Latest Odisha News

BREAKING NEWS

Browsing Category

ଫିଚର

ଚାକିରି ନାଁରେ ଠକେଇ ଅଭିଯୋଗ ପରେ ବର୍ଷା ରଖିଲେ ଉତ୍ତର, ‘ମତେ ଦାବିବା ପାଇଁ ଷଡ଼ଯନ୍ତ୍ର’

ଭୁବନେଶ୍ୱର: ପ୍ରଥମେ ପରିବାରରେ ଝଡ଼ ଏବେ ସମାଜରେ ଥିବା ପ୍ରତିପତ୍ତି ନଷ୍ଟ ପାଇଁ ଉଦ୍ୟମ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ କଲ୍ୟାଣୀ ନାୟକ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି,…

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ…

୧୭ଜଣିଆ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ

କଟକ: ରଣଜୀ ସିଜନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ବରୋଦା ଓ ଉତ୍ତରାଖଣ୍ଡରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ୧୭ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ । ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକତ୍ୱ ଦିଆଯାଇଛି । ୪ଜଣ ନୂଆ ମୁଁହ ଟିମରେ ସାମିଲ…

ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ…

୧୦ ହଜାର ଟଙ୍କାରୁ କମରେ ପାଇବେ ଏହି 5G ଫୋନ୍

ଭୁବନେଶ୍ୱର: ଟେକ୍ନୋଲୋଜି ବଦଳିବା ସହ ଖର୍ଚ୍ଚ ବଢ଼ୁଛି । 4G ପରେ ଏବେ ବଜାରକୁ 5G ଆସି ସାରିଛି । ଦେଶର ଅନେକ ସ୍ଥାନରେ 5G ସେବା ମଧ୍ୟ ଆରମ୍ଭ ହୋଇ ସାରିଛି । ଅନେକ ତାଙ୍କ ପୁରୁଣା ଫୋନରେ 5G ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ବଢ଼ୁଥିବା ଦାମ, ବିଗୁଡ଼ୁଥିବା ବଜେଟ୍ ଭିତରେ…

ଦିଲ୍ଲୀ ଏମସିଡି ନିର୍ବାଚନ ପୋଛିନେଲା ଆପ୍, ୧୫ ବର୍ଷର ବିଜେପି ଶାସନର ଅବସାନ

ନୂଆଦିଲ୍ଲୀ: ଭାଙ୍ଗିଲା ବିଜେପି ଗଡ଼ । ଆସିଲା ଆପ୍ ରାଜୁତି । ଦିଲ୍ଲୀ ନଗରନିଗମ ସିଂହାସନରୁ ୧୫ବର୍ଷର ଶାସକ ବିଜେପିକୁ ହଟାଇପାରିଛି ଆମ ଆଦମୀ ପାର୍ଟି । ଜିତିବା ପାଇଁ ୧୨୬ ମ୍ୟାଜିକ ନମ୍ୱର ଥିବାବେଳେ ପ୍ରାପ୍ତ ସୂଚନା ଅନୁସାରେ ୨୫୦ଟି ଓ୍ୱାର୍ଡରୁ ଆପ୍ ୧୩୦ ସିଟ୍ ଜିତିଥିବା ବେଳେ ବିଜେପି…

ସୁନା ଦୋକାନରେ ଚାକିରି ଦେବା ନାଁରେ ବର୍ଷା ନେଇଛନ୍ତି ୩୦ ହଜାର, ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ହୋଇଛି । ଅଭିନେତ୍ରୀ ବର୍ଷାଙ୍କ ସହ ଆୟୁଷୀ ପ୍ରିୟଦର୍ଶିନୀ ଓ ଜଣେ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି ଅଭିଯୋଗକାରିଣୀ । ସହିଦନଗର ଥାନାରେ ହୋଇଥିବା ଏତଲା ପ୍ରକାରେ,…

ଝାରସୁଗୁଡ଼ା ବିସିପାଲିରେ ବିରଳ ଶାଗୁଣା ଉଦ୍ଧାର

ଝାରସୁଗୁଡ଼ା :  ଝାରସୁଗୁଡ଼ା ବିସିପାଲି ଗାଁରେ ଠାବ ହୋଇଛି ଏକ ବିରଳ ପ୍ରଜାତିର ଶାଗୁଣା । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ ସକ୍ଷମ…

ପକ୍ଷାଘାତ ପୀଡ଼ିତା କନିଆଙ୍କୁ ଟେକି ଟେକି ସାତଘେରା ନେଲେ ବର

ନୂଆଦିଲ୍ଲୀ : ପକ୍ଷାଘାତରେ ପୀଡ଼ିତ କନିଆ, ବର ସାଜିଛି ସାହାରା । କଥା ଦେଇ କଥା ରଖିଛନ୍ତି ମହାବୀର । ଆଉ ରୀନାବାଳାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନମର ସାଥୀ କରିଛନ୍ତି । ବର ମହାବୀର ସିଂହ ଓ କନ୍ୟା ରୀନାବାଳାଙ୍କ ପାଖରେ ହାର ମାନିଛି ଅକ୍ଷମତା । ଦୁହିଁଙ୍କ ବିବାହ ବର୍ତ୍ତମାନ ସମାଜକୁ…

ଘନୀଭୂତ ହେଉଛି ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ସକ୍ରିୟ ରହିଛି । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଶ୍ରୀଲଙ୍କାର ଟ୍ରିନକୋମାଲି ଠାରୁ ପୂର୍ବରେ ୫୦୦ କିଲୋମିଟର ଏବଂ ଚେନ୍ନାଇ ଠାରୁ…