Latest Odisha News

BREAKING NEWS

Browsing Category

ଫିଚର

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି…

ବିଶ୍ୱକପ ଫୁଟବଲ ବିପର୍ଯ୍ୟୟ ନମ୍ବର ୩: ବେଲଜିୟମକୁ ହରାଇଲା ମରକ୍କୋ

ଦୋହା: ଚଳିତ ଫିଫା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ରବିବାର ଗ୍ରୁପ ଏଫର ଏକ ମୁକାବିଲାରେ ମରକ୍କୋ ଅପେକ୍ଷାକୃତ ଶକ୍ତିଶାଳୀ ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ୨୪ ବର୍ଷ ପରେ ମରକ୍କୋ ବିଜୟ ହାସଲ କରିଛି । ୧୯୯୮ରେ…

ସ୍ୱାସ୍ଥ୍ୟ ଗବେଷଣା ପାଇଁ ଭୁବନେଶ୍ୱର ଏମ୍ସ ସହ ଚୁକ୍ତି କରିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ଉତ୍କଳ ବିଶ୍ବବିଦ୍ୟାଳୟ। ଓଡ଼ିଶା ଏବଂ ଅନ୍ୟ ରାଜ୍ୟ ସହିତ ବିଶ୍ୱସମୁଦାୟର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଥମ ପସନ୍ଦ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଆପଣ ଯେଉଁ କ୍ଷେତ୍ରକୁ ଯିବେ ସବୁଠାରେ ଉତ୍କଳ ବିଶ୍ୱବଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ…

ଭାରତର ପ୍ରଥମ ମହିଳା ଆଇଓଏ ସଭାପତି ଦୌଡରେ ପିଟି ଉଷା

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ଦୌଡରେ ପ୍ରାର୍ଥୀ ହୋଇଛନ୍ତି । ରବିବାର ସେ ଏ ନେଇ ଅନ୍ୟ ୧୪ଜଣଙ୍କ ସହ ନୋମିନେଶନ ପତ୍ର ଦାଖଲ କରିଛନ୍ତି । ଯଦି ସେ ଏଥିରେ ବିଜୟୀ ହୁଅନ୍ତି ତାହାହେଲେ ପ୍ରଥମ ମହିଳା ଭାବେ ଆଇଓଏର ସଭାପତି ଦାୟିତ୍ୱ ତୁଲାଇବେ । ଆଇଓଏ…

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ…

ମିର୍ଜା-ମଲିକ ଶୋର ଚୁକ୍ତି ଯୋଗୁ ହୋଇ ପାରୁନି କି ସାନିଆ-ଶୋଏବଙ୍କ ଛାଡପତ୍ର ?

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ନେଇ ଗଣମାଧ୍ୟମରେ ଆଲୋଚନା ଜୋର ଧରିଥିଲା । ଏହା ପରେ ଉଭୟ ଦି ମିର୍ଜା-ମଲିକ ଶୋରେ ଏକତ୍ର କରିବା ଯୋଗୁ ଏହି ବିବାହ ବିଚ୍ଛେଦ ଖବର ଏକ ପବ୍ଲିସିଟି ଷ୍ଟଂଟ ବୋଲି ବିବେଚନା କରାଯାଉଥିଲା ।…

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି

ଭୁବନେଶ୍ୱର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜିନାଲ୍ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳି ୧ ହଜାର ଟଙ୍କା ପାଇଥିବା ବେଳେ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା । ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…

ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କଲେ ଏଏସ୍ଆଇ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଦିଗରେ ତତ୍ପରତା । ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍ । କ୍ରାକ୍‌ ମିଟର ମନିଟରିଂ ମଧ୍ୟ କରାଯାଇଛି । ରିଡିଙ୍ଗ ଅନୁଯାୟୀ ନାଟମଣ୍ଡପର ସ୍ଥିତି ସେତେଟା ଖରାପ ନାହିଁ ବୋଲି ଜଣାପଡିଛି । ଏହି…

ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିପାରନ୍ତି ନାହିଁ : ପ୍ରତୀକ୍ଷା ଜେନା

ସମକାଳୀନ ଓଡ଼ିଆ ସାହିତ୍ୟରେ ପ୍ରତୀକ୍ଷା ଜେନା ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା…