Latest Odisha News

BREAKING NEWS

Browsing Category

ଫିଚର

ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡାଠାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି   । ଦୁର୍ଘଟଣାରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି  । ସମ୍ବାଦିକ ମାନେ ଯାଉଥିବା ସମୟରେ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା ।…

‘ଅର୍ଚ୍ଚନା ଭଡ଼ା ନ ଦେଇ ବ୍ଲାକମେଲ କରୁଥିଲା’

ଭୁବନେଶ୍ୱର:  ଅର୍ଚ୍ଚନା ନାଗ ମାମଲାର ନୂଆ ଟ୍ୱିଷ୍ଟ । ଅର୍ଚ୍ଚନାଙ୍କୁ ନେଇ ନୂଆ ତଥ୍ୟ  ସାମ୍ନାକୁ ଅଣିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଆଜି ଇଡି ଜେରା କରିବ ପୂର୍ବରୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପ୍ରମୋଦ କହିଛନ୍ତି,  ଅର୍ଚ୍ଚନା ନାଗ ତାଙ୍କ ଘରେ ଭଡ଼ାରେ ରହୁଥିଲେ ।  ସେ…

୩୮ ବର୍ଷ ପରେ ଲାଭା ଉଦଗୀରଣ କଲା ହୱାଇର ଜ୍ୱାଳାମୁଖୀ

ହୱାଇ: ହୱାଇର ପୁରାତନ ଜ୍ୱାଳାମୁଖୀ ମାଉନା ଲାଓ ୩୮ ବର୍ଷ ଲାଭା ଉଦଗୀରଣ କରିଛି । ୟୁଏସ ଜିଓଲୋଜିକାଲ ସର୍ଭେ ଅନୁସାରେ ରବିବାର ରାତିରେ ଏ ନେଇ ସୂଚନା ମିଳି ସାରିଥିଲା । ସେଥିପାଇଁ ଏର୍ମଜେନ୍ସି କ୍ରୁକୁ ଆଲର୍ଟ ରଖାଯାଇଛି । ଲାଭା ଉଦଗୀରଣ ହେବା ପରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ ।…

ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ

କଳାହାଣ୍ଡି : କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଜଣେ ଯୁବକଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ମୃତ ଯୁବକ ଜଣକ ହେଲେ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ  । ସୂଚନା ଅନୁଯାୟୀ ଦୟାନିଧି…

ଗୁଜରାଟର ନିଆରା ଗାଁ; ୧୯୮୩ରୁ ଗାଁରେ ଦଳ ଓ ପ୍ରଚାର ଉପରେ ଲାଗିଛି ରୋକ୍

ଗୁଜରାଟ: ଗୁଜରାଟରେ ଏପରି ଗାଁ ରହିଛି ଯେଉଁଠି ୧୯୮୩ ପରେ ହେଉନି ନିର୍ବାଚନୀ ପ୍ରଚାର । କୌଣସି ରାଜନୈତିକ ଦଳ ଓ ଦଳୀୟ ପ୍ରଚାରକୁ ବ୍ୟାନ କରାଯାଇଛି ଏଠାରେ। ଏମିତିକି ଭୋଟ୍ ପାଇଁ ହୋଇଛି କଡ଼ା ନିୟମ । ରାଜକୋଟସ୍ଥିତ ଏହି ଗାଁର ନାଁ ହେଉଛି ସମାଧିୟାଲା । ଯଦି କେହି ଭୋଟ୍ ନଦିଅନ୍ତି, ତେବେ…

ଗ୍ୟାଙ୍ଗଷ୍ଟର ଲିଙ୍କ୍ ସନ୍ଦେହରେ ଦେଶର ୨୦ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ଲ ବିଶ୍ନୋଇ ଉପରେ ଏନଆଇଏ ଶିକୁଳି । ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଜେରା କରିଛନ୍ତି ଏନଆଇଏ ଓ ଦିଲ୍ଲୀ ପୋଲିସ । ଏହାପରେ ଜଣାପଡିଛିଯେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜେଲରେ ରହି ନିଜ ନେଟଓ୍ୱର୍କ ଜାରି ରଖିଛନ୍ତି । ତେଣୁ ପ୍ରାୟ ୬ଟି ଜିଲ୍ଲାର ମୋଟ ୨୦ଟି ଠିକଣାରେ…

ସ୍କୁଲ ଛାତ୍ରୀଙ୍କୁ ମାଗଣା ପ୍ୟାଡ୍ ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀଙ୍କ ମାସିକ ସମୟରେ ସ୍ୱଚ୍ଛତା ସମ୍ପର୍କୀତ ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେମାନଙ୍କୁ ସ୍କୁଲରେ ମାଗଣାରେ ପ୍ୟାଡ୍ ପ୍ରଦାନ, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସ୍କୁଲ ଗୁଡିକରେ ଖୁବଶୀଘ୍ର ଠୋସ୍ ବ୍ୟବସ୍ଥା ହେବାକୁ ଯାଉଛି । ମାସିକ,…

ବନ୍ଦ ହେବନି ପଦ୍ମପୁର, ପ୍ରଚାରରେ କମ୍ପିବ ମୈଦାନ୍

ପଦ୍ମପୁର: ଆଜି ବନ୍ଦ ହେବନି ପଦ୍ମପୁର । ବଣିକ ସଂଘ ଦେଇଥିଲା ୧୨ ଘଣ୍ଟିଆ ବନ୍ଦ ଡାକରା । ଗତକାଲି ସକାଳେ ୩ ବିଜେଡି ନେତାଙ୍କ ଘରେ ଆୟକର ଓ ସନ୍ଧ୍ୟାରେ ଜଣେ ବିଜେପି ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍ ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ବନ୍ଦ ଡାକରା ଦେଇଥିଲା । ଉପନିର୍ବାଚନ ପୂର୍ବରୁ ରେଡ୍…

ଥାନାରେ ଏତଲା ଦେବାର କିଛି ସମୟ ପରେ ଉଦ୍ଧାର ହେଲେ ବିଜେପି ନେତା

ପଦ୍ମପୁର: ବନ୍ଧୁକ ମୁନରେ ଅପହୃତ ହୋଇଥିବା ବିଜେପି ନେତା ଦିଲ୍ଲୀପ କୁମାର ସେନାପତି ଉଦ୍ଧାର ହୋଇଥିବା ସୂଚନା। ଦିଲ୍ଲୀପ ସେନାପତିଙ୍କୁ ପୋଲିସ୍ ଉଦ୍ଧାର କରିଥିବା ସୂଚନା ରହିଛି। ଏ ନେଇ ବିଜେପି ନେତା ତେଜେଶ୍ୱର ପରିଡ଼ା ସୂଚନା ଦେଇଛନ୍ତି। ଆଜି ସଂଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ…

‘ଦ କଶ୍ମୀର ଫାଇଲ୍ସ’କୁ ପ୍ରୋପାଗଣ୍ଡା ଫିଲ୍ମ କହି ସମାଲୋଚନା କଲେ IFIFI ମୁଖ୍ୟ ବିଚାରକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଆଇଏଫଆଇଏଫଆଇ ବିଚାରକ ମଣ୍ଡଳୀର ମୁଖ୍ୟ ନଦାଭ ଲପିଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ…