Latest Odisha News

BREAKING NEWS

Browsing Category

ଫିଚର

ଚୋରି ପାଇଁ ଆସିଥିଲା, କବାଟ ମଝିରେ ଫସି ଜୀବନ ହାରିଲା

ବାରାଣାସୀ: ଚୋରି କରିବା ପାଇଁ ଆସିଥିଲା ଚୋର କିନ୍ତୁ କବାଟ ମଝିରେ ଫସିଲା । ନା ଭିତରକୁ ଆସି ପାରିଲା ନା ବାହାରକୁ ଯାଇପାରିଲା । କବାଟର ଗୋଟିଏ ପଟେ ମୁଣ୍ଡ  ରହିଥିବା ବେଳେ  ଅନ୍ୟ ପଟେ ରହିଗଲା ଶରୀରର ଅବଶିଷ୍ଟାଂଶ । । ବାହାରିବାକୁ ଯେତେ ଚେଷ୍ଟାକଲା ବାହାରି ପାରିଲା ନାହିଁ, ଶେଷରେ…

ରାଗିଂରୁ ବଞ୍ଚିବା ପାଇଁ ୨ ମହଲା ତଳକୁ ଡେଇଁ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ରାଗିଂରୁ ବଞ୍ଚିବା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଭୟରେ ୨ ମହଲା ତଳକୁ ଡେଇଁପଡ଼ିଲେ ଛାତ୍ର । ତେବେ ଏଭଳି ଘଟଣା ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା  ।…

ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍: ଗୋଟିଏ ଓଭରରେ ୭ ଛକା

ଅହମ୍ମଦାବାଦ : ଗୋଟିଏ ଓଭରରେ ୭ଛକା ମାରି ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍ । ବିଜୟ ହଜାରେ ଟ୍ରଫି ଆଜିର ମ୍ୟାତରେ ଋତୁରାଜ କରିଛନ୍ତି ରେକର୍ଡ । ଉତ୍ତରପ୍ରଦେଶ ବିପକ୍ଷରେ ଖେଳୁଥିଲେ ମହାରାଷ୍ଟ୍ରର ଟାଣୁଆ କ୍ରିକେଟର ଋତୁରାଜ । ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ପୁରୀରେ ଧର୍ମଶାଳା ପାଇ ଜମି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ 5T ଉପକ୍ରମରେ ମୁଖ୍ୟମନ୍ତ୍ରୀ…

ଓଡ଼ିଶାରେ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ୍ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତିଲ୍ ହେବ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ । ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।…

ସେଲଫି ହେଲା କାଳ ; ପାଣିରେ ଭାସି ୪ ଯୁବତୀ ମୃତ

ନୂଆଦିଲ୍ଲୀ: ସେଲଫି ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା  । ଫଟୋ ଉଠାଇବା ସମୟରେ ପାଣିରେ ଭାସିଗଲେ ୪ ଯୁବତୀ  । ଆଜିକାଲି ଫଟୋ ଉଠାଇବା ଗୋଟାଏ ଫେସନ ହୋଇଗଲାଣି  । ବର୍ତ୍ତମାନ ଏହି ଯୁବପିଢ଼ିଙ୍କୁ ସେଲଫି ଉଠାଇବାର ନିଶା ଘାରିଛି । ସେଲଫି ଉଠାଇବା ସମୟରେ ସେମାନେ ଭୁଲିଯାଉଛନ୍ତି ତାଙ୍କ…

‘ରାଜରାସ୍ତାରେ ଶିକ୍ଷକ, ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମନ୍ତ୍ରୀ’: ମୋହନ ମାଝୀ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତି ବିଧାନସଭାରେ ରୁଲିଂ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ…

ଶ୍ରଦ୍ଧା ହତ୍ୟାକାଣ୍ଡ ଷ୍ଟାଇଲ୍‌ରେ ସ୍ବାମୀକୁ ୨୨ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ନିକଟରେ ଶ୍ରଦ୍ଧା ହତ୍ୟା କାଣ୍ଡ ଘଟଣାର ସମାଧାନ ହୋଇନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ନିଦ ବଟିକା ଦେଇ କରାଯାଇଥିଲା ହତ୍ୟା  । ମୃତ ଶବକୁ ୨୨ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ମା ପୁଅ ।…

ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପୁଣି ପ୍ରପୋଜ

ବର୍ଜିନିଆ:  ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପ୍ରପୋଜ ।  ବେଳାଭୂମିରେ ପତ୍ନୀଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଲେ ଆଉ ପ୍ରପୋଜ କଲେ ଜଣେ ୫୮ ବର୍ଷିୟ ବ୍ୟକ୍ତି  ।  ଆପଣ ଭାବୁଥିବେ ବୋଧହୁଏ ବିବାହ ବାର୍ଷିକୀରେ ପୂର୍ବ ସ୍ମୃତି ରୋମନ୍ଥନ କରୁଥିଲେ  । କିନ୍ତୁ ନା, ସେମିତି କିଛି ବି ନୁହେଁ ।…

ବେଳାଭୂମିରେ ଉଲଗ୍ନ ଅବସ୍ଥାରେ ଫଟୋ ଉଠାଇଲେ ୨୫୦୦ ଲୋକ, କଣ ରହିଛି ରହସ୍ୟ ଜାଣନ୍ତୁ….

ନୂଆଦିଲ୍ଲୀ : ଫଟୋ ଉଠାଇବା ପ୍ରତ୍ୟେକ ମଣିଷର ଗୋଟାଏ ସଉକ । ଫଟୋ ଉଠାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି  । ସାଧାରଣତଃ ବିବାହ କାର୍ଯ୍ୟ ହେଉ ଅବା କୌଣସି ପର୍ଯ୍ୟଟନ ସ୍ଥଳୀ ସମସ୍ତେ ଫଟୋ ଉଠାଇ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରିଥାଆନ୍ତି । ଏହାରି ଭିତରେ ସୋଶିଆଲ ମିଡିଆାରେ ଗୋଟିଏ…