ଆଖି ବୁଜିଲେ ଷ୍ଟଣ୍ଟମ୍ୟାନ୍ଯ । ଏଭଳି ଦୁଃଖଦ ଖବର ଆସିଛି ତାମିଲନାଡ଼ୁରୁ । ତାମିଲ୍ ଫିଲ୍ମ ‘ବିଦୁଥଲଈ’ ସୁଟିଂ ବେଳେ ୫୪ ବର୍ଷୀୟ ଷ୍ଟଣ୍ଟମ୍ୟାନ ଏସ୍ ସୁରେଶଙ୍କ ମୃତ୍ୟୁ ହୋଇଛି । ବୋନ୍ନି ମାରନଙ୍କ…

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଥାନା ଅଧିକାରୀ

ବଲାଙ୍ଗିର: ଭିଜିଲାନ୍ସ ହାତରେ ପୋଲିସ ବାବୁ । ଲାଞ୍ଚ ନେଇ ଧରା ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ସିନ୍ଧକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା । ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ଲାଗି ଆଇଆଇସି ଆଲୋକ କୁମାର ବେହେରା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଲୋକଙ୍କୁ ୨୫ ହଜାର ଲାଞ୍ଚ…

ସାମାନ୍ୟ ଭୁଲ ଯୋଗୁ….ଜିତୁ ଜିତୁ ହାରିଗଲା ଭାରତ

ଢ଼ାକା: ଏଠାରେ ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ପ୍ରଥମ ଦିନିକିଆ କ୍ରିକେଟ ମୁକାବିଲାରେ ବାଂଲାଦେଶ ୧ ୱିକେଟରେ ଭାରତକୁ ପରାସ୍ତ କରିଛି । ଖରାପ ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ମ୍ୟାଚ ହାତମୁଠାକୁ ଆସି ଯାଇଥିଲା । ମାତ୍ର ଶେଷ ୱିକେଟରେ ବାଂଲାଦେଶର…

ବେଦୀରେ ହାତ ଧରିଲେ ୨ ମାଓବାଦୀ

ଫୁଲବାଣୀ: ହାତରେ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ । ଆଜି ବେଦୀରେ ହାତ ଧରି ସାତ ଘେରା ବୁଲିଛନ୍ତି । ଦିନେ ସପ୍ନିତା ପାଟମାଝି ଓରଫ୍ ନନ୍ଦିନୀ ଏବଂ ଫୁଲବତୀ ଉଶେଣ୍ଡି ଓରଫ୍ କରୁଣା ଲାଲବାହିନୀରେ ସାମିଲ୍ ଥିଲେ । ପୋଲିସ ନିକଟରେ ଆତ୍ମସମର୍ପଣ ପରେ ସେମାନଙ୍କ ଜୀବନ ବଦଳି ଯାଇଛି ।…