Latest Odisha News

BREAKING NEWS

Browsing Category

ଫିଚର

୧୭ ଦଫା ଦାବି ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ। ୧୭ ଦଫା ଦାବି ନେଇ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ । ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ…

ଗିରଫ ହେଲେ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ ଗିରଫ  । ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି ଗୁଜରାଟ ପୁଲିସ । ମୋର୍ବୀ ବ୍ରିଜ୍‌ ଭୁଶୁଡ଼ିବା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା…

ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ, ୭ଜଣଙ୍କୁ ବାନ୍ଧିଲା ପୋଲିସ

ସୋନପୁର : ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ । ୭ଜଣଙ୍କୁ ବାନ୍ଧିନେଲା ପୋଲିସ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିଲେ ୭ ଜଣ । ବରୋଦା  ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ l ବ୍ୟାଙ୍କର ସିନିୟର…

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଛାତ୍ର ୬ ମାସ ପାଇଁ ବିଦା

ସମ୍ୱଲପୁର: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଛାତ୍ରଙ୍କୁ ପଡିଲା ମହଙ୍ଗା । ସମ୍ୱଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ୬ ମାସ ପାଇଁ ସମ୍ପୃକ୍ତ ଛାତ୍ର ବହିଷ୍କୃତ କରାଯାଇଛି । ଶୃଙ୍ଖଳା କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ଗତକାଲି…

ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା

ନୂଆଦିଲ୍ଲୀ: ବ୍ରିଟିଶ ନାଗରିକଙ୍କ ପାଇଁ ଆସିଲା ପୁଣି ଇ-ଭିସା ବ୍ୟବସ୍ଥା  । ଏଣିକି ଆବେଦନ କରିପାରିବେ ବ୍ରିଟେନ ନାଗରିକ । ଏହି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର । କରୋନା ହେବା ପରଠୁ ଇ-ଭିସା ବ୍ୟବସ୍ଥା…

ଦିଲ୍ଲୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାବାସୀ, ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ ଗଠନ ଦାବି

ନୂଆଦିଲ୍ଲୀ: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯାଉ । ଗଠନ ହେଉ ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ୍ । ଏହି ୨ଟି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ…

ଇଡି ସାମ୍ନାରେ ସତ ଓଗାଳି ପାରନ୍ତି ଅର୍ଚ୍ଚନା

ଭୁବନେଶ୍ୱର:ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ…

୨୦୨୨ର ଏହି ପରାଜୟକୁ ଭୁଲି ପାରିବେନି ଭାରତୀୟ କ୍ରିକେଟପ୍ରେମୀ

୨୦୨୨ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ମିଶ୍ରିତ ଫଳ ଆଣିଛି । ଓଭରାଲ ଟିମ ଇଣ୍ଡିଆ ୬୭ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୪୩ ବିଜୟ ହାସଲ କରିଛି । ପ୍ରଦର୍ଶନ ବିଚାରକୁ ନେଲେ ଏହା ଏତେଟା ଖରାପ ନୁହେଁ । ମାତ୍ର ୬ଟି ପରାଜୟକୁ ଭାରତୀୟ ପ୍ରଶଂସକ ଭୁଲି ପାରି ନାହାନ୍ତି । ଦକ୍ଷିଣ ଆଫ୍ରିକାଠାରୁ…

ସମସ୍ତଙ୍କ ଭଲପାଇବା ପାଇ ମୁଁ ସୁସ୍ଥ ଅଛି : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ : ଝିଅ ପାଇଁ ମିଳିଛି ନୂଆ ଜୀବନ । ବାପାଙ୍କୁ କୀଡନି ଦାନ କରି ପତୃଋଣ ସୁଝିବାର ଛୋଟ ପ୍ରୟାସ କରିଛନ୍ତି ଝିଅ ରୋହିଣୀ ! ଅସ୍ତ୍ରୋପଚାର ସଫଳ ପରେ ଝିଅ ରୋହିଣୀଙ୍କୁ ପାଖରେ ଦେଖି ଭାବ ପ୍ରବଣ ହୋଇପଡ଼ିଛନ୍ତି ଲାଲୁ ଯାଦବ । ତାଙ୍କ ମୁହଁରୁ ଯେମିତି ଝରି ପଡୁଛି କୃତଜ୍ଞତା ମିଶା…